ଦେଶ- ବିଦେଶ

ସକାଳୁ ଉଠିବା ମାତ୍ରେ କୁହନ୍ତୁ ଏହି ମନ୍ତ୍ର, ବିନା ପୂଜା ପାଠରେ ସବୁ ମନୋକାମନା ହେବ ପୂର୍ଣ୍ଣ ! ସବୁ କାର୍ଯ୍ୟରେ ମିଳିବ ସଫଳତା

ମଣିଷ ଜୀବନ ସୁଖ , ସମବୃଦ୍ଧି , ଧନଦଲତ ଏବଂ ଖୁସିରେ ଅତିବାହିତ ହେଇଯାଉ , ଏହା ପ୍ରାୟ ସମସ୍ତ ମଣିଷ ଚାହିଥାନ୍ତି । କିନ୍ତୁ ଇଶ୍ଵରଙ୍କ ଦୃଷ୍ଟିରେ ଏହା ହୋଇନଥାଏ । ମଣିଷ ସବୁ ବେଳେ ଖୁସି ରେ ଜୀବନ କାଟିବା ଅସମ୍ଭବ ହୋଇଥାଏ । ମଣିଷ ଭାବରେ ଜନ୍ମ କରିଥିବା ଆମେ ସମସ୍ତକ ଜୀବନ ଏକ ପରି ହୋଇନଥାଏ । ଏହି ପୃଥିବୀରେ ବାସ କରୁଥିବା ବ୍ୟକ୍ତିମାନଙ୍କ ଭିତରେ କିଛି ଲୋକଙ୍କ ଜୀବନରେ କମ ସମସ୍ୟା ଆସିଥାଏ ଏବଂ ଆଉ କିଛି ଲୋକଙ୍କ ଜୀବନରେ ଅଧିକ ।

 

ବ୍ୟକ୍ତି ର ଜୀବନରେ ସବୁ ଠିକ ଚାଲୁଥିବା ସମୟରେ ହଠାତ ଏମିତି କିଛି ଅସୁବିଧା ଆସିଥାଏ । ବ୍ୟକ୍ତିକୁ ଏପରି ଅନୁଭବ ହୋଇଥାଏ ଯେ ତାଙ୍କୁ ଆଉ ଘରେ ରହିବାକୁ ଇଛା ହୋଇନଥାଏ । ଘରେ ହେବାକୁ ଯାଉଥିବା କାମ ହଠାତ ରହି ଯାଇଥାଏ ଏବଂ ବ୍ୟକ୍ତି ଯାହା ଯୋଜନା କରିଥାଏ ତାହାର ବିପରୀତ ଘଟିଥାଏ । ଘରର ପରିସ୍ଥିତି ଏପରି ହୋଇଯାଇଥାଏ ଯେ ନିଜ ଘରେ ଶ୍ଵାସ ନେବାରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।

ଆପଣଙ୍କୁ କୋଣସି କାମରେ ମନେ ଲାଗୁ ନଥାଏ  , ମନ ଭିତରେ ଖରାପ ଭାବନା ଆସିଥାଏ । ଏହି ସବୁ ବିଷୟ ଧନ କୁ ନେଇ ହୋଇଥାଏ ବା ଆର୍ଥିକ ସ୍ଥିତି କୁ ନେଇ ଏହି  ସମସ୍ତ ସମସ୍ୟା ର ଏହା ହେଉଛି ଏକ ମାତ୍ରା ସମାଧାନ । ସକାଳେ ଉଠିଲା ମାତ୍ର ଆପଣ ଏହି  ଦୁଇ ଶବ୍ଦ ର ଉଚାରଣ କରନ୍ତୁ । ମଣିଷ ମହାଦେବଙ୍କ କୃପାକୁ ପାଇବାକୁ ଅନେକ ଚେଷ୍ଟା କରିଥାନ୍ତି ।

 

କାରଣ ଯେଉଁମାନଙ୍କ ଜୀବନରେ ମହାଦେବଙ୍କ ଆର୍ଶୀବାଦ ରହିଥାଏ , ସେମାନଙ୍କ ଜୀବନରେ ଯେତେ କଷ୍ଟ  ଦୁଃଖ ଆସୁ ନ ପଛେ ସବୁ ମହାଦେବ ଦୂର କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ତ୍ର କହିବୁ ଯାହାକୁ ସକାଳୁ ଉଠିଲା ମାତ୍ରେ କହିବା ଦ୍ଵାରା ଆପଣଙ୍କ ସମସ୍ତ ଅସୁବିଧା ଦୂର ହୋଇଥାଏ । ମହା ଦେବ ଏବଂ ମା ‘ ଗୌରୀ ସର୍ବଦା ସେମାନଙ୍କ ଭକ୍ତଙ୍କ ଉପରେ କୃପା ବର୍ଷେଇ ଥାନ୍ତି । ଯଦି ବ୍ୟକ୍ତି ଏହି ଦୁଇହି ଙ୍କ ଭିତରୁ ଜଣ ଙ୍କୁ ପ୍ରସନ୍ନ କରିଦିଅନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button