ସ୍ୱାସ୍ଥ୍ୟ

୧ ସପ୍ତାହ ରେ ବଢାନ୍ତୁ Hight ୩ ରୁ ୫ ଇଞ୍ଚ, ଗେଡ଼ୁମୁଁ ପିଲା ନିହାତି ଦେଖନ୍ତୁ କାମରେ ଆସିବ

18 ରୁ 25 ବର୍ଷର ଯୁବକ ଓ ଯୁବତୀ ଯେଉଁ ମାନଙ୍କର ଉଚ୍ଚତା ବଢ଼ୁ ନଥାଏ ସେମାନଙ୍କ ମନରେ ବହୁତ ପ୍ରଶ୍ନ ରହିଥାଏ ଯେପରି ମୋର ଉଚ୍ଚତା କାହିଁକି ବଢ଼ୁନାହିଁ ଉଚ୍ଚତା କେତେବର୍ଷ ପର୍ଯ୍ୟନ୍ତ ବଢିଥାଏ ଉଚ୍ଚତା ବଢାଇବା ପାଇଁ କଣ କରିବା ଉଚିତ କିଛି ଲୋକ ଉଚ୍ଚତା ବଢାଇବାପାଇଁ ଜିମ ଯିବାକୁ ଚିନ୍ତା କରି ଥାଆନ୍ତି କିନ୍ତୁ କୌଣସି କାରଣରୁ ଜିମ ଯାଇପାରନନ୍ତିନି କାହିଁକି ନା ଆମ ଆଖ ପାଖରେ ଏମିତି ଅନେକ ଲୋକ ରହିଥାଆନ୍ତି ଯେଉଁମାନଙ୍କୁ ଜଣା ତ କିଛି ନଥାଏ ତଥାପି ସେମାନେ କହିଥାନ୍ତି ଜିମ ଯିବେ ତ ତମର ଉଚ୍ଚତା କେବେ ବଢିବ ନାହିଁ ଭୁଲ ରେ ବି ଜିମ ଯାଆନ୍ତୁ ନାହିଁ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ଉଚ୍ଚତା ବଢାଇବାର ସବୁ ଉପାୟ |

ଯଦି ଆପଣଙ୍କ ମନରେ ଏଇ ବିଚାର ଆସୁଛି କି ଆପଣଙ୍କର ଉଚ୍ଚତା କାହିଁକି ବଢ଼ୁନାହିଁ ତେବେ ପ୍ରଥମେ ଆପଣ ଆପଣଙ୍କର ମାତା ପିତା କୁ ଦେଖନ୍ତୁ ଯଦି ସେମାନଙ୍କର ଉଚ୍ଚତା କମ ଅଛି ତେବେ ଏହା ହିଁ କାରଣ ଅଟେ କି ଆପଣଙ୍କର ଉଚ୍ଚତା ବଢ଼ୁନାହିଁ | ଉଚ୍ଚତା ବଢିବା ଜିନ୍ସ ଉପରେ ନିର୍ଭର କରିଥାଏ ଯଦି ପରିବାରର ସମସ୍ତଙ୍କର ଉଚ୍ଚତା କମ ରହିଥାଏ ତ ଆପଣଙ୍କର ଉଚ୍ଚତା କମ ହିଁ ରହିବ ତଥାପି ଆମେ ଯେଉଁ ଉପାୟ କହିବାକୁ ଯାଉଛୁ ତାହାର ସହାୟତା ରେ ଆପଣ ଆପଣଙ୍କର ଉଚ୍ଚତା କୁ ବଢାଇବା ପାଇଁ ଚେଷ୍ଟା କରିପାରିବେ |

ଯଦି ଆପଣଙ୍କ ପରିବାରରେ ସମସ୍ତଙ୍କର ଉଚ୍ଚତା ଭଲ ରହିଛି ଲମ୍ବା ରହିଛି ତେବେ ହୋଇପାରେ କି ଆପଣଙ୍କ ଡାଏଟ ରେ ପୋଷାକ ତତ୍ୱ ର ଅଭାବ ରହି ଯାଇଛି କିମ୍ବା ଆପଣ ପୂର୍ଣ୍ଣ ମାତ୍ରା ରେ ପାଣି ପିଉ ନାହାନ୍ତି ହୋଇପାରେ କି ଆପଣ ପଲ୍ୟୁସନ ଥିବା .ଏପରି ବହୁତ କାରଣ ହୋଇପାରେ ଯେଉଁ କାରଣରୁ ଆପଣଙ୍କର ପିତା ମାତା ଙ୍କର ଉଚ୍ଚତା ଲମ୍ବା ହେବ ସତ୍ୱେ ଭି ଆପଣଙ୍କର ଉଚ୍ଚତା ବଢ଼ୁନାହିଁ ତ ଯେଉଁ ଉପାୟ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହାର ଉପଯୋଗ କରିବା ଦ୍ୱାରା ଆପଣ ମଧ୍ୟ ଆପଣଙ୍କର ଉଚ୍ଚତା କୁ ବଢ଼ାଇ ପାରିବେ |

Related Articles

Leave a Reply

Your email address will not be published. Required fields are marked *

Back to top button