ଦେଶ- ବିଦେଶ

ଅସହ୍ୟ ମୁଣ୍ଡ ବ୍ୟଥା ପାଇଁ ଚିନ୍ତିତ ! କେବଳ 5 ମିନିଟରେ ମୁଣ୍ଡ ବିନ୍ଧା ଦୂର କରିବାର ଘରୋଇ ଉପଚାର –

ମନୁଷ୍ୟର ମସ୍ତିଷ୍କରେ ରାସାୟନିକ କାର୍ଯ୍ୟକଳାପ ଆପଣଙ୍କ ଖପୁରିକୁ ଘେରି ରହିଥିବା ସ୍ନାୟୁ, ରକ୍ତବାହୀ ବା ଆପଣଙ୍କ ବେକ ଓ ମୁଣ୍ଡର ମାଂସପେଶୀ ପ୍ରାଥମିକ ମୁଣ୍ଡବିନ୍ଧାର କାରଣ ହୋଇପାରେ । ତେବେ ଏହି ମୁଣ୍ଡବିନ୍ଧା ସମସ୍ଯାକୁ ଦୂର କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ । ଯଦି ଆପଣ ଆମର ଏହି ଘରୋଇ ଉପଚାରକୁ ବ୍ୟବହାର କରିବେ ତା ହେଲେ ମାତ୍ର କିଛି ସମୟ ମଧ୍ୟରେ ହିଁ ଆପଣଙ୍କ ମୁଣ୍ଡବିନ୍ଧା ସମସ୍ଯାକୁ ଦୂର କରିହେବ ।

ବନ୍ଧୁଗଣ ଆମର ଏହି ଉପାୟ ପାଇଁ ଆପଣଙ୍କୁ ପ୍ରଥମେ ଦୁଇ ଖଣ୍ଡ ଛୋଟ ଅଦାର ଆବଶ୍ୟକତା ପଡିବ । ଆପଣ ପ୍ରଥମେ ଦୁଇ ଖଣ୍ଡ ଅଦାକୁ ନେଇ ତାହାକୁ ଭଲ ଭାବରେ ଛେଲି ସଫା କରିଦିଅନ୍ତୁ ଓ ଏହାକୁ ଛେଚି ଏହାର ରସକୁ ବାହାର କରିଦିଅନ୍ତୁ ।

 

ଏହା ପରେ ଆପଣ ଏକ ପାତ୍ର ନିଅନ୍ତୁ ଓ ଏଥିରେ ୧ ରୁ ୨ ଚାମଚ ଅଦା ରସ ରଖନ୍ତୁ । ଏହାପରେ ଆପଣ ସେହି ପାତ୍ରରେ ଦୁଇଟି ଲବଙ୍ଗ ପକେଇ ଦିଅନ୍ତୁ । ଏହା ପରେ ଆପଣ ଏଥିରେ ଏକ ଚାମଚ ଶୁଦ୍ଧ ମହୁ ମିଶାଇ ଦିଅନ୍ତୁ, ଏହା ପରେ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ଓ ଏହାକୁ ସେବନ କରନ୍ତୁ । ଦେଖିବେ ମାତ୍ର କିଛି ସମୟ ମଧ୍ୟରେ ଆପଣଙ୍କ ମୁଣ୍ଡବିନ୍ଧା ସମସ୍ଯାକୁ ଦୂର ହୋଇଯିବ।

 

ବନ୍ଧୁଗଣ ଏହା ଏକ ଘରୋଇ ତଥା ପ୍ରାକୃତିକ ଉପଚାର ଅଟେ । ଏହାର ବ୍ୟବହାର କରିବା ପରେ ଆପଣଙ୍କର କୌଣସି ପ୍ରକାର ସାଇଡଫେକ୍ଟ ଦେଖିବାକୁ ମିଳିବ ନାହିଁ । ତେଣୁ ଯେତେବେଳେ ଆପଣଙ୍କର ମୁଣ୍ଡବ୍ୟଥା ହେଉଥିବ । ସେତେବେଳେ ଆପଣ ଏହି ରେମିଡିକୁ ଘରେ ପ୍ରସ୍ତୁତ କରି ତାହାର ସେବନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button