ରାଜ୍ୟ

କପିଳାସ ଶୈବ ପୀଠରୁ ୮ଫୁଟ ଲମ୍ବର ଅଜଗର ଉଦ୍ଧାର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କପିଳାସ ଶୈବ ପୀଠରୁ ୮ଫୁଟ ଲମ୍ବର ଅଜଗର ଉଦ୍ଧାର। ଶ୍ରାବଣ ମାସର ଶେଷ ସୋମବାରରେ କପିଳାସ ମନ୍ଦିର ବେଢ଼ା ସ୍ଥିତ ବୁଢ଼ା ଲିଙ୍ଗ ମନ୍ଦିର ବେଢ଼ାରୁ ଅଜଗରକୁ ଉଦ୍ଧାର ହୋଇଛି। ବେଢ଼ାରେ ସାପ ଶୋଇଥିବାର ଦେଖି ଭକ୍ତମାନେ ସାପ ଉଦ୍ଧାରକାରୀ ଦଳଙ୍କୁ ଖବର ଦେଇଥିଲେ । ଢେଙ୍କାନାଳ ଜିଲ୍ଲା ବନବିଭାଗ ଓ ସାପ ଉଦ୍ଧାରକାରି ଦଳ ପହଞ୍ଚି ଅଜଗରକୁ ଉଦ୍ଧାର କରିବା ପରେ ପ୍ରାକୃତିକ ଆବାସସ୍ଥଳରେ ଛାଡ଼ି ଦେଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button