ଦେଶ- ବିଦେଶ

ଏହି ଫୋଟୋ ଗୁଡିକ ଖରାପ ନା ଆପଣଙ୍କ ଚିନ୍ତାଧାରା, ନିଜେ ଦେଖିକରି ଅନ୍ଦାଜ ଲଗାଇ ନିୟନ୍ତୁ

କେବେ କେବେ ଏମିତି ହୋଇଥାଏ ଯେ କିଛି ଚିତ୍ର ଏମିତି ଥାଏ ଯେଉଁଥିରେ କିଛି ଖରାପ ନହେଇ ଥିଲେ ବି ଲୋକ ତାର ଖରାପ ଅର୍ଥ ବାହାର କରନ୍ତି । ଆଜି ଆମେ ଆପଣ ଙ୍କୁ ଏମିତି କିଛି ଚିତ୍ର ଦେଖେଇବୁ ଯାହାକୁ ଦେଖିଲେ ଜାଣିପାରିବେ ଯେ ଲୋକ ଙ୍କ ଦୃଷ୍ଟି ଖରାପ ହେଇଥାଏ । ଏସବୁ ଚିତ୍ର ଦେଖି ଆପଣ ନିଜେ ଦେଖନ୍ତୁ ଯେ ନିଜ ଦୃଷ୍ଟି କେତେ ଭଲ କେତେ ଖରାପ ।

ପ୍ରଥମ ଫୋଟୋପ୍ରଥମ ଚିତ୍ର ଦେଖି ଆପଣ ଭାବିବେ ଏସବୁ କଣ ଦେଖିଲି, କିନ୍ତୁ ନିଜ ଭାବନା ରେ ଲଗାମ ରଖନ୍ତୁ ଓ ଏ ଛବି ଆଉ ଥରେ ଦେଖନ୍ତୁ । ଏ ଛାତି ଏମିତି ନିଆଯାଇଛି ଯାହାକୁ ପ୍ରଥମେ ଦେଖି ଲୋକ ଖରାପ ଭାବିବେ, ହେଲେ ଆପଣ ଙ୍କ ଭାବନା ଖରାପ, ଆଉ କିଛି ଏମିତି ଫଟୋ ଉଠାଇବା ଲୋକ ଙ୍କ ଭାବନା ଖରାପ ହୋଇଥାଏ । ଏହା ପାଦ ର ଗୋଇଠି ଅଟେ । ଟିକେ ଧ୍ୟାନ ରେ ଦେଖନ୍ତୁ ଯାନୀ ପାରିବେ ।

 

ଏହି ୨ୟ ଛବି ରେ ନା ଦେଖିବା ଲୋକ ଙ୍କ ଦୃଷ୍ଟି ଖରାପ ନା ଫଟୋ ଉଠାଇବା ଲୋକ ଙ୍କ ଦୃଷ୍ଟି ଖରାପ, ଖାଲି ଏମିତି ଭାବରେ ପରଦା କୁ ବାନ୍ଧିଥିବା ଲୋକ ର ଭାବନା ଖରାପ । ତେଣୁ ଏମିତି ପରଦା କୁ ବାନ୍ଧିବା ଦ୍ଵାରା ଲୋକ ଙ୍କ ଦୃଷ୍ଟି କୁ ଆଉ କିଛି ଅଲଗା ଦେଖାଯାଇଥାଏ ।

 

ତୃତୀୟ ଛବି ରେ ଆପଣ ଯାହା ଦେଖି ଭାବୁଛନ୍ତି, ଏ ଛବି ରେ କାହାଣୀ ସେଇଆ ନୁହେଁ ଏଥିରେ ଦୁଇ କପୁଲ୍ ଙ୍କ ମଝିରେ ତାଙ୍କ ସାଇକଲ ର ସିଟ୍ ଆସୁଚି ଯାହା ଦେଖିବାକୁ ଅଜବ ଲାଗୁଚି । ଏଥିରେ କପଲ୍ ଙ୍କ ର ଭୁଲ୍ ନାଇ ଫଟୋ ନେବା ଲୋକ ର ଭୁଲ୍ ।

 

ନିଜ ଭାବନା କୁ ଅଟକାନ୍ତୁ ଓ ଆଉ ଥରେ ଏ ୪ ର୍ଥ ଛବି କୁ ଦେଖନ୍ତୁ । ଏବେ ବି ଯଦି ବୁଝିପାରିଲେ ତ ଜଣେଇଦଉଛୁ ଯେ ଏଥିରେ ପ୍ରଥମ ଝିଅ ଟିର ଗୋଡ଼ ଦେଖାଯାଉଛି ଯେ ସେ ଏମିତିକା ଢଙ୍ଗ ରେ ବସିଛି ଯେ କେହି ବି ଦେଖିଲେ ଧୋକା ଖାଇଯିବେ ।

 

ଏ ପଞ୍ଚମ ଚିତ୍ର ରେ ଆପଣ ଙ୍କୁ କିଛି ଖରାପ ଦେଖାଯାଉଛି ତାହେଲେ ଆପଣ ଙ୍କ ଭାବନା ଖରାପ କାରଣ ଯାହା ଦେଖୁଛନ୍ତି ଏହା ତାହା ନୁହେଁ ଏହା ସେ ମହିଳା ର ମୋଟାପଣ ଅଟେ । ମହିଳା ଟିର ମୋଟା ବାହୁ ଏମିତିକା ଦେଖାଯାଉଛି । ଭଲ ରେ ଦେଖିଲେ ନିଜ ଦୃଷ୍ଟି ପରିଷ୍କାର ଦେଖା ଯିବ ।

 

ଏ ଶେଷ ଛବି ଦେଖି ଭୁଲ୍ ଭାବନା ଆଣନ୍ତୁ ନି । କାରଣ ଏଥିରେ ସାଇକଲ୍ ରେ ବସିଥିବା ଝିଅ ଛୋଟ ସ୍କଟ ପିନ୍ଧିଥିବା ରୁ ଏଠାରେ ସାଇକଲ ସିଟ୍ ଦେଖାଯାଉଛି ଯାହାକୁ ଆପଣ ଖରାପ ଅର୍ଥ ରେ ଭାବୁଛନ୍ତି । ଏଥିରୁ ଜାଣିପାରିଥିବେ ଯେ ଆପଣ ଙ୍କ ଭାବନା ଚିନ୍ତାଧାରା କେତେ ଖରାପ ।

Related Articles

Leave a Reply

Your email address will not be published. Required fields are marked *

Back to top button