ଦେଶ- ବିଦେଶ

କେଉଁ ସମୟରେ ସମ୍ବନ୍ଧ ବନେଇଲେ ଜନ୍ମ ହୁଏ ରାକ୍ଷସ ସନ୍ତାନ ? ଶାସ୍ତ୍ରରେ ଅଛି ବର୍ଜିତ

ସୂଚନା ଅନୁସାରେ ଜଣେ ପୁରୁଷ ଜଣେ ମହିଳା ପ୍ରତି ଆକର୍ଷିତ ହୋଇବା ଏକ ସାଧାରଣ କଥା ଅଟେ । ସେହି ଆକର୍ଷଣରୁ ହିଁ ଯୌନ ସମ୍ପର୍କ ସ୍ଥାପନ ହୋଇଥାଏ । ହିନ୍ଦୁ ଗ୍ରନ୍ଥରେ ପୁରୁଷ ଓ ମହିଳାଙ୍କର ଶାରୀରିକ ସମ୍ପର୍କକୁ ନେଇ ଅନେକ କିଛି ତଥ୍ୟ ରହିଛି । ଜଣେ ପୁରୁଷ ଓ ମହିଳା ଶାରୀରିକ ସମ୍ପର୍କ ରଖିବାର ନିର୍ଦ୍ଧିଷ୍ଟ ସମୟ ବିଷୟରେ ବି ଲିଖିତ ହୋଇକି ଅଛି । ଆଜି ଆପଣ ମାନେ ଜାଣିବାକୁ ପାଇବେ କେଉଁ ସମୟରେ ଶାରୀରିକ ସମ୍ବଦ୍ଧ ସ୍ଥାପନା କରିବା ଅନୁଚିତ ।

 

ଏହି କଥାକୁ ବୁଝିବା ପାଇଁ ଏକ ପୌରାଣିକ ବିଷୟ ବସ୍ତୁ ଚାଲନ୍ତୁ ଜାଣିବା । ଥରେ ମହର୍ଷୀ କଶ୍ଚ୍ୟପ ଯଜ୍ଞଶାଳାରେ ରହିଥିଲେ । ସେଠାରେ ରହି ପୂଜା ପାଠର ଆୟୋଜନ କାର୍ଯ୍ୟରେ ବ୍ୟସ୍ତ ଥିଲେ । ସେହି ସମୟରେ ତାଙ୍କ ଧର୍ମପତ୍ନୀ ପାଖରେ ଆସି ପହଞ୍ଚିଲେ ।

ମହାର୍ଷୀଙ୍କର ସ୍ତ୍ରୀ ଜଣଙ୍କ ମହାର୍ଷୀଙ୍କୁ କହିଲେ । ସ୍ଵାମୀ ମୋର ମନରେ ଏବେ ପୁତ୍ର ପ୍ରାପ୍ତିର କାମନା ଚାଲୁଅଛି । ତେଣୁ ମୁଁ ଆପଣଙ୍କ ସହିତ ସଂଭୋଗ କରିବା ପାଇଁ ଇଛୁକ ଅଛି । ମହର୍ଷୀ ଜଣଙ୍କ ସର୍ବଜ୍ଞାନୀ ହୋଇଥିବାରୁ ତାଙ୍କୁ ସବୁ ପ୍ରକାର ଜ୍ଞାନ ବିଷୟରେ ଜଣା ରହିଥାଏ  । କେଉଁ ସମୟରେ କେଉଁ କାମ କରିବା ଉଚିତ ଓ କେଉଁ କାମ କରିବା ଅନୁଚିତ ।

 

ସେହି ସବୁ କାମ କେଉଁ ସମୟରେ କରିବା ଦ୍ଵାରା କେଉଁ ପ୍ରକାର ଫଳପ୍ରାପ୍ତି ହୋଇଥାଏ ସେ ଜାଣିଥିଲେ । ତେଣୁ ମହର୍ଷୀ ତାଙ୍କ ସ୍ତ୍ରୀଙ୍କୁ ସଂଭୋଗ ପାଇଁ ଏହି ସମୟ ଉଚିତ ନୁହେଁ ବୋଲି ଜଣାଇଲେ । ତଥାପି ମହର୍ଷୀଙ୍କ ସ୍ତ୍ରୀ ସଂଭୋଗ କାମନାରେ ବୁଡି ରହିଥିବାରୁ ସେ ତାଙ୍କ ସ୍ଵାମୀଙ୍କ ସହିତ ସଂଭୋଗ କରିବାର ଜିଦି ଧରି ବସିଲେ । ସ୍ତ୍ରୀଙ୍କର ପ୍ରେମ ଓ ଜିଦିରେ ବିବଶ୍ଚ ହୋଇ ମହର୍ଷୀ ମଧ୍ୟ ତାଙ୍କ ସ୍ତ୍ରୀଙ୍କ ସହିତ  ସମୟରେ ସଂଭୋଗ କାର୍ଯ୍ୟରେ ମାତିଗଲେ ।

ଏହାର କିଛି ମାସ ପରେ ମହର୍ଷୀଙ୍କ ସ୍ତ୍ରୀର ୨ ଟି ଏପରି ସନ୍ତାନ ଜନ୍ମ ହେଲେ । ଯାହାଙ୍କର ପ୍ରକୃତି ସଂପୂର୍ଣ୍ଣ ରାକ୍ଷସଙ୍କ ସହିତ ସମାନ ହେଉଥାଏ । ସେହି ସନ୍ତାନ ୨ ଜଣ ହେଉଛନ୍ତି ହିରଣ୍ୟ ଓ ଅନ୍ୟଟି ହିରଣ୍ୟ କଶ୍ୟପ ନାମରେ ନାମିତ ହେଲେ । ତେବେ ଚାଲନ୍ତୁ ଜାଣିବା କେଉଁ ସମୟରେ ଶାରୀରିକ ସମ୍ପର୍କ ତଥା ସଂଭୋଗ କରିବାକୁ ବାରଣ ରହିଛି ।

 

ସେହି ସମୟ ଗୁଡିକ ହେଉଛି ଅମାବାସ୍ୟା, ପୂର୍ଣ୍ଣିମା ଓ ତିଜ୍ ଭଳି ଦିନ ମାନଙ୍କରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ସଂଭୋଗ କରିବା ଅନୁଚିତ । ଏଥି ସହିତ ଘରେ କୌଣସି ପୂଜା କାର୍ଯ୍ୟ ଚାଲୁଥିବା ବେଳେ ଓ ପୂଜା ପାଇଁ ଉପବାସ କରୁଥିବା ସମୟରେ ସଂଭୋଗ କରିବା ଅନୁଚିତ । ଘରେ ପିତୃ ପକ୍ଷ ଦିନ ତଥା ପିଣ୍ଡ ଦାନ ଦିବସରେ ବି ଶାରୀରିକ ସମ୍ପର୍କ ରଖିବା ଉଚିତ ହୋଇନଥାଏ ।

କାରଣ ଏହି ସବୁ ଦିନ ମାନଙ୍କରେ ଯଦି ଦମ୍ପତି ଦିବସର ଅବମାନନା କରି ସଂଭୋଗ କରିଥାନ୍ତି । ତେବେ ସେମାନଙ୍କର ଯେଉଁ ସନ୍ତାନ ଜନ୍ମ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button