ଚା ପିଇବା ବେଳେ ଭୁଲ୍ ରେ ବି ଏହି କାମ କରନ୍ତୁ ନାହିଁ, ନଚେତ ବହୁତ ଭୟଙ୍କର ରୋଗ ହେଇ ପାରେ-

ଆମେ ସମସ୍ତେ ଜାଣିଛୁ ଯେ ଭାରତର ପ୍ରାୟତଃ ଘରେ ଚା ଦ୍ଵାରା ସକାଳର ଆରମ୍ଭ ହୋଇ ଥାଏ, ଯେଉଁ ଲୋକଙ୍କ ଚା ପିଇବା ଅଭ୍ଯାସ ହୋଇ ଥାଏ ସେମାନଙ୍କ ପାଇଁ ଚା ବିନା ସକାଳ ହୋଇ ନଥାଏ । କେତେକ ଲୋକ ଏମିତି ମଧ୍ୟ ହୁଅନ୍ତି ଯିଏ ଦିନ ସାରା ଭିତରେ ୪-୫ କପ ଚା ଆରାମ ରେ ପି ଯାଆନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଅଧିକା ଚା ପିଇବା ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ ।ଆଜି ଆମେ ଆପଣଙ୍କୁ ଏମିତି କିଛି ଚ ପିବା ସମୟ କଥା କହିବୁ ଯାହା ଆପଣଙ୍କୁ ଭୁଲ ରେ ବି କରିବା ଉଚିତ ନୁହ :
ଆପଣଙ୍କୁ ଏହା ଜାଣିବା ଉଚିତ ଯେ ସାକାଳେ ଖାଲି ପେଟ ଚା ପିବା ବହୁତ ଖରାପ ହୋଇ ଥାଏ, କାହିଁକିନା ଏହା କଲେ ଆପଣଙ୍କ ଉପରେ ବହୁତ ଖରାପ ପ୍ରଭାବ ପଡି ଥାଏ । ଖବର ଅନୁଯାଇ ଯଦି ଆପଣ ପ୍ରତି ଦିନ ଖାଲି ପେଟରେ ସକାଳେ ଉଠି ଚା ପିଉଛନ୍ତି ତେବେ ଆପଣଙ୍କୁ ଏସିଡିଟି ଓ କ୍ୟାନ୍ସର ଭଳି ଭୟଙ୍କର ରୋଗ ହେଇ ପାରେ ।
ବହୁତ ଲୋକଙ୍କୁ କଡା ଚା ପସନ୍ଦ ହୋଇ ଥାଏ କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହ, ସେଥିପାଇଁ କଡା ଚା ପିବା ବନ୍ଦ କରନ୍ତୁ ଏବଂ ବହୁତ ଥର ଆମେ ଘରେ ଚା ତିଆରି ହୋଇ ଥଣ୍ଡା ହୋଇ ଯାଏ ସେଥିପାଇଁ ତାକୁ ଦୁତୀୟ ଥର ଗରମ କରି ଥାଉ କିନ୍ତୁ ଏହା କରିବା ମଧ୍ୟ ଚିତ ନୁହ ଏହି ଭଳି କଲେ ଆପଣଙ୍କୁ ଭୟଙ୍କର ଏସିଡିଟି ସମସ୍ୟା ହୋଇ ଥାଏ । କଣ ଆପଣ ଜାଣିଛନ୍ତି ଯେଉଁ ଔଷଧୀୟ ଜିନିଷ ଯେମିତି ତୁଳସୀ, ଗୋଲ ମରୀଚ, ଲବଙ୍ଗ ଇତ୍ୟାଦି ଆପଣ ଚାକୁ ପୋଶତିକ କରିବା ପାଇଁ ପ୍ରୟୋଗ କରି ଥାନ୍ତି ତାକୁ ଚାରେ ଥିବା କେଫିନ ହାନିକାରକ କରି ଦେଇ ଥାଏ ସେଥିପାଇଁ ସାଦା ଚା ପିବା ଅଭ୍ଯାସ କରନ୍ତୁ ।




