ଦେଶ- ବିଦେଶ

ପିତୃ ପୁରୁଷଙ୍କ ଫଟୋ ଘରର କେଉଁ ସ୍ଥାନରେ ଲଗେଇଲେ ବଢିଥାଏ ଧନ ସମ୍ପତି, ପିତୃ ପୁରୁଷଙ୍କ ଫଟୋ ରଖିଥିଲେ ନିଶ୍ଚୟ ଦେଖନ୍ତୁ

ସୂଚନା ଅନୁସାରେ ନିଜର ଘର ପରିବାରରେ ସୁଖ ସମୃଦ୍ଧି ଆଣିବାକୁ ଚାହୁଁଥିଲେ । ଘରେ ଐଶ୍ଵର୍ଯ୍ୟ ବୃଦ୍ଧି କରିବାକୁ କେତେକ ଶାସ୍ତ୍ର ସମ୍ବଦ୍ଧିତ ନିୟମର ପାଳନ କରିବା ଉଚିତ । ଯାହା ଦ୍ଵାରା ଘରର ଦୁଃଖର ଦିନ ସରି ଖୁସିର ଦିନ ଆରମ୍ଭ ହୋଇବ । ନିଜକୁ ଆଧ୍ୟାତ୍ମିକ ଦିଗରେ ଗତି କରାଇ ଭଗବତ ନାମର ସ୍ମରଣ କରି ସର୍ବଦା ନିଜକୁ ଭଲ କାର୍ଯ୍ୟରେ ରତ ରହିବା ଉଚିତ । ଆଜି ଆପଣମାନେ ବିଶେଷ ସାଧୁବାଣୀ ତଥ୍ୟ ଜାଣିବାକୁ ପାଇବେ ।

 

ବିବାହିତ ମହିଳା ଗାଧୋଇ ସାରିଲା ପରେ ମଥାରେ ସିନ୍ଦୁର ପିନ୍ଧିଥାନ୍ତି । କେବେ ମଧ୍ୟ ସିନ୍ଦୁରକୁ ହାତରେ ପିନ୍ଧିବା ଉଚିତ ନୁହେଁ । ସର୍ବଦା ସିନ୍ଦୁର ପିନ୍ଧିବା ସମୟରେ ରୂପା କାଠି କିମ୍ବା ଝିଙ୍କ କାଠିର ବ୍ୟବହାର କରନ୍ତୁ । ପିତୃ ପୁରୁଷଙ୍କ ଫୋଟ ଉତ୍ତର ଦିଗରେ ଲଗାଇବା ଉଚିତ । ପଶ୍ଚିମ ଓ ଦକ୍ଷିଣ କାନ୍ଥରେ ଲଗାଇବା ଉଚିତ ନୁହେଁ । ଘରର ଦକ୍ଷିଣ ପଟ କାନ୍ଥରେ ଘଣ୍ଟା ଲଗାଇବା ଉଚିତ ।

ଅଚଳ ଘଣ୍ଟାକୁ କେବେ ଘରେ ରଖନ୍ତୁ ନାହିଁ । ଘଣ୍ଟାର ସମୟକୁ କେବେ ମଧ୍ୟ ପଛୁଆ ନକରି ଆଗୁଆ କରି ରଖିବା ଶୁଭ ହୋଇଥାଏ । ଘରେ ଥିବା ଆଲମାରୀର ମୁହଁ ଦକ୍ଷିଣ ଦିଗକୁ କରି ରଖିବା ଉଚିତ ନୁହେଁ । ଏପରି କରୁଥିବା ଲୋକମାନଙ୍କର ଘର ପରିବାରରେ କାହାର ନା କାହାର ସ୍ଵାସ୍ଥ ଖରାପ ପ୍ରାୟ ସମଯରେ ରହୁଥାଏ ।

 

ଶ୍ରୀ ଜନ୍ତ୍ର ଓ ନାଲି ରଙ୍ଗର କପଡାରେ ବନ୍ଧା ହେଉଥିବା ନଡିଆକୁ ଠାକୁର ଘରେ ରଖିଲେ । ମା ଲକ୍ଷ୍ମୀ ସର୍ବଦା ଘରେ ପ୍ରସନ୍ନ ରହିଥାନ୍ତି । ଘରେ ପାଣି ବାହାରୁଥିବା ଟାପ୍ ରୁ ଯଦି ଟାପ୍ ବନ୍ଦ କରିସାରିବା ପରେ ମଧ୍ୟ ପାଣି ବାହାରୁଥାଏ । ତେବେ ଯେତେ ରୋଜଗାର କଲେ ମଧ୍ୟ ଟଙ୍କା ଅଣ୍ଟିନାଥାଏ । ତେବେ ତୁରନ୍ତ ପାଣି ଟାପ୍ ରୁ ବାହାରିବା ବନ୍ଦ କରିବାର ବ୍ୟବସ୍ତା କରନ୍ତୁ ।

ପ୍ରାୟତଃ ଝିଅ ମାନଙ୍କର କେଶ ଝଡିବାକୁ ଅନେକ ସମସ୍ଯା ରହିଥାଏ । ତେଣୁ ରାତିରେ ଶୋଇବା ପୂର୍ବରୁ ୭ ଦିନ ପର୍ଯ୍ୟନ୍ତ ଚୁଟିର ମୂଳରେ ଲୁଣ ଘସନ୍ତୁ । ତାପର ୭ ଦିନ ପର୍ଯ୍ୟନ୍ତ ଦୁଦୁରା ପତ୍ରକୁ ବାଟି ତା’ ରସକୁ ଚୁଟିର ମୂଳରେ ଲଗାଇ ଶୁଅନ୍ତୁ । ଏପରି କରିବା ଦ୍ଵାରା କେଶ ମୂଳ ମଜଭୁତ ହୋଇଥାଏ । ଯାହା ଦ୍ଵାରା କେଶ ଝଡିବା ବନ୍ଦ ହୋଇଥାଏ ।

 

ଯେଉଁ ମାନଙ୍କର ପେଟରେ ଗାଷ୍ଟ୍ରିକ ସମସ୍ଯା ରହୁଥାଏ । ସେମାନେ ଖାଇସାରିବା ପରେ ଅଳ୍ପ ଜୁଆଣୀ ସେବନ କରନ୍ତୁ । ନଚେତ ଖାଦ୍ୟରେ ଅଳ୍ପ ହେଙ୍ଗୁ ପ୍ରୟୋଗ କରି ରୋଷେଇ କରନ୍ତୁ । ଏହି ପରି ମାସ ପର୍ଯ୍ୟନ୍ତ କରିବା ଦ୍ଵାରା ଗ୍ଯାସ ସମସ୍ଯା ଦୂର ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button