ଦେଶ- ବିଦେଶ

ଘରକୁ ସ୍ଵର୍ଗ କରି ଦେଇଥାନ୍ତି ଏହି ୩ଟି ରାଶିର ଝିଅମାନେ, ଯେଉଁ ଘରେ ଅଛନ୍ତି ସେମାନେ ଅଟନ୍ତି ଭାଗ୍ୟବାନ

ପ୍ରାୟତଃ ଆପଣମାନେ ଲୋକମାନଙ୍କୁ କହୁଥିବାର ଶୁଣିଥିବେ କି ‘କୌଣସି ବି ପୁରୁଷର ସଫଳତା ପଛରେ ଏକ ମହିଳାର ହିଁ ହାତ ଥାଏ ।‘ ଏହା ବିଲକୁଲ ସତ ଅଟେ । ମହିଳା ଘର ପରିବାର ର ଧ୍ୟାନ ରଖିଥାନ୍ତି ଯାହା ଦ୍ଵାରା ପୁରୁଷମାନେ ନିଜର କ୍ୟାରିୟର ଉପରେ ଧ୍ୟାନ ଦେଇ ପାରନ୍ତି । ଏମିତିରେ ଏହା ବିଲକୁଲ ସତ ଅଟେ କି ଗୋଟିଏ ମହିଳା ଯଦି ଚାହିଁବ ତେବେ ସେ ଘରକୁ ସ୍ଵର୍ଗ କରି ଦେଇପାରେ ଓ ଚାହିଁଲେ ଘରକୁ ନର୍କ ବି କରି ଦେଇପାରେ । ସେଥିପାଇଁ ଏହା ପୂରାପୂରି ମହିଳାଙ୍କ ଉପରେ ନିର୍ଭର କରିଥାଏ ।

ଶାସ୍ତ୍ର ଅନୁସାରେ ଯେଉଁ ଭଳି ଭାବରେ ବ୍ୟକ୍ତିର ନାମ ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇ ଥାଏ, ଠିକ ସେହିଭଳି ବ୍ୟକ୍ତିର ରାଶି ବି ତା’ର ଜୀବନରେ ବହୁତ ପ୍ରଭାବ ପକାଇଥାଏ । ଆଜି ଆମେ ଆପଣଙ୍କୁ ସେହି ରାଶିର ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କର ପାଦ ଘରେ ପଡିଲେ ଘର ସ୍ଵର୍ଗ ହୋଇଯାଏ । ଏମାନଙ୍କର ଚରଣରେ ଲକ୍ଷ୍ମୀଙ୍କର କୃପା ବର୍ଷିଥାଏ ।

ମେଷ ରାଶି

ମେଷ ରାଶିର ମହିଳାମାନେ ବଭୁତ ଅଧିକ ବୁଦ୍ଧିମାନ ଅଟନ୍ତି । ଯେଉଁ ଘରେ ଏହି ରାଶିର ମହିଳାମାନେ ଥାଆନ୍ତି, ସେହି ଘରେ କୌଣସି ବି ଜିନିଷର ଅସୁବିଧା ହୋଇ ନ ଥାଏ । ଏହି ରାଶିର ମହିଳାମାନେ ଗୁରୁଜନମାନଙ୍କର ସମ୍ମାନ କରିଥାନ୍ତି ଓ ଘର ପରିବାରର ବି ବିଶେଷ ଧ୍ୟାନ ରଖିଥାନ୍ତି । ନିଜର ସ୍ଵଭାବ ଦ୍ଵାରା ଏମାନେ ସମସ୍ତଙ୍କ ହୃଦୟ ଜିତି ନିଅନ୍ତି ।

କର୍କଟ ରାଶି

କର୍କଟ ରାଶିର ମହିଳାମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । କମ ଟଙ୍କାରେ ବି ଘରକୁ ଭଲ ଭାବରେ ମ୍ୟାନେଜ କରି ନିଅନ୍ତି । ନିଜର ବୁଦ୍ଧିମତା ଦ୍ଵାରା ଏମାନେ ସବୁବେଳେ ନିଜର ଭବିଷ୍ୟତକୁ ସୁରକ୍ଷିତ ରଖିଥାନ୍ତି । ପରିବାର ସବୁ ଲୋକମାନଙ୍କୁ ସାଥିରେ ନେଇ ଚଳିବା ଏମାନଙ୍କର ଅଭ୍ୟାସ ଅଟେ । ଏମିତିରେ ଏହି ରାଶିର ମହିଳାମାନେ ଘରକୁ ସ୍ଵର୍ଗ କରି ଦିଅନ୍ତି  ।

ବିଛା ରାଶି

ବିଛା ରାଶିର ମହିଳାମାନଙ୍କର ସ୍ଵାମୀ ବହୁତ ଲକି ହୋଇଥାନ୍ତି । ଏମାନଙ୍କ ପାଦ ଘରେ ପଡିବା ପରେ ସ୍ଵାମୀର ଭାଗ୍ୟୋଦୟ ହୋଇଥାଏ । ଏମାନେ ଆସିବା ଦ୍ଵାରା ଶଶୁର ଘର ର ବି ଭାଗ୍ୟ ବଦଳିଯାଏ । କାରଣ ଏମାନେ ଭାଗ୍ୟ ରେ ଧନୀ ହୋଇଥାନ୍ତି । ଏହି ରାଶିର ଲୋକମାନେ ବହୁତ ଅଧିକ ଶାନ୍ତ ହୋଇଥାନ୍ତି । କିନ୍ତୁ ଯେତେବେଳେ ପରିବାରର କଥା ଆସିଥାଏ ତେବେ ସେମାନେ କାଳୀ ରୂପ ଧାରଣ କରି ନିଅନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button