ଆଖୁ ରସ ସେବନର ଅପୂର୍ବ ସ୍ଵାସ୍ଥଗତ ଫାଇଦା ! ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ
ନମସ୍କାର ବନ୍ଧୁଗଣ , ଆମେ ଅନେକ ପ୍ରକାରର ଜୁସ ର ସେବନ କରିଥାଉ । ଫଳ ରେ ତିଆରି ଜୁସ କୁ ପିଇବା ଦ୍ଵାରା ଆମ ଶରୀର କୁ ପ୍ରୋଟିନ ମିଳିଥାଏ । ଆଖୁ ରସ କୁ ପିଇବା ବହୁତ ଲୋକମାନେ ଇଛା କରିଥାନ୍ତି ମାତ୍ର ଆଖୁରେ ଚିନି ର ମାତ୍ରା ଅଧିକ ରହିଥାଏ । ଏହା ଲୋକମାନଙ୍କ ଚିନ୍ତା ଧାରା ଅଟେ , ମାତ୍ର କଣ ଆଖୁ ରସରେ ଚିନି ଅଧିକ ଥାଏ ଆଜି ଆମେ ଆପଣଙ୍କୁ ଡାକ୍ତର . ବିମାଲ ଛାଯରଙ୍କ ମାଧ୍ୟମ ରେ ଏହା ସମ୍ବନ୍ଧରେ କହିବାକୁ ଇଛା କରୁଛି ।
ଆଖୁ ରସ ଆମ ଶରୀର ର ପାଇଁ ବହୁତ ଉପକାରୀ ହୋଇଥାଏ , ମାତ୍ର ଯେଉଁମାନେ ମୋଟାପଣ କୁ କମେଇବାକୁ ଇଛା କରନ୍ତି । ସେମାନେ ଏହାର ସେବନ ନ କରିବା ଭଲ ହୋଇଥାଏ । ମାତ୍ର ସମସ୍ତେ ଏହାର ସେବନ କରିପାରିବେ ଆଖୁ ରସରେ କାର୍ବୋହାଇଡ୍ରେଟ , ଆଇରନ , ପୋଟାସିୟମ , ମ୍ୟାଗ୍ନେସିୟମ , କ୍ୟାଲସିୟମ ଆଦି ପ୍ରଚୁର ପରିମାଣରେ ରହିଥାଏ ।
ଯେଉଁ ଲୋକମାନଙ୍କର ପରିସ୍ରା ଆସିବାରେ ଆସୁଥିବା ରହିଥାଏ ସେହି ଲୋକମାନେ ଆଖୁ ରସର ସେବନ କରିବା ଦ୍ଵାରା ତାହା ଦୂର ହୋଇଥାଏ । ଆଖୁ ରସ ପରିସ୍ରା କୁ ନିର୍ଗତ କରିଥାଏ । ଆପଣଙ୍କୁ ଦୁର୍ବଳ , ବଳହୀନ ଅନୁଭବ ହେଉଥିବା ସମୟରେ ଯଦି ଆପଣ ଆଖୁ ରସ ର ସେବନ କରିଥାନ୍ତି । ତେବେ କେବଳ ପାଞ୍ଚ ମିନିଟ୍ ରେ ଆପଣଙ୍କୁ ଶକ୍ତି ମିଳିଥାଏ ଏବଂ ଦୁର୍ବଳତା ଦୂର ହୋଇଯାଏ ।