7 ଟି କାରଣ କାହିଁକି ବଢିଥାଏ ପେଟ ?
ପ୍ରତ୍ଯେକ ବ୍ୟକ୍ତି ର ଇଛା ଥାଏ କି ସେ ଅଧିକ ରୁ ଅଧିକ ଦିନ ସୁସ୍ଥ ଓ ସୁନ୍ଦର ହୋଇ ରହେ । କିନ୍ତୁ ବର୍ତ୍ତମାନ ଜୀବନ ଶୈଳୀ କିଛି ଏପରି ହୋଇଯାଇଛି କି ଅନେକ ଲୋକ ଙ୍କ ଠାରେ ମୋଟାପା ଦେଖିବାକୁ ମିଳୁଛି । ଏପରିରେ ଏହି ଅତ୍ୟଧିକ ଭାବରେ ଥିବା ଚର୍ବି ଶରୀରର ସୁନ୍ଦରତା କୁ କମାଇବା ସହ ଶରୀର ରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି କରିଥାଏ । ଯାଞ୍ଚରୁ ଜଣା ପଡିଛି କି ବିଜ୍ଞାନ କହେ ମଣିଷ ପେଟ ରେ ଥିବା ଅତ୍ୟଧିକ ଚର୍ବି ମଣିଷ କୁ ରୋଗ ବ୍ୟାଧି ରେ ଆକ୍ରାନ୍ତ କରିଥାଏ ।
ବନ୍ଧୁଗଣ ଅତ୍ୟଧିକ ମାତ୍ରା ରେ ଖାଉଥିବା କ୍ୟାଲୋରି ଯୁକ୍ତ ଖାଦ୍ୟ ଶରୀରରେ ଚର୍ବି କୁ ବଢାଇଥାଏ । ତେଣୁ ସବୁବେଳେ ଉଚିତ ମାତ୍ରା ରେ ହିଁ କ୍ୟାଲୋରି ଯୁକ୍ତ ଖାଦ୍ଯ ର ସେବନ କରିବା ଉଚିତ । ସବୁବେଳେ ଅତ୍ୟଧିକ କ୍ୟାଲୋରି ଯୁକ୍ତ ଖାଦ୍ୟ ଗୁଡିକୁ ତ୍ୟାଗ କରିବା ଉଚିତ । ଦ୍ଵିତୀୟ ରେ ମେଟାବୋଲିଜିମ ମଧ୍ୟ ପାଟ ବଢିବାର ଏକ ବଡ କାରଣ ଅଟେ ।
କାରଣ ସମୟ ର ସହ ଯେପରି ଆମର ବୟସ ବଢେ ସେହିପରି ହିଁ ଆମ ଶରୀର ରେ ମେଟାବୋଲିଜିମ ମଧ୍ୟ ହ୍ରାସ ପାଇବାକୁ ଲାଗେ । ଆମ ଶରୀର ଯୁବାବସ୍ଥାରେ ଯେତେ ମାତ୍ର ରେ କ୍ୟାଲୋରିସ ଗୁଡିକୁ ଶରୀର କଞ୍ଜୁମ କରେ, ବୟସ ସହ ମେତ ବୋଲିଜିମ ହ୍ରାସ ପାଇବା କାରଣ ରୁ ଏହା ଆଇଉ ଶରୀର ଗ୍ରହଣ କରି ପାରେ ନାହିଁ । ଏହି କାରଣ ରୁ ବୟସ ବଢିଲେ ଶରୀର ରେ ମୋଟାପା ଅଧିକ ମାତ୍ରା ରେ ଦେଖିବାକୁ ମିଳେ । ତୃତୀୟ ରେ ହେଉଛି ବଡି ଫ୍ୟାକ୍ଟ ଡିସଟ୍ରିବୁସନ ।
ଚତୁର୍ଥ ରେ ପେଟ ଜିନ୍ସ ର କାରଣ ରୁ ମଧ୍ୟ ବାହାରିବାର ଦେଖା ଯାଇଥାଏ । ପରବର୍ତ୍ତୀ କାରଣ ଟି ହେଉଛି ହର୍ମୋନ୍ସ । ହରମୋନ ର ପରିବର୍ତ୍ତନ ମଧ୍ୟ ଶରୀର ରେ ମୋଟପା କୁ ବୃଦ୍ଧି କରାଇଥାଏ । ଷଷ୍ଠ କାରଣ ଟି ହେଉଛି ମାନସିକ ଚାପ । ଯାଞ୍ଚ ରୁ ଜଣ ପଡିଛି ଯେ ମଣିଷ ମାନସିକ ସ୍ତର ରେ ଯେତେ ମାତ୍ର ରେ ସୁସ୍ଥ ଥିବ ତାର ଶରୀରରେ ଓବେସିଟି ମଧ୍ୟ ଠିକ ଭାବରେ ଥିବ । ଶରୀର ରେ ଓବେସିଟି ରେ ମାତ୍ରା ଯଦି ବ୍ୟକ୍ତି ର ଠିକ ଥାଏ, ତେବେ ସେ ମଣିଷ ର କେବେ ମଧ୍ୟ ଶରୀରରେ ମୋଟାପା ର ସମସ୍ଯା ଦେଖା ଦେଇ ନଥାଏ ।
ତେଣୁ ପେଟ ର ଚର୍ବି କୁ କମାଇବା ପାଇଁ ଆପଣଙ୍କୁ ମାନସିକ ଚାପ କୁ ମଧ୍ୟ ନିୟନ୍ତ୍ରିତ କରି ରଖିବାକୁ ପଡିଥାଏ । ସପ୍ତମ ରେ ହେଉଛି ବନ୍ଧୁଗଣ ମେଡିକେସନ । ବିଜ୍ଞାନ ଅନୁସାରେ ଯଦି କେହି ବ୍ୟକ୍ତି ଅତ୍ୟଧିକ ମାତ୍ରା ରେ ଔଷଧ ର ସେବନ କରିଥାଏ, ତେବେ ତାହର ଶରୀର ରେ ଅବେଶୀତି ବଢିବାର ଡେକହ ଯାଏ । ତେନୁ ଅତ୍ଯାଧିକ ମାତ୍ରା ରେ ଔଷଧ ଆଦିର ସେବନ କରିବା ମଧ୍ୟ ଉଚିତ ହୋଇ ନଥାଏ ।