ମଳକଣ୍ଟକ ଠିକ କରିବା ପାଇଁ କେଉଁ ପତ୍ର ଖାଇବା ଉଚିତ ?

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥିମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥିସହ ଏହି ସବ୍ୟ ଜ୍ଞାନ ଆପଣଙ୍କର ନୀତିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଜାଣିନେବା ।
1-ଗାଜର ଖାଇଲେ କେଉଁ ରୋଗ ଠିକ ହୋଇଥାଏ ?
ଉତ୍ତର;- ଗାଜର ଖାଇବା ଦ୍ଵାରା ହୃଦୟ ରୋଗ ଠିକ ହୋଇଥାଏ ।
2-ଧଳା ସେଓ କେଉଁ ଦେଶରେ ଦେଖିବାକୁ ମିଳିଥାଏ ?
ଉତ୍ତର;- ଧଳା ସେଓ ଚୀନ ଦେଶରେ ଦେଖିବାକୁ ମିଳିଥାଏ ।
3-ମୟୂରର ଜୀବନକାଳ କେତେ ବର୍ଷ ହୋଇଥାଏ ?
ଉତ୍ତର;- ମୟୂରର ଜୀବନକାଳ 20 ବର୍ଷ ହୋଇଥାଏ ।
4-କେଉଁ ପରିବା ଖାଇଲେ, ରକ୍ତ ସଫା ହୋଇଥାଏ ?
ଉତ୍ତର;- କଲରା ଖାଇବା ଦ୍ଵାରା ରକ୍ତ ସଫା ହୋଇଥାଏ ।
5-one plus କେଉଁ ଦେଶର କମ୍ପାନୀ ଅଟେ ?
ଉତ୍ତର;- one plus ଚୀନ ଦେଶର କମ୍ପାନୀ ଅଟେ ।
6-ବରକୋଳି ଖାଇବା ଦ୍ଵାରା କେଉଁ ରୋଗ ଠିକ ହୋଇଥାଏ ?
ଉତ୍ତର;- ବରକୋଳି ଖାଇବା ଦ୍ଵାରା କୋଷ୍ଠକାଠିନ୍ଯ ଭଲ ହୋଇଥାଏ ।
7-ମୁଣ୍ଡରେ କଣ ଲଗାଇବା ଦ୍ଵାରା ମୁଣ୍ଡରୁ ଉଙ୍କୁଣି ମୂଳରୁ ଶେଷ ହୋଇଯାଇଥାନ୍ତି ?
ଉତ୍ତର;- ମୁଣ୍ଡରେ ଦହି ଓ ଡାଲଚିନୀ ଲଗାଇବା ଦ୍ଵାରା ଉଙ୍କୁଣି ଶେଷ ହୋଇଯାଇଥାଏ ।
8-ଡାଳଚିନୀ ସହିତ କଣ ଖାଇଲେ ପେଟର ଚର୍ବି 10 ଦିନରେ କମିଯିବ ?
ଉତ୍ତର;- ଡାଲଚିନୀ ସହ ପାନମଧୁରୀ ଖାଇବା ଦ୍ଵାରା ପେଟର ଚର୍ବି କମିଯାଇଥାଏ ।
9-ପ୍ରତିଦିନ କଣ ଖାଇବା ଦ୍ଵାରା ଲିଭର ସୁସ୍ଥ ରହିଥାଏ ?
ଉତ୍ତର;- ପ୍ରତିଦିନ ସେଓ ଖାଇବା ଦ୍ଵାରା ଲିଭର ସୁସ୍ଥ ରହିଥାଏ ।
10-ଛୋଟ ପିଲାଙ୍କୁ କଣ ଖାଇବାକୁ ଦେଲେ, ତାଙ୍କର ସ୍ମରଣ ଶକ୍ତି ବଢିଥାଏ ?
ଉତ୍ତର;- ଛୋଟ ପିଲାଙ୍କୁ କାଜୁ ଖାଇବାକୁ ଦେଲେ, ସ୍ମରଣ ଶକ୍ତି ବଢିଥାଏ ।
11-ମଶା କାମୁଡିଲେ କେଉଁ ରୋଗ ହୋଇଥାଏ ?
ଉତ୍ତର;- ମଶା କାମୁଡିଲେ ଡେଙ୍ଗୁ ରୋଗ ହୋଇଥାଏ ।
12-ପ୍ରଜାପତିର ଜୀବନକାଳ କେତେ ଦିନ ହୋଇଥାଏ ?
ଉତ୍ତର;- ପ୍ରଜାପତିର ଜୀବନକାଳ 15 ଦିନ ହୋଇଥାଏ ।
13-ଭାରତର ସବୁଠାରୁ ବଡ ବିମାନବନ୍ଦର କେଉଁଠାରେ ରହିଛି ?
ଉତ୍ତର;- ଭାରତର ସବୁଠାରୁ ବଡ ବିମାନ ବନ୍ଦର ଦିଲ୍ଲୀ ଠାରେ ରହିଛି ।
14-କେଉଁ ପକ୍ଷୀକୁ ରାତିର ରାଜା କୁହାଯାଇଥାଏ ?
ଉତ୍ତର;- ପେଚାକୁ ରାତିର ରାଜା କୁହାଯାଇଥାଏ ।
15-କେଉଁ ପତ୍ର ଖାଇଲେ, ମଳକଣ୍ଟକ ପୁରା ଠିକ ହୋଇଯାଇଥାଏ ?