ରାଜ୍ୟ

ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ପରଲୋକ

ମ୍ବଲପୁର : ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ପରଲୋକ । ୭୧ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଛି । ବ୍ରଜରାଜନଗର ସ୍ଥିତ ବାସଭବନରେ ଆଜି ଭୋର 4.30 ସମୟରେ ହୃଦଘାତ ଯୋଗୁଁ ପରଲୋକ ହୋଇଛି । ୧୯୮୦-୮୫ ମସିହାରେ କଂଗ୍ରେସ ଟିକେଟରେ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । 2017 ରୁ 2022 ପର୍ଯ୍ୟନ୍ତ କଂଗ୍ରେସ ଜ଼ିଲ୍ଲା ସଭାପତି ଥିଲେ l ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button