ସ୍ୱାସ୍ଥ୍ୟ

Thyroid ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଜିନିଷ, ହୋଇଥାଏ ବିଷ ସମାନ !

। ଆଜିର ସମୟରେ ଦେଖିବାକୁ ଗଲେ ଅନେକ ଲୋକ ଥାଇରଡ ଭଳି ସମସ୍ୟାରେ ଗ୍ରସ୍ତ ହୋଇ ଅଛନ୍ତି । ଏପରି ରେ ମହିଳା ମାନଏନକେ ତହରେ ଥାଇରଡ ବହଳି ସମସ୍ଯା ଅଧିକ ଭାବରେ ଦେଖିବାକୁ ମିଳିଥାଏ । ଏପରି ରେ ଥାଇରଡ ଭଳି ରୋଗ ରୁ ନିଜ କୁ ରକ୍ଷା କରିବା ପାଇଁ ନିଅଜର ଖାଦ୍ୟ ପେୟ ଉପରେ ବିଶେଷ ଯତ୍ନ ଦେବାକୁ ପଡିଥାଏ । ଦେଖିବାକୁ ଗଲେ ଆଜିରୁ ବହୁ ଦିନ ପୂର୍ବରୁ ଲୋକ ମାନଙ୍କ ଠାରେ ଥାଇରଡ ଭଳି ସମସ୍ଯା ଦେଖିବାକୁ ମିଳୁ ନଥିଲା

 

କିନ୍ତୁ ବର୍ତ୍ତମାନ ର ସମୟ ରେ ଥାଇରଡ ଅଧିକ ଭାବରେ ଦେଖା ଯିବାର କାରଣ ହେଉଛି ବର୍ତ୍ତମାନ ର ସମୟରେ ଖାଉଥିବା ଖାଦ୍ଯ । ଯେପରିକି ଯଦି ଆପଣଙ୍କୁ ହାଇପର ଥାଇରଡଜିମ ର ଅସୁବିଧା ଥାଏ ତେବେ ଆପଣ ପାରିବା ମାନଙ୍କ ମଧ୍ୟ ରୁ ବନ୍ଧା କୋବି, ଫୁଲ କୋବି, ଓଳ କୋବି ଓ ବିଟ କୁ ଖାଇବା ଉଚିତ ନୁହେଁ । ଏହା ସହ ଚୋକଲେଟ, ଥଣ୍ଡା ବା ଧଳା ଚାଉଳ, ସୋୟାବିନ ଅଧିକ ଚାହା, ଅଧିକ କଫି ପିଇବା ଉଚିତ ହୋଇ ନଥାଏ ।

ଏହାସହ ଯଦି ଆପଣ ଙ୍କୁ ଥାଇରଡ ସମସ୍ଯା ରହିଛି, ତେବେ ଆପଣ ମଟନ ର କଲିଜା ବା ମଟନ ର କରାଟ ଆଦି ଖାଇବା ଉଚିତ ହୋଇ ନଥାଏ । ଏ ଗୁଡିକ ଖାଇବା ଦ୍ଵାରା ଥାଇରଡ ର ସମସ୍ଯା ବଢି ଯାଇଥାଏ । ଥାଇରଡ ରୁ ରକ୍ଷା ପାଇବାକୁ ହେଲେ ନିଜ ସହ ନିଜର ପରିବାର ର ସମସ୍ତ ଲୋକ ଙ୍କୁ ଆୟୋଡିନ ଯୁକ୍ତ ଲୁଣ ଖାଇବା ଉଚିତ ।

 

ଶର, ମାଛ ଓ ଚିଙ୍ଗୁଡି ଇତ୍ୟାଦି କୁ ମଧ୍ୟ ନିଜର ଡାଏଟ ରେ ନିଶ୍ଚୟ ସାମିଲ କରନ୍ତୁ । କାରଣ ଏହି ଜିନିଷ ଗୁଡିକ ରେ ଆୟୋଡିନ ର ମାତ୍ରା ଅତ୍ୟାଧିକ ଭାବରେ ରହିଥାଏ । ଯାହାକି ଆପଣଙ୍କୁ ଥାଇରଡ ରୁ ରକ୍ଷା କରେ । ଯଦି ଆପଣ ଙ୍କୁ ପୂର୍ବ ରୁ ହିଁ ଥାଇରଡ ର ସମସ୍ଯା ରହିଛି, ତେବେ ଆପଣ ଆଳୁ, ବିଲାତି, ଭେଣ୍ଡି, ଛତୁ, ଗାଜର, ସିମଲା ଲଙ୍କା, ଓ କଖାରୁ କୁ ଆପଣ ନିର୍ଭୀକତାର ସହ ଖାଇ ପାରନ୍ତି ।

 

ଯଦି ଆପଣ ସକାଳେ ଖାଲି ପେଟ ରେ ଲାଉ ଜୁଷ ବା ଅଁଳା ଜୁଷ ର ସେବନ କରନ୍ତି, ତେବେ ଏହା ଆପଣ ଏନକେ ଶରୀର ରୁ ଥାଇରଡ ରୁ ମୁକ୍ତ କରିଥାଏ । ଏହାସହ ଅନେକ ଥର ଲୋକ ମାନେ ଚିନ୍ତା କରିଥାନ୍ତି ଯଦି ଆମେ ଖାଦ୍ୟ କମ କହିବୁ ତେବେ ଆମର ଓଜନ ହ୍ରାସ ହୋଇଯିବ । ଏପରି ଚିନ୍ତା କରି ସେ ନିଜର ଖାଦ୍ୟ ଖାଇବା କମ କରି ଦେଇଥାନ୍ତି ।

 

କିନ୍ତୁ ଏହା ଉଚିତ ହୋଇ ନଥାଏ । ଯଦି ଆପଣଙ୍କୁ ଥାଇରଡ ଅଛି ତେବେ, ଆପଣ ଯଥା ଶୀଘ୍ର ଡାକ୍ତର ଙ୍କ ସହ ପରାମର୍ଶ କରି ନିଅନ୍ତୁ । ଓ ତାହାସହ ଡାକ୍ତର ଦେଇଥିବା ଔଷଧ କୁ ମଧ୍ୟ ନିୟମିତ ସେବନ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button