ଦେଶ- ବିଦେଶ

ତକିଆ ତଳେ 1 ଟଙ୍କା ରଖି ଶୋଇଲେ କେଉଁ ଲାଭ ମିଳିଥାଏ ?

ସୂଚନା ଅନୁସାରେ ଘରେ ସୁଖ ସମୃଦ୍ଧି ବଢାଇବା ପାଇଁ ଚାହୁଁଥିଲେ । ନିହାତି ଭାବେ ମହତ୍ଵ ପୂର୍ଣ୍ଣ କଥାର ପାଳନ କରନ୍ତୁ । ସତ୍ ବାଣୀ ଓ ସତ୍ କାର୍ଯ୍ୟ କରିବା ଦ୍ଵାରା ଘରର ବହୁ ବିଦ୍ଧ ଉନ୍ନତି ହୋଇଥାଏ । ଏପରି କିଛି କାର୍ଯ୍ୟ ଭୁଲ୍ ରେ କରନ୍ତୁ ନାହିଁ । ଯେଉଁ କାର୍ଯ୍ୟ କରିବା ଦ୍ଵାରା ଘରେ ସୁଖ ବଢିବା ବଦଳରେ ଦୁଃଖର ସମାହାର ଆପଣଙ୍କ ଜୀବନକୁ ଚାଲିଆସିବ । ଆପଣ ମାନେ ବିଶେଷ କିଛି ସାଧୁବାଣୀ ତଥ୍ୟ ଏଥିରେ ଜାଣିବାକୁ ପାଇବେ ।

 

ନବ ବିବାହିତ ଦମ୍ପତି ମାନେ କେବେବି ଚପଲ ପିନ୍ଧି ଶୋଇବା ଘରକୁ ଯିବା ଉଚିତ ନୁହେଁ । ଶୋଇବା ଘରକୁ ପାଣିରେ ଲୁଣ ପକାଇ ପୋଛିବା ଦ୍ଵାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଶୋଇବା ଘରେ ପାଣି ପାତ୍ର ଜିନିଷ କିଛି ମଧ୍ୟ ରଖିବା ଉଚିତ ହୋଇନଥାଏ ଓ ପାଣି ଜାତୀୟ ଗଛ ରଖିବା ମଧ୍ୟ ଅନୁଚିତ । ଶୋଇବା ଘରେ ନାଲି ରଙ୍ଗର ବଲବ୍ ଲଗାଇବା ଉଚିତ ନୁହେଁ ।

ଏହା କରିବା ଦ୍ଵାରା ସମ୍ପର୍କ ମଧ୍ୟରେ ଫାଟକ ସୃଷ୍ଟି ହୋଇଥାଏ । ଶୋଇବା ସମୟରେ ଖଟରେ ଗୋଟିଏ ଗଦି ପକାଇବା ଉଚିତ ହୋଇଥାଏ । ଦୁଇଟି ଗଦି ପକାଇବା ଦ୍ଵାରା ଦାମ୍ପତ୍ୟ ଜୀବନରେ ଦୂରତା ଆସିଥାଏ । ତକିଆ ତଳେ ରଶୁଣ ରଖୀ ଶୋଇବା ଦ୍ଵାରା ଥଣ୍ଡା ଓ ଜ୍ଵର କମ୍ ହୋଇଥାଏ । ଏହା ସହିତ ଶରୀରକୁ ଭୂତାଣୁ ଜନିତ ସମସ୍ଯାରୁ ରକ୍ଷା କରିବାରେ ମଧ୍ୟ ସାହାଜ୍ଯ କରିଥାଏ ।

 

ଯଦି ଶୋଇବା ସମୟରେ ଖରାପ ସ୍ଵପ୍ନ ଆସୁଥାଏ । ତେବେ ତକିଆ ତଳେ ରଶୁଣ ରଖି ଶୋଇବା ଉଚିତ । ଏହା ଦ୍ଵାରା ଖରାପ ସ୍ଵପ୍ନ ଆସିନଥାଏ । ରାତିରେ ଯଦି ନିଦ ହେଉନଥାଏ  ତେବେ ତକିଆ ତଳେ ରଶୁଣ ପାଖୁଡା ରଖିବା ଦ୍ଵାରା ଭଲ ନିଦ୍ରା ଆସିଥାଏ । ଛୋଟ ପିଲାଙ୍କୁ କେବେ ତକିଆରେ ଶୁଆଇବା ଉଚିତ ହୋଇନଥାଏ । ଏହାଦ୍ବାରା ଶ୍ଵାସନଳୀ ଦବିବାର କିମ୍ବା ମୋଡି ହେବାର ସମ୍ଭାବନା ରହିଥାଏ ।

ଶୋଇବା ସମୟରେ ଅଧି ଉଚ ତକିଆ ବ୍ୟବହାର କରି ଶୋଇବା ଉଚିତ ହୋଇନଥାଏ । ଏହା ଦ୍ଵାରା ମୁହଁର ସୁନ୍ଦରତା ଧୀରେ ଧୀରେ ନଷ୍ଟ ହୋଇଥାଏ । ଏହା ସହି ଚର୍ମରେ ଭାଙ୍ଗ ପଡିବାର ସମ୍ଭାବନା ରହିଥାଏ । ଶୋଇବା ସମୟରେ ତକିଆ ତଳେ ଗୋଟିଏ ଏକ ଟଙ୍କିଆ ମୁଦ୍ରା ରଖିବା ଦ୍ଵାରା ଅତ୍ୟନ୍ତ ଶୁଭ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button