ବାଇକ ଚଲଉଥିବା ୨ଟି ପୁଅ ଆଗ ଝିଅ ଚେନ ଟାଣିଲେ ଓ ଏହା ପରେ ଝିଅ ଯାହା କଲା ତାହା…

ଆଜିକାଲି ଦୁନିଆ ଏମିତି ହୋଇ ଯାଇଛି ଯାହା ଅନୁଯାଇ ଟଙ୍କା ବିନା ବଞ୍ଚିବା ବହୁତ କଷ୍ଟକର ଅଟେ, ଟଙ୍କା କେବଳ ରୋଜି ରୋଟି ପାଇଁ ଦରକାର ହୋଇ ନଥାଏ, ଟଙ୍କା ଅନୁଯାଇ ଲୋକଙ୍କ ଷ୍ଟାଣ୍ଡାର୍ଡ ଜଣା ପଡି ଥାଏ । କିନ୍ତୁ ଏବେକା ଯୁବ ପିଢୀ ଚାକିରି ପାଇବା ପାଇଁ ବହୁତ ସଂଘର୍ଷ କରୁଛନ୍ତି ଏବଂ ଚାକିରି ପାଇବା ବହୁତ ପରିଶ୍ରମ ଓ କଷ୍ଟକର କାମ ହୋଇ ଯାଇଛି । ଏହି ବେରୋଜଗାର ପାଇଁ ଆଜିକା ସମୟ ଯୁବା ପିଢୀ ଖରାପ କାମ କରିବା ପାଇଁ ଭାବୁ ନାହାନ୍ତି ।
କାହିଁକିନା ତାଙ୍କୁ ଟଙ୍କା ଦରକାର ସେଇଟା ଖରାପ କାମ ଦ୍ଵାରା ଆସୁ ବା ଭଲ କାମ ଦ୍ଵାରା ।
ଆଜି ଆମେ ଆପଣଙ୍କୁ ଗୋଟେ ଭିଡିଓ ଦେଖେଇବୁ ଯାହା ଦ୍ଵାରା ଆପଣ ଏହା ଜାଣି ପାରିବେ ଯେ ଟଙ୍କା ପାଇଁ ଭଲ ଲୋକ ମଧ୍ୟ ଖରାପ କାମ କରି ଥାନ୍ତି । ଏହି ଭିଡିଓ ରେ ଆପଣ ଦେଖିବାକୁ ପାଇବେ ଯେ ଗୋଟେ ସାଙ୍ଗ ତା ଅନ୍ୟ ସାଙ୍ଗକୁ ନିଜ ସମସ୍ୟା ବିଷୟରେ କହୁଛି, ପ୍ରଥମ ସାଙ୍ଗ ଅସୁବିଧା ରେ ଥିବା ସାଙ୍ଗକୁ ଚୋରୀ କରିବା ପାଇଁ କହୁଛି ହା ପରେ ଦୁହେଁ ସାଙ୍ଗ ବାଇକ ଧରି ରାସ୍ତା ରେ ଯାଉଥିବା ଗୋଟେ ଝିଅ ବେକରୁ ଚେନ ଟାଣୁଛନ୍ତି ଯାହା ପରେ ଝିଅ ସେ ଦୁହିଙ୍କୁ ଚେନ ବଦଳ ରେ ଟଙ୍କା ନବା ପାଇଁ ଅନୁରୋଧ କରୁଛି ଝିଅ ଅନୁଯାଇ ସେହି ଚେନ ତା ମାଁ ର ଅନ୍ତିମ ଚିହ୍ନ ଅଟେ । ଏହା ପରେ ଗୋଟେ ଏମିତିଆ ଶବ୍ଦ ହାଉଛି ଯାହା ପରେ ଦୁଇ ପୁଅଙ୍କ ଇରାଦା ବଦଳି ଯାଉଛି ଏବଂ ସେ ସେଠୁ ପଳାଉଛନ୍ତି ।




