ଦେଶ- ବିଦେଶ

ପୁରୁଷମାନେ ଭୁଲରେ ଏହି ସବୁ କାମ କରନ୍ତୁ ନାହିଁ ନର୍କରେ ପଡିବେ ।

ଆଜି ଆମେ ଆପଣଙ୍କୁ ଜଣାଇବୁ ଚାରୋଟି ବଦ୍ ଅଭ୍ୟାସ ପୁରୁଷଙ୍କ ପୁରୁଷତ୍ବ ଛଡାଇ ନିଏ।ଆଜିର ଜୁବ ପିଡି ଜୀବନ ଶୈଳୀରେ ଏତେ ବ୍ୟସ୍ତ ଯେ ଏମାନେ ନିଜ ଶରୀରର ଯତ୍ନ ନେବାକୁ ଭୁଲିଯାଇଛନ୍ତି।ସବୁବେଳେ ଲ୍ୟାପଟପ ଓ ସ୍ମାଟଫୋନ ରେ ଜଡିତ ହୋଇ ରହିବା ଏବଂ ଦିନ ସାରା ଏସି ରେ ବସିବା ଓ ଗରମ ପାଣିରେ ଗାଧୋଇବା ଭଳି ଅନେକ ଅଭ୍ୟାସ ଶରୀର ଉପରେ ପ୍ରଭାବ ପକାଉଛି।ଟାଇଟ୍ ଜିନ୍ସ ପ୍ୟାଣ୍ଟ ପିନ୍ଧିବା ଭଳି ଅଭ୍ୟାସ ଜୀବନକୁ ବିପଦ ଆଡକୁ ଟାଣି ନେଉଛି।ବିଶେଷ କରି ପୁରୁଷଙ୍କ କ୍ଷେତ୍ରରେ ଏହି ସବୁ ଅଭ୍ୟାସ କ୍ଷତି କାରକ।ଫଳରେ ପୁରୁଷମାନଙ୍କ କ୍ଷେତ୍ରରେ ଶୁକ୍ରାଣୁର ଅଭାବ ଦେଖାଦେବା ସହିତ ପଜନନ ସକ୍ତି ହ୍ରାସ ପାଇଥାଏ।ଯାହାକୁ ନେଇ ଅଶାନ୍ତି ଲାଗି ରହିବା ସହ କେତେକ ସ୍ଥଳେ ସନ୍ତାନ ସୁଖରୁ ବଞ୍ଚିତ ହୋଇଥାନ୍ତି।

ପ୍ରଥମ ଅଭ୍ୟାସ ହେଉଛି ଗରମ ପାଣିରେ ଗାଧୋଇବା।ଏହା ଦ୍ବାରା ପ୍ରଜନନ ଗ୍ରନ୍ଥିର ତାପମାତ୍ର ବଢିଯାଏ ଫଳରେ ଶୁକ୍ରାଣୁ ଦୃବଳ ହେବା ସଙ୍ଗେ ସଂଖ୍ୟା ହ୍ରାସ ପାଏ।ଦ୍ବିତୀୟରେ ଟାଇଟ୍ ଅଣ୍ଡରଓୟେର କିଛିଲୋକ ଏହାକୁ ପିନ୍ଧିପିନ୍ଧିବାକୁ ପସନ୍ଦ କରନ୍ତି କିନ୍ତୁ ଏହା ପିନ୍ଧିବା ଦ୍ବାରା ପ୍ରଜନନ ଗ୍ରନ୍ଥର ତାପମାତ୍ରା କଟିଯାଇଥାଏ।ତୃତୀୟରେ ହେଉଛି ସ୍ବୋୟା ଜାତୀୟ ଖାଦ୍ୟକୁ ଖାଇବା ଦ୍ବାରା ପ୍ରଜନନ ଗ୍ରନ୍ଥିର ତାପମାତ୍ରା ବଢ଼ିଯାଏ।ଚତୁର୍ଥରେ ହେଉଛି ଅଧିକ ସମୟ ଶୋଇକି ଟିଭି ଦେଖିବା।ଏହାଦ୍ବାରା ର୍ଚବି ଲାଗିବା ସହ ପ୍ରଜନନ ଗ୍ରନ୍ଥିର ତାପମାତ୍ରା ବୃଦ୍ଧି ପାଏ ଯାହାଦ୍ବାରା ଶୁକ୍ରାଣୁ ଲୋପ ପାଏ ଏବଂ ପୁରୁଷ ମାନେ ପୁରୁଷତ୍ବ ହରାଇଥାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button