ଦେଶ- ବିଦେଶ

ଚେହେରାରେ ରାତିରେ କରନ୍ତୁ କେବଳ ଏହି ଗୋଟିଏ ଉପାୟ ! ସକାଳୁ ମୁହଁ ହୀରା ପରି ଚମକି ଉଠିବ !

, ଭଗବାନ ସଂସାରରେ ଗୋରା କଳା ସମସ୍ତ ପ୍ରକାର ମନୁଷ୍ୟ ଜନ୍ମ ଦେଇଛନ୍ତି । ତେଣୁ କାହାର ବି ମଜା ଉଡାଇବା ଉଚିତ ନୁହେଁ କିମ୍ବା କେହି ମଧ୍ୟ ନିଜ ସୁନ୍ଦର ଚେହେରାକୁ ନେଇ ଗର୍ବ କରିବା ଉଚିତ ନୁହେଁ । କିନ୍ତୁ ତଥାପି ଯଦି କେଉଁମାନେ ମଜାର ପାତ୍ର ବନୁଅଛନ୍ତି ନିଜର କଳା ବର୍ଣ ପାଇଁ ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏଭଳି ଚମତ୍କାରୀ ଉପାୟ ନେଇ ଆସିଛୁ ଯାହାକୁ ବାସ ଆପଣ ରାତିରେ ଲଗାଇ ଶୋଇବା ଦ୍ଵାରା ସକାଳକୁ ପାଇବେ ଗୋରା ଏବଂ ଉଜ୍ଵଳ ଚେହେରା । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

 

ଆପଣଙ୍କୁ ଏହି ରେମିଡି ପାଇଁ ଆବଶ୍ୟକ ରହିଛି ଗୋଟିଏ ଲେମ୍ବୁ, ବିଲାତି, କୋଲଗେଟ ଟୁଥ ପେଷ୍ଟ, ଏବଂ ବେସନ । ପ୍ରଥମେ ଆପଣ ଏକ ପାତ୍ର ନିଅନ୍ତୁ ଏବଂ ଏଥିରେ ଅଧା ଲେମ୍ବୁ ରସ ନିଅନ୍ତୁ । ଏହାପରେ ଆପଣ ଏଥିରେ ମିଶାନ୍ତୁ ଅଧା ବିଲାତିର ରସ । ଆପଣ ବିଲାତିକୁ କାଟି ତାହାକୁ ହାତରେ ଚିପୁଡି ଏଥିରେ ତାହାର ରସକୁ ଆଡ କରନ୍ତୁ । ଏହାପରେ ଆପଣ ଏଥିରେ କୋଲଗେଟ ଟୁଥ ପେଷ୍ଟରୁ ବାହାରୁଥିବା ଏକ ବୁନ୍ଦା ତଥା ବହୁତ କପ ଟୁଥପେଷ୍ଟ ନିଅନ୍ତୁ ।

ବର୍ତ୍ତମାନ ଆପଣ ସମସ୍ତ ଜିନିଷକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଶେଷରେ ଆପଣ ଏହି ମିଶ୍ରଣରେ ମିଶାନ୍ତୁ ଏକ ବଡ ଚାମଚ ବେସନ । ଏହାକୁ ଆପଣ ଭଲ ଭାବରେ ମିଶାଇ ଦିଅନ୍ତୁ ଏଥିରେ । ଏହାପରେ ଆପଣଙ୍କ ଫେସ ପ୍ୟାକ ସମ୍ପୂର୍ଣ ଭାବରେ ପ୍ରସ୍ତୁତ । ଆପଣ ଏହାକୁ ନିଜ ମୁହଁରେ ଲଗାଇବା ପୂର୍ବରୁ ଆପଣଙ୍କ ମୁହଁକୁ ଭଲ ଭଲ ଭାବରେ ଧୋଇଦେବେ ।

 

ଏହାପରେ ଆପଣ ପ୍ରସ୍ତୁତ କରିଥିବା ପ୍ୟାକକୁ ଆପଣଙ୍କ ହାତରେ ନେଇ ଅଳ୍ପ ଅଳ୍ପ ଆପଣଙ୍କ ମୁହଁରେ ସବୁଆଡେ ଲଗାଇବେ । ଲଗାଇସାରିବା ପରେ ଆପଣ ଯେଉଁ ଅଧା ବିଲାତି ରସ ବାହାର କରିଥିବା ଚୋପାଟି ଥିଲା ସେଥିରେ ଆପଣଙ୍କ ମୁହଁକୁ ମସାଜ କରନ୍ତୁ । 5 ମିନିଟ ପର୍ଯ୍ୟନ୍ତ ଆପଣ ଏହିଭଳି ଭାବରେ ମସାଜ କରିବେ । ଆପଣଙ୍କ ମୁହଁରେ ଯାହାସବୁ କଳାଦାଗ ରହିଥିବା ସେହିସବୁକୁ ଏହା ଦୂର କରିବ ।

ଏଥିରେ ଆଡ ହୋଇଥିବା ବିଲାତି ଏବଂ ଲେମ୍ବୁ ବ୍ଲିଚର କାମ କରିଥାଏ । ଭରପୁର ମାତ୍ରାରେ ଏଥିରେ ଭିଟାମିନ-c ରହିଛି ଯାହା ଆପଣଙ୍କ ଚେହରାକୁ ସୁନ୍ଦର ବନାଇଥାଏ । ଖରା ପାଇଁ ଚେହରାରେ ଯେଉଁ ଟ୍ୟାନ ପଡିଥାଏ ତାହା ଦୂର ହୋଇଯାଇଥାଏ । ଏହାକୁ ଆପଣ ଦଶ ମିନିଟ ପରେ ଆପଣଙ୍କ ମୁହଁରେ ସୁଖିବା ପାଇଁ ଛାଡିଦେବେ । ଏହାପରେ ମୁହଁକୁ ଧୋଇନେବେ ।

Related Articles

Leave a Reply

Your email address will not be published. Required fields are marked *

Back to top button