ଦେଶ- ବିଦେଶ

ମସ୍ତିଷ୍କକୁ ତେଜ ବନାଇବା ପାଇଁ କେଉଁ ପତ୍ର ଖାଇବା ଉଚିତ ?

ବନ୍ଧୁଗଣ ଜ୍ଞାନର ଆବଶ୍ୟକତା ପ୍ରତ୍ଯେକଟି ମନୁଷ୍ୟ ଜୀବନରେ କେତେ ମାତ୍ରାରେ ରହିଛି ? ତାହା ସମସ୍ତଙ୍କୁ ନିଶ୍ଚୟ ଜଣା ଥିବ । ହେଲେ ବନ୍ଧୁଗଣ ଜ୍ଞାନ ଶିଖିବାର କୌଣସି ନିର୍ଦ୍ଧିଷ୍ଟ ଏକ ବୟସ ସୀମା ନଥାଏ । ତେଣୁ ଆପଣ ମାନେ କୌଣସି ବୟସରେ ମଧ୍ୟ ଜ୍ଞାନ ଆହୋରାଣ କରିପାରିବେ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି କିଛି ମହତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନ ଆଲୋଚନା କରିବା ।

 

1-ସାପ ନିଜର ଭୋଜନ ପଚାଇବା ପାଇଁ କେତେ ଦିନ ସମୟ ଲଗାଇଥାଏ ?
ଉତ୍ତର;- ସାପ ନିଜର ଭୋଜନ ପଚାଇବା ପାଇଁ 5 ଦିନ ସମୟ ଲଗାଇଥାଏ ।

ଟେଲରେ ବନ୍ଦର ୱେଟର ଭାବେ କାମ କରିଥାଏ ?
ଉତ୍ତର-ଜାପାନ ଦେଶଅ ହୋଟେଲ ମାନଙ୍କରେ ମାଙ୍କଡ ୱେଟର ଭାବେ କାମ କରିଥାଏ ।

3-କେଉଁ ପକ୍ଷୀର ଆଖିରେ 3 ଟି ପାଲକ ରହିଥାଏ ?
ଉତ୍ତର;- ପେଚାର ଆଖିରେ 3 ଟି ପାଲକ ରହିଥାଏ ।

4-କେଉଁ ଦେଶର ଲୋକ ଗଧର କ୍ଷୀର ସେବନ କରିଥାନ୍ତି ?
ଉତ୍ତର;- ଇରାନ ଦେଶର ଲୋକେ ଗଧର କ୍ଷୀର ସେବନ କରିଥାନ୍ତି ।

5-କେଉଁ ଗଛ ଲଗାଇବା ଦ୍ଵାରା ଘରେ ଲକ୍ଷ୍ମୀ ମା’ ଙ୍କର ବାସ ହୋଇଥାଏ ?
ଉତ୍ତର;- କ୍ରାସୁଲା ଗଛ ଲଗାଇବା ଦ୍ଵାରା ଘରେ ମ’ ଲକ୍ଷ୍ମୀଙ୍କର ବାସ ହୋଇଥାଏ ।

6-କେଉଁ ଦେଶର ମହିଳା ମାନେ ବର୍ଷକୁ ଥରେ ମାତ୍ର ସ୍ନାନ କରିଥାନ୍ତି ?
ଉତ୍ତର;- ଆଫ୍ରିକାର ମହିଳା ମାନେ ବର୍ଷକୁ ଥରେ ମାତ୍ର ସ୍ନାନ କରିଥାନ୍ତି ।

7-ଶିକ୍ଷା କ୍ଷେତ୍ରରେ କେଉଁ ରାଜ୍ୟ ସବୁଠାରୁ ଆଗରେ ରହିଛି ?
ଉତ୍ତର;- ଶିକ୍ଷା କ୍ଷେତ୍ରରେ କେରଳ ସବୁଠାରୁ ଆଗରେ ରହିଛି ।
8-ଭଗବାନ ବୁଦ୍ଧଙ୍କୁ ଜ୍ଞାନର ପ୍ରାପ୍ତି କେଉଁଥରେ ହୋଇଥିଲା ? ଉତ୍ତର;- ଭଗବାନ ବୁଦ୍ଧଙ୍କୁ ବୋଧଗୟା ଠାରେ ଜ୍ଞାନର ପ୍ରାପ୍ତି ହୋଇଥିଲା ।

9-କେଉଁ ପକ୍ଷୀକୁ ସବୁ କିଛି ନୀଳ ଦେଖା ଯାଇଥାଏ ?
ଉତ୍ତର;- ପେଚାକୁ ସବୁକିଛି ନୀଳ ଦେଖା ଯାଇଥାଏ ।

10-କେଉଁ ରାଜ୍ୟର ଲୋକ କଦଳୀ ପତ୍ର ଉପରେ ଖାଦ୍ୟ ଖାଇଥାନ୍ତି ?
ଉତ୍ତର;- କେରଳ ରାଜ୍ୟର ଲୋକମାନେ କଦଳୀ ପତ୍ର ଉପରେ ଖାଇଥାନ୍ତି ।

11-ମନୁଷ୍ୟର ମସ୍ତିଷ୍କ କେତେ ବର୍ଷ ଠାରୁ ଦୁର୍ବଳ ହେବା ଆରମ୍ଭ କରିଥାଏ ?
ଉତ୍ତର;- ମନୁଷ୍ୟର ମସ୍ତିଷ୍କ 60 ବର୍ଷ ଠାରୁ ଦୁର୍ବଳ ହେବା ଆରମ୍ଭ କରିଥାଏ ।

12-ଦୁନିଆର ସବୁଠାରୁ ଅଳସୀ ପଶୁ କିଏ ଅଟେ ?
ଉତ୍ତର;-ଦୁନିଆର ସବୁଠାରୁ ଅଳସୀ ପଶୁ ହେଉଛି କୋଆଲା ।

13-କେଉଁ ଦେଶରେ ମଣିଷ ଠାରୁ ଅଧିକ ଛେଳି ରହିଥାଏ ?
ଉତ୍ତର;- ନ୍ୟୁଜିଲାଣ୍ଡରେ ମଣିଷ ଠାରୁ ଛେଳି ଅଧିକ ରହିଥାଏ ।

14-ଜୟ ଯବାନ, ଜୟ କିଷାନ କା ସ୍ଲୋଗାନ କିଏ ଦେଇଥିଲେ ?
ଉତ୍ତର;- ଜୟ ଯବାନ, ଜୟ କିଷାନର ସ୍ଲୋଗାନ ଲାଲ ବାହାଦୁର ଶାସ୍ତ୍ରୀ ଦେଇଥିଲେ ।

15-କେଉଁ ଗଛର ପତ୍ର ଖାଇବା ଦ୍ଵାରା ମସ୍ତିଷ୍କ ପ୍ରଖର ହୋଇଥାଏ ?
ଉତ୍ତର;-ବ୍ରାହ୍ମୀ ଗଛର ପତ୍ର ଖାଇବା ଦ୍ଵାରା ମସ୍ତିଷ୍କ ପ୍ରଖର ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button