ବ୍ୟାଙ୍କ ଷ୍ଟ୍ରାଇକ: ଲଗାତାର ୪ଦିନ ବନ୍ଦ ରହିବ ବ୍ୟାଙ୍କ ! କରି ନିଅନ୍ତୁ ସମସ୍ତ ଜରୁରୀ କାମ- ଜାଣନ୍ତୁ କଣ ଅଟେ କାରଣ

ଏହି ମାସର ଶେଷ ରେ ଲଗାତାର ଚାରି ଦିନ ବ୍ୟାଙ୍କ ବନ୍ଦ ରହିବାର ଆଶଙ୍କା କରାଯାଉଛି । ଚାରୋଟି ୟୁନିୟନ ଅଧିକାରୀ ମାନେ ଧମକ ଦେଇଛନ୍ତି କି 26 ଆଊ 27 ହଡତାଳ ହେବ କହିଙ୍କିନା ସରକାର 10ଟି ବ୍ୟାଙ୍କକୁ ସମିଶ୍ରଣ କରିବା ପାଇଁ ଆଦେଶ ଦେଇଛନ୍ତି । କୁହାଯାଉଛି କି ବ୍ୟାଙ୍କ କାମ ସାରିଦିଅନ୍ତୁ ନଚେତ ହଇରାଣ ହବାକୁ ପଡିପାରେ । ସରକାର ୩୦ ଅଗଷ୍ଟ ରେ ଜଣେଇଥିଲେ ଯେ ୧୦ ବ୍ୟାଙ୍କ ସଂମିଶ୍ରଣ ହୋଇ ୪ ହୋଇଯିବେ । ଏଇ କଥା ବାହାରିଲା ପରେ ଚାରୋଟି ୟୁନିୟନ ମିସିକି ସଂମିଶ୍ରଣ ବିରୂଦ୍ଧ ରେ ଯିବାକୁ କହିଛନ୍ତି ।

ହଡତାଳ ୨ ଦିନ ପାଇଁ ହବ ହେଲେ ଦି ଦିନ ପରେ ଚତୁର୍ଥ ଶନିବାର ପଡୁଛି ଏବଂ ତା ପରେ ରବିବାର ପଡୁଛି ସେଥିପାଇଁ ଚାରି ଦିନ ଲାଗିବ । ଇଣ୍ଡିଆନ ବ୍ୟାଙ୍କ ଆଷୋସିଏସନ କୁ ଅଧିକରୀ ମାନଙ୍କ ଦ୍ଵାରା ନୋଟିସ ରେ କୂହା ଯଇଛି କି ତାଙ୍କର ଏଇ ମିଶ୍ରଣ ପାଇଁ ହଡତାଳ ଜାରି ରହିବ । ଏହି ମାସର ଶେଷ ରେ ବ୍ୟାଙ୍କ ୪ଦିନ ପାଇଁ ଲଗାତର ବନ୍ଦ ରହି ପାରେ କାହିଙ୍କିନା ଦି ଦିନ ହଡତାଳ ଅଛି ୨୬ ଆଉ ୨୭ ତା ପରେ ୨୮ ସେପ୍ଟେମ୍ବର କୁ ମାସର ଚତୁର୍ଥ ଶନିବାର ଅଛି ଛୁଟି ଦିନ ଆଉ ତା ପରେ ରବିବାର ଅଛି ଛୁଟି ଦିନ ସେଥିପାଇଁ ସବୁ ମିଶେଇକି ଲଗାତର ୪ ଦିନ ଛୁଟି ଅଛି ।

ବିତ ମନ୍ତ୍ରୀ ନିର୍ମଲା ସିତାର୍ମ୍ନ କହିଛନ୍ତି ସଂମିଶ୍ରଣ ରୁ କାହାର ଚାକିରି ଜୀବନି ।
ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ଷ କନ୍ଫେଡରେସନ (ଏଆଇବିଓସି ), ଅଳ ଇଣ୍ଡିଆ ବ୍ୟାଙ୍କ ଅଫିସର ଆସୋସିଏସନ, ଇଣ୍ଡିଆନ ନେଶୋନାଲ ବ୍ୟାଙ୍କ ଅଫିସର୍ଷ, ଏବଂ ଆଉ ନେଶନାଲ ଆର୍ଗନଇଜେସନ ଅଫ ବ୍ୟାଙ୍କ ଅଫିସର୍ଷ, ମିଶି କି ହଡତାଳ ପାଇଁ ନୋଟିସ ଦେଇଛନ୍ତି । ଏହାଛଡା ସପ୍ତାହ ରେ ପାଞ୍ଚ ଦିନ କାମ ଆଉ ଆଠ ଘଣ୍ଟା ରୁ କମ ସମୟ କାମ ପାଇଁ ଵି ୟୁନିୟନ ଲିଡର ମାଙ୍ଗ କରିଛନ୍ତି ।

ଏବେ ଦେଶ ରେ 27 ବ୍ୟାଙ୍କ ଜାଗା ରେ ମାତ୍ର 12 ସରକାରୀ ବ୍ୟାଙ୍କ ରହିବ
ସରକାର ୧୦ ସରକାରୀ ବ୍ୟାଙ୍କ ବନ୍ଦ କରି ବଡ ୪ଟା ବ୍ୟାଙ୍କ କରିବା ପାଇଁ ଘୋଷଣା କରିଛି । ଏହା ଅନୁସାରେ କୂହା ଯଇଛି କି ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଓରିଏଣ୍ଟେଲ ବ୍ୟାଙ୍କ ଅଫ କମର୍ଷ ଦୁହେଁ ପଞ୍ଜାବ ନେସନଲ ବ୍ୟାଙ୍କ ସହ ସମିଶ୍ରଣ ହେବ । ଏହି ପରି ସିଣ୍ଡିକେଟ ବ୍ୟାଙ୍କ ର ସମିଶ୍ରଣ କାନାଡା ବ୍ୟାଙ୍କ ସହ ହବ ବୋଲି କୁହା ଯାଉଛି । ଆଲହାବାଦ ବ୍ୟାଙ୍କ ଇଣ୍ଡିଆନ ବ୍ୟାଙ୍କ ସହ ସମିଶ୍ରଣ ହବ ବୋଲି ଜଣାଯାଇଛି । ଆନ୍ଧ୍ରା ବ୍ୟାଙ୍କ ଏବଂ କର୍ପୋରେସନ ବ୍ୟାଙ୍କ କୁ ୟୁନାଇଟେଡ ବ୍ୟାଙ୍କ ସହ ମିଶା ଯାଉଅଛି ।




