ଦେଶ- ବିଦେଶ

ନିଜର ଜନ୍ମ ତାରିଖରୁ ଜାଣନ୍ତୁ Love marriage ନା Arrange Marriage ହେବ,

ବିବାହ ଏକ ପବିତ୍ର ସମ୍ପର୍କ ହୋଇଥାଏ । ଯାହାକି କେବଳ ଦୁଇ ମଣିଷଙ୍କୁ ନୁହେଁ, ବଂର ଦୁଇ ପରିବାରକୁ ଏକାଠି କରିଥାଏ । ତେବେ ଅନେକଙ୍କ ମନରେ ପ୍ରଶ୍ନ ରହିଥାଏ । ଯେ ତାଙ୍କର ବାହାଘର ଲଭ ହେବ ନା ଆରେଞ୍ଜ ମ୍ୟାରେଜ ହେବ । ତେବେ ଆପଣ ଆପଣଙ୍କର ଜନ୍ମ ତାରିଖରୁ ଲଭ କି ଆରେଞ୍ଜ ହେଁ ତାହା ଜାଣିପାରିବେ । ସେଥିପାଇଁ ଆପଣ ଜନ୍ମ ତାରିଖରୁ ମୁଲ୍ୟଙ୍କ ବାହାର କରିବାକୁ ପଡିବ । ମୂଲ୍ୟାଙ୍କର ଅର୍ଥ ହେଉଛି ଜନ୍ମ ତାରିଖର କୁଳ ଅଙ୍କ ।

 

ଜନ୍ମ ତାରିଖର ପ୍ରତ୍ଯେକ ଅଙ୍କକୁ ମିଶାଇ ମୂଲ୍ୟାଙ୍କ ବାହାର କରିବେ । ମୂଲ୍ୟାଙ୍କ 1 ଠାରୁ 9 ମଧ୍ୟରେ ହୋଇଥାଏ । ଯେପରି ଯାହାର ଜନ୍ମ ତାରିଖ 25 ହୋଇଥିବ । ତେବେ ସେ 2 ଓ 5 କୁ ମିଶାଇ 7 ବାହାର କରିବ, 7 ହେଉଛି ସେହି ବ୍ୟକ୍ତିର ମୂଲ୍ୟାଙ୍କ । ଜନ୍ମ ତାରିଖ 26 ହୋଇଥିଲେ 2 ଓ 6 କୁ ମିଶାଇ 8 ହେବ, 8 ହେଉଛି ସେହି ବ୍ୟକ୍ତିର ମୂଲ୍ୟାଙ୍କ । ଯଦି ଜନ୍ମ ତାରିଖ 29 ହୋଇଥାଏ । ତେବେ 2 ଓ 9 କୁ ମିଶାଇ 11 ହେବ । ତେବେ 1 ଓ 1 କୁ ମିଶାଇ 2 ହେବ, ତେବେ ସେହି ବ୍ୟକ୍ତି ମୂଲ୍ୟାଙ୍କ 2 ହେବ ।

 

3- ଯେଉଁ ମାନଙ୍କର ମୂଲ୍ୟାଙ୍କ 3 ହୋଇଥାଏ । ଏହି ଲୋକ ମାନେ ଲଭ ମ୍ୟାରେଜ ହିଁ କରିଥାନ୍ତି । 4- ଯେଉଁ ମାନଙ୍କର ମୂଲ୍ୟାଙ୍କ 4 ହୋଇଥାଏ । ଏମାନଙ୍କ ଲଭ ମ୍ୟାରେଜ ହେବାର ସମ୍ଭାବନା ତ ରହିଥାଏ । ହେଲେ ଏପରି ଲୋକଙ୍କର ଅଧିକାଂଶ ଆରେଞ୍ଜ ମ୍ୟାରେଜ ହୋଇଥାଏ ।

5- ମୂଲ୍ୟାଙ୍କ 5 ହୋଇଥିଲେ । ଏହି ଲୋକମାନେ ନିଜ ପରିବାରର ସହମତିରେ ଆରେଞ୍ଜ ମ୍ୟାରେଜ କରିଥାନ୍ତି । 6- ମୂଲ୍ୟାଙ୍କ 6 ହୋଇଥିଲେ । ଏହିପରି ଲୋକ ଲଭ ମ୍ୟାରେଜ କରିଥାନ୍ତି । 7- ମୂଲ୍ୟାଙ୍କ 7 ହୋଇଥିଲେ । ଏମାନଙ୍କର ଲଭରେ ଇଣ୍ଟରେଷ୍ଟ ଥିଲେ ଅଧିକାଂଶ ଆରେଞ୍ଜ ମ୍ୟାରେଜ କରିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button