ଦେଶ- ବିଦେଶ

ବୁଢା ହେବା ପର୍ଯ୍ୟନ୍ତ ଚନ୍ଦାପଣ ଆସିବ ନାହିଁ ! କେଶ ଝଡିବା ବନ୍ଦ କରି ଛନ୍ଦାପଣରୁ ଦେବ ମୁକ୍ତି କେବଳ 90 ଦିନରେ

। ସୂଚନା ଅନୁସାରେ ପୁଅ ହେଉ ଅବା ଝିଅ ସମସ୍ତଙ୍କୁ କଳା, ଘନ ଓ ସୁନ୍ଦର କେଶର ଆବଶ୍ୟକତା ରହିଥାଏ । କାରଣ ସମସ୍ତେ ଜାଣନ୍ତି ଯେ କେଶ ବ୍ୟକ୍ତିର ସୁନ୍ଦରତାକୁ ଅଧିକ ବଢାଇଦେଇଥାଏ । ଆଜିକାଲିର ଖାଦ୍ୟ ପାନୀୟ, ଦୂଷିତ ପରିବେଶ, କେମିକାଲ୍ ଯୁକ୍ତ ସାମ୍ପୁ ଓ ତେଲ, ଅଧିକ ସ୍ଟ୍ରେସ ଏହି ସବୁ କାରଣକୁ ନେଇ କେଶ ଅଧିକ ପରିମାଣରେ ଝଡିବା ସମସ୍ଯା ଦେଖା ଯାଉଛି ।

 

କେଶ ଯଦି ଅଳ୍ପ ପରିମାଣରେ ଝଡି ପୁଣି ଥରେ ନୂତନ କେଶ ଉଠୁଥାଏ । ତେବେ ତାହା କେଶ ଝଡିବାର ବହୁତ ବଡ ସମସ୍ଯା ହୋଇନଥାଏ । ଯଦି କେଶ ଝଡୁଥାଏ କିନ୍ତୁ ସେହିପରି ପୁନଃ ନୂତନ କେଶ ଉଠୁନଥାଏ । ତେବେ ଏପରି କ୍ଷେତ୍ରରେ ଚନ୍ଦାପଣର ଶିକାର ବ୍ୟକ୍ତି  ବହୁତ ଶୀଘ୍ର ଶିକାର ହୋଇଥାଏ । ଖାସ୍ କରି ପୁରୁଷ ମାନଙ୍କ କ୍ଷେତ୍ରରେ ଚନ୍ଦାପଣ ଅଧିକ ମାତ୍ରାରେ ଦେଖା ଯାଉଛି ।

ପୁରୁଷ ମାନଙ୍କ ଠାରେ ଏପରି ହେବାର ଅନେକ କାରଣ ମଧ୍ୟରୁ ମୁଖ୍ୟତଃ ୨ ଟି କାରଣ ଯୋଗୁ ଅଧିକ ମାତ୍ରାରେ ପୁରୁଷଙ୍କ ଠାରେ ଦେଖାଯାଇଥାଏ । ତାହା ହେଉଛି ପ୍ରଥମରେ ଜେନେଟିକ ଓ ଦିତୀୟରେ ପୁରୁଷଙ୍କ ଠାରେ ରହିଥିବା ଏକ ହରମୋନ । ଜେନେଟିକ କାରଣରୁ ଯଦି ବଂଶରେ କାହାର ଚନ୍ଦାପଣ ଥାଏ । ତେବେ ସେହି ବଂଶରେ ଚନ୍ଦାପଣରେ ଘରର ସଦସ୍ୟଙ୍କର ଦେଖାଯିବାର ସମ୍ଭାବନା ରହିଥାଏ ।

 

ଦିତୀୟରେ ପୁରୁଷଙ୍କ ଠାରେ ଏକ ପ୍ରକାର ହରମୋନ ରହିଥାଏ । ଯାହାକୁ ଟେଷ୍ଟୋଷ୍ଟିରନ ହରମୋନ କୁହାଯାଇଥାଏ । ଏହି ହରମୋନ ଯେତେବେଳେ ଅଧିକ ସକ୍ରିୟ ହୋଇଥାଏ । ତେବେ ତାହା ମୁଣ୍ଡରେ ନୂତନ କେଶ ସୃଷ୍ଟି କରିବାରେ ବାଧା କରିଥାଏ । ଏହା ଯୋଗୁ ଚନ୍ଦାପଣ ଆସିଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଡାକ୍ତରଙ୍କର କହିବା ଅନୁସାରେ କିଛି ବିଶେଷ ରେମିଡି ଉପରେ ଆଲୋଚନା କରିବା ।

ପ୍ରଥମ ଉପାୟରେ ଏକ ପିଆଜକୁ କାଟି ତାହାର ରସକୁ ଯଦି ଗାଧୋଇବାର ଅଧ ଘଣ୍ଟା ପୂର୍ବରୁ ଲଗାଇ ଗାଧୋଇବା ସମୟରେ ପାଣି ସହାୟତାରେ ଧୋଇ ଦେବେ । ତେବେ କେଶରେ ନୂତନ କେଶ ବଢିବା ସହିତ କେଶ ଝଡିବା ମଧ୍ୟ ଦୂର ହୋଇଥାଏ । ଦିତୀୟରେ ଗ୍ରୀନ ଟି ପିଇବା ଦ୍ଵାରା ମଧ୍ୟ କେଶ ଝଡିବା କମ୍ ହୋଇଥାଏ ।

 

ତୃତୀୟରେ ଡାକ୍ତରଙ୍କର ପରାମର୍ଷିତ ମାର୍କେଟରୁ ମିଳୁଥିବା DHT BLOCKER WITH BIOTIN ନାମକ ସପ୍ଲିମେଣ୍ଟ ମଧ୍ୟ ବ୍ୟବହାର କରିପାରିବେ । ଏଥରୁ ପ୍ରତିଦିନ ଗୋଟିଏ ଲେଖାଏଁ ଟାବ୍ଲେଟ ସେବନ କରିବା ଦ୍ଵାରା ଏଥିରୁ ମିଳୁଥିବା ପୋଷକ ତତ୍ଵ କେଶ ଉଠାଇବାରେ କରିବାରେ ସାହାଜ୍ଯ କରିଥାଏ।

ଚତୁର୍ଥରେ ଏକ ଗ୍ଳାସ ପାଣିରେ ଏକ ଚାମଚ ହଳଦୀ ମିଶାଇ ଅଳ୍ପ କଳାଲୁଣ ମିଶାଇ ସେବନ କରିବା ଦ୍ଵାରା ମଧ୍ୟ କେଶ ଝଡିବା କମିବା ସହିତ ନୂତନ କେଶ ଉଠିବାରେ ସାହାଜ୍ଯ କରିଥାଏ ।

 

ପଞ୍ଚମରେ ନଡିଆ ତେଲ ପ୍ରତିଦିନ କେଶରେ ମସାଜ କରିବା ଦ୍ଵାରା କେଶ ଝଡିବା ବନ୍ଦ ହେବାରେ ବହୁତ ସହାୟକ ହୋଇଥାଏ । ଏହି ଉପାୟ ମଧ୍ୟରୁ କୌଣସି ଉପାୟକୁ ମଧ୍ୟ ନିଜ କେଶରେ ପ୍ରୟୋଗ କରି କେଶ ଝଡିବା କମ କରିପାରିବେ । ଯ

Related Articles

Leave a Reply

Your email address will not be published. Required fields are marked *

Back to top button