ପିଲା ହେଉନି କି ? (Infertility), ଜାଣନ୍ତୁ କାରଣ ଓ ଚିକିତ୍ସା
। ସୂଚନା ଅନୁସାରେ ଯେଉଁ ଦମ୍ପତି ମାନେ ଏକ ବର୍ଷ ସମୟ ଅବଧି ମଧ୍ୟରେ ସନ୍ତାନ ଜନ୍ମ ପାଇଁ ପ୍ଳାନ କରୁଛନ୍ତି । ତଥାପି ମହିଳା କଂସିବ କରିପାରୁନାହିଁ । ତାହାକୁ ବନ୍ଧ୍ୟା ଦୋଷ କୁହାଯାଇଥାଏ । ମହିଳା ମାନଙ୍କର ଶୀଘ୍ର ଗର୍ଭବତୀ ନହେବାରେ ଅନେକ ଗୁଡିଏ କାରଣ ରହିଅଛି । ସେଥିମଧ୍ୟରୁ ପ୍ରମୁଖ କାରଣ ହେଉଛି PCOD । ହରମୋନ ଅସନ୍ତୁଳିତ ହେବାରୁ ଏହି ସମସ୍ଯା ଦେଖାଯାଇଥାଏ ।
ଏହି ସମସ୍ଯା ଥିବା ଲୋକ ମାନଙ୍କର ଠିକ ସମୟରେ ଅଣ୍ଡା ରିଲିଜ ହୋଇପାରିନଥାଏ । ଯେଉଁ କାରଣରୁ ପିରିଅଡ୍ ହେବାରେ ଅସୁବିଧା ଦେଖାଯାଇଥାଏ । ଏହା ମଧ୍ୟ ସନ୍ତାନ ହେଲା ବେଳକୁ ସମସ୍ଯା ସୃଷ୍ଟି କରିଥାଏ । କୌଣସି ପ୍ରକାର ଗର୍ଭାଶୟରେ ସଂକ୍ରମଣ ହୋଇକି ମଧ୍ୟ ସନ୍ତାନ ହେବାରେ ଅସୁବିଧା ଆସିଥାଏ । ଗର୍ଭାଶୟରେ ଯଦି କିଛି ମାଂସ ସଦୃଶ ବଢିଥାଏ । ତାହାକୁ ଟ୍ଯୁମର କୁହାଯାଇଥାଏ । ଏପରି ଅନେକ କାରଣ ରହିଅଛି ।
ଯାହା ଦ୍ଵାରା ମହିଳା ଗର୍ଭବତୀ ହେବାର ସମସ୍ଯା ପାଲଟି ଥାଏ । ଯେଉଁ ମାନଙ୍କର ଗର୍ଭାଶୟ ସଠିକ ଭାବରେ ଗ୍ରୋଥ କରିନଥାଏ । ସେମାନଙ୍କ କ୍ଷେତ୍ରରେ ମଧ୍ୟ ପିଲାପିଲି ହେଲା ସମୟରେ ଅସୁବିଧା ଦେଖାଯାଇଅଥାଏ । ଥାଇରଏଡ୍ ସମସ୍ଯା ରହୁଥିବା ମହିଳା ମାନଙ୍କର ମଧ୍ୟ କଂସିବ ସମୟରେ ସମସ୍ଯା ଆଣିଥାଏ ।
ଏହା ଛଡା ଖିଆପିଆ ଠିକ ଭାବରେ ନହେବା, ଅନିଦ୍ରା ରହିବା ଓ ନିଜର ଆଧୁନିକ ଜୀବନଶୈଳୀର କାରଣରୁ ମଧ୍ୟ ସନ୍ତାନ ହେବାରେ ପ୍ରୋବ୍ଲେମ ଆସିଥାଏ । ପୁରୁଷ ମାନଙ୍କର ମଧ୍ୟ ବନ୍ଧ୍ୟା ଦୋଷ ରହୁଥାଏ । ସେମାନଙ୍କର ଶୂକ୍ରାଣୁର ସଂଖ୍ୟା କମ୍ ରହିଥାଇପାରେ । ନଚେତ ଶୂକ୍ରାଣୁ କୌଣସି ବାଧା କାରଣରୁ ସଠିକ ଜାଗାରେ ପହଞ୍ଚିବା ହେଇପାରୁନଥାଏ । ଯେଉଁ ମାନଙ୍କର ପିଲାପିଲି ହେବାରେ ଅସୁବିଧା ରହୁଥାଏ ।
ଉଭୟ ପୁରୁଷ ଓ ମହିଳା ଦୁହେଁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଯାହା ଦ୍ଵାରା ତାଙ୍କର କିଛି ଟେଷ୍ଟ ଓ ଅଲ୍ଟ୍ରାସଉଣ୍ଡ ମାଧ୍ୟମରେ ପିଲାପିଲି ହେବାର ସମସ୍ଯାଟି ଜାଣିହୋଇଥାଏ। ଯଦି ସନ୍ତାନ ହେବାରେ କୌଣସି ପ୍ରକାର ହାର୍ମୋନାଲ ପ୍ରୋବ୍ଲେମ ରହୁଥାଏ । ତେବେ ଡାକ୍ତର ତାହାକୁ ମେଡ଼ିସିନ ଦ୍ଵାରା ଠିକ କରିବା ପାଇଁ ଚେଷ୍ଟା କରିଥାନ୍ତି । ଯଦି ଟ୍ଯୂବରେ କୌଣସି ପ୍ରକାର ବ୍ଲକେଜ୍ ଥାଏ ।
ତେବେ ଡାକ୍ତର ତାହାର ଉପଯୁକ୍ତ ଅନୁଧ୍ୟାନ କରି ଲାକ୍ଟୋସ୍କୋପି ସର୍ଜରୀ କରି ତାହାକୁ ଠିକ କରିବା ପାଇଁ ଚେଷ୍ଟା କରାଯାଏ । ଯଦି ମହିଳା ମାନଙ୍କର ଚିକିତ୍ସା ଦ୍ଵାରା ମଧ୍ୟ ସନ୍ତାନ ରହୁନଥାଏ । ତେବେ ପୁରୁଷଙ୍କର ଶୂକ୍ରାଣୁ ନେଇ ଲ୍ଯାବ ଦ୍ଵାରା ଟେଷ୍ଟ କରାଯାଇ ଡାକ୍ତରୀ ସିଷ୍ଟମ ମାଧ୍ୟମରେ ମହିଳାଙ୍କ ଗର୍ଭାଶୟକୁ ପ୍ରବେଶ କରାଯାଇଥାଏ । ବିଳମ୍ବରେ ମହିଳା ଗର୍ଭବତୀ ହେବାରେ ବେଳେବେଳେ କଂସିବ କରିବାକୁ ସମସ୍ଯା ଆସିଥାଏ । ଯ