ଅଣ୍ଡା ଖାଇବା ସମୟରେ 2 ଟି ଭୁଲ ଭୁଲରେ ବି କରିବେନି ନହେଲେ କୌଣସି ବି ଚିକିତ୍ସା କାମ ଦେବନି !

। ସୂଚନା ଅନୁସାରେ ଅଣ୍ଡା ସ୍ଵାସ୍ଥ ପାଇଁ ବହୁ ମାତ୍ରାରେ ଉପଯୋଗୀ ହୋଇଥାଏ । ଅଣ୍ଡାରେ ଅନେକ ପ୍ରକାର ଭିଟାମିନ ଓ ମିନେରାଲ୍ ରହିଥାଏ । ଅଣ୍ଡା ଖାଇବା ଦ୍ଵାରା ଶରୀରରେ ଶକ୍ତି ବଢିବା ସହ ମସ୍ତିକ ମଧ୍ୟ ଶକ୍ତିଶାଳୀ ହିଥାଏ । ଆଖିର ଦୃଷ୍ଟିଶକ୍ତି ବଢାଇଥାଏ । ଅଣ୍ଡା ଖାଇବା ଦ୍ଵାରା ମଧ୍ୟ ହାଡ ଶକ୍ତ ହୋଇଥାଏ । ହାଡକୁ ଶକ୍ତିଶାଳୀ କରିବା ପାଇଁ ଅଣ୍ଡାରେ ପୋଷକ ତତ୍ଵ ରହିଥାଏ । ଯେଉଁ ମାନେ କୌଣସି ରୋଗ ବେମାରୀରୁ ସଙ୍ଗେ ସଙ୍ଗେ ମୁକ୍ତି ପାଇଥାନ୍ତି ।
ସେମାନଙ୍କ ଶରୀରରେ ବହୁତ ମାତ୍ରାରେ ଦୁର୍ବଳତା ଦେଖାଯାଇଥାଏ । ସେମାନଙ୍କ ଦୁର୍ବଳତାକୁ ଦୂର କରି ଶରୀରକୁ ସୁସ୍ଥ ସବଳ କରି ରଖିବା ପାଇଁ ଅଣ୍ଡା ଖାଇବା ନିହାତି ଉଚିତ । ଡାକ୍ତରଙ୍କ ମତ ଅନୁସାରେ କ୍ଷୀର ଆମ ଶରୀର ପାଇ ଯେତେ ଉପକାରୀ ହୋଇଥାଏ । ଅଣ୍ଡା ମଧ୍ୟ ଶରୀରର ପାଇଁ ସେହି ଉପକାରୀ ହୋଇଥାଏ ।
ପ୍ରାୟତଃ ଲୋକଙ୍କ ମତରେ ଅଣ୍ଡାକୁ କେବଳ ଶୀତ ଦିନରେ ଖାଇବା ଠିକ ହୋଇଥାଏ । ଏହା ଡାକ୍ତରୀ ପ୍ରମାଣ ଅନୁସାରେ ସଂପୂର୍ଣ୍ଣ ଭାବେ ଭୁଲ୍ ପ୍ରମାଣିତ ହୋଇଥାଏ । ଅଣ୍ଡାକୁ ଆପଣ ସବୁ ଋତୁରେ ଖାଇପାରିବେ । ଅଣ୍ଡାର ଯେକୌଣସି ଆଇଟମ୍ ପ୍ରସ୍ତୁତ କରି ଖାଇପାରିବେ । ଆପଣଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ହେବ ଏହାକି ଜେ ଅଣ୍ଡାକୁ ସିଝାଇ କିମ୍ବା ରୋଷେଇ କରି ଖାଇବା ଉଚିତ ।
ତାହା ଶରୀର ପାଇଁ ସ୍ଵାସ୍ଥ ଉପଯୋଗୀ ହୋଇନଥାଏ । କାରଣ କଞ୍ଚା ଅଣ୍ଡାରେ ସାଲ୍ମୋନେଲା ବୋଲି ଏକ ପଦାର୍ଥ ଥାଏ । ଯାହା ପେଟ ସମସ୍ଯା ସହିତ ବାନ୍ତି ମଧ୍ୟ କରାଇଥାଏ । ଅଣ୍ଡାରେ ପ୍ରୋଟିନରେ ପରିପୂର୍ଣ୍ଣ ହୋଇଥିବାରୁ ଏହାକୁ ସୁପରଫୁଡର ମଧ୍ୟ ଆକ୍ଷା ମିଳିଥାଏ । ସକାଳ ବ୍ରେକଫାଷ୍ଟରେ ଅଣ୍ଡା ଖାଇବା ବହୁତ ହିଁ ଶରୀର ପାଇଁ ଫାଇଦାକାରୀ ହୋଇଥାଏ । ଖାଲି ପେଟରେ ମଧ୍ୟ ଅଣ୍ଡାକୁ ଖାଇପାରିବେ ।
ଖାଲି ପେଟ ଥିବା ଥିବା ଅବସ୍ତାରେ ଅଣ୍ଡାକୁ ଖାଇବା ଦ୍ଵାରା ଶରୀର ଉପରେ ଏହାର କୌଣସି ଖରାପ ଅସର ପଡିନଥାଏ । ଫାର୍ମ ବାଲା ଅଣ୍ଡା ଠାରୁ ଦେଶୀ ଅଣ୍ଡା ବେଶୀ ଲାଭଦାୟକ ହୋଇଥାଏ । ଦେଶୀ ଅଣ୍ଡାରେ କୌଣସି ପ୍ରକାର କୃତିମ ପଦାର୍ଥର ମିଶ୍ରଣ କରାଯାଇନଥାଏ ।
ହାଇବ୍ଲଡ଼ପ୍ରେସର, ଡାଇବେଟିସ ଓ ହାର୍ଟ ସମସ୍ଯା ଥିବା ଲୋକଙ୍କୁ ଅଣ୍ଡାର ହଳଦିଆ ଅଂଶ ବା କେଶର ଖାଇବା ଉଚିତ ନୁହେଁ । ଆପଣ ପ୍ରଥମରୁ ସାମାନ୍ୟ ମୋଟା ଥିଲେ । ତେବେ ବହୂତ ଅଣ୍ଡା ଗୋଟିଏ ଦିନରେ ନଖାଇ ୧ ରୁ ୨ ଟି ଅଣ୍ଡା ଖାଇପାରିବେ । ଯେଉଁ ମାନଙ୍କର ଅଣ୍ଡା ଖାଇବା ଦ୍ଵାରା ଆଲର୍ଜୀ ହେଉଥାଏ । ସେମାନଙ୍କୁ ଅଣ୍ଡା ଖାଇବାରୁ ନିଜକୁ ଦୂରେଇ ରଖିବାକୁ ପଡିବ ।




