ଦେଶ- ବିଦେଶ

ଦିଲ୍ଲୀ ରେ ଚାକିରି କରୁଥିଲା ସ୍ଵାମୀ, ଅଧା ରାତିରେ ବୋହୁ ରୁମ୍ ରୁ ଆସୁଥିଲା ଆବାଜ, ଶ୍ଵଶୁର ଦେଖି ଉଡିଗଲା ହୋସ

ସ୍ଵାମୀ ସ୍ତ୍ରୀ ସମ୍ପର୍କ ବହୁତ ଗଭୀର ସମ୍ପର୍କ ଅଟେ ଏହାର ମୂଳ ବିଶ୍ଵାସ ଅଟେ । କିନ୍ତୁ ଆପଣ ଭାବିଲେ ଯଦି ଦୁହିଙ୍କୁ ମଧ୍ୟରୁ କେହି ଜଣେ ବିଶ୍ଵାସ ଭାଙ୍ଗି ଥାଏ ତେବେ ଅନ୍ୟ ଜଣକୁ କେମିତି ଲାଗିବ । କେତେକ ଥର ଆପଣ ଶୁଣିଥିବେ ଯେ ଛାଡପତ୍ର କାରଣ ବିଶ୍ବାସ ଭାଙ୍ଗିବା ଥିଲା କାହିଁକିନା ଜଣଙ୍କ ଧୋକା ପାଇଁ ଅନ୍ୟ ଜଣ ସମସ୍ୟା ରେ ପଡି ଥାଏ । ଆଜି ଆମେ ଆପଣଙ୍କୁ ଏହି ପରି ଗୋଟେ ସ୍ଵାମୀ ସ୍ତ୍ରୀ କଥା କହିବାକୁ ଯାଉଛୁ ।

ଯାହା ପରେ ଆପଣ ମଧ୍ୟ ଭାବି ବେ ଯେ ସ୍ଵାମୀ ଭୁଲ ନା ସ୍ତ୍ରୀ ।

ଆପଣଙ୍କୁ କହିଦବାକୁ ଚାହୁଁଛୁ ଯେ ଏହି ଘଟଣା ୟୁପି କାନପୁର ର ଅଟେ, ଏଠାର ଗୋଟେ ମହିଳା ନିଜ ସ୍ଵାମୀର ଅନୁପସ୍ଥିତି ରେ ନିଜ ପୁରୁଣା ପ୍ରେମୀକୁ ନିଜ ଶ୍ଵଶୁର ଘରେ ଡାକି ଦଉଥିଲେ କିନ୍ତୁ ଗୋଟେ ଦିନ ମହିଳାଙ୍କ ଶ୍ଵଶୁର ଏବଂ ଦିଅରକୁ ଏହି କଥା ଜଣା ପଡିଗଲା ଯାହା ଦେଖି ଦୁହେଁ ଆଶ୍ଚର୍ଯ୍ୟ ହୋଇ ଗଲେ । ମହିଳା ରାତିରେ ଛୁଆ ଓ ଶ୍ଵଶୁର ଙ୍କ ଶୋଇଲା ପରେ ନିଜ ପ୍ରେମିକୁ ଡାକି ଦଉଥିଲେ, କିନ୍ତୁ ଗୋଟେ ଦିନ ହଟାତ ଶ୍ଵଶୁର ବହୁ ରୁମ୍ ରେ ବ୍ୟକ୍ତିର ଶବ୍ଦ ଶୁଣି, ଶ୍ଵଶୁର ବହୁ ରୁମ କୁ ପଶି ଆସିଲେ ଏବଂ ନିଜ ବୋହୂକୁ ଆଉ କାହା ସହ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ ।

 

ଏହା ଦେଖି ଶ୍ଵଶୁର ରାଗି ଗଲେ ଏବଂ ସେହି ଲୋକ ଓ ଶ୍ଵଶୁର ମଧ୍ୟରେ ଝଗଡା ଆରମ୍ଭ ହୋଇ ଗଲା । ଗତ ୬ ବର୍ଷ ତଳେ ଧିରଜ ନାମକ ଯୁବକ ଲାଲୀ ନାମକ ଝିଅକୁ ବିବାହ କରି ଥିଲେ, ଦୁହିଙ୍କର ୪ବର୍ଷର ଗୋଟେ ଝିଅ ନନ୍ଦିନୀ ଓ ୨ ବର୍ଷର ପୁଅ ମଧ୍ୟ ଅଛି । ରାମାକାନ୍ତ ଲାଲୀ ଶ୍ଵଶୁର ତାଙ୍କର ୪ଟି ପୁଅ ଧିରଜ ସବା ବଡ ପୁଅ ଏବଂ ସବା ସାନ ପୁଅ ବିବେକ ଘରେ ରହୁ ଥିଲା । ଧିରଜ ନିଜ ଦୁଇ ସାନ ଭାଇଙ୍କ ସହ ଦିଲ୍ଲୀ ରେ ରହୁ ଥିଲା ଏବଂ ଘରେ ଲାଲୀ, ଛୁଆ, ଶ୍ଵଶୁର ଏବଂ ଦିଅର ବିବେକ ରହୁଥିଲେ ।

 

କୁହା ଯାଉଛି ଯେ ବିବାହ ଆଗରୁ ଲାଲୀ ର ଗୋପାଲପୁର ରେ ଗୋଟେ ପ୍ରେମୀ ଥିଲା ଯାହା ନା ଅମିତ ବୋଲି କୁହା ଯାଉଛି, ଦୁହେଁ ଦୁହିଙ୍କୁ ଚାହୁଁ ଥିଲେ କିନ୍ତୁ ଲାଲୀ ବିବାହ ଧିରଜ ସହ ହୋଇ ଗଲା । ବିବାହ ପରେ ମଧ୍ୟ ଲାଲୀ ନିଜ ପୁରୁଣା ପ୍ରେମିକୁ ଭୁଲି ପାରିଲା ନାହିଁ ଓ ନିଜ ଶ୍ଵଶୁର ଘରେ ଏହି କାଣ୍ଡ ଆରମ୍ଭ କଲା ଏହା ପରେ ସବୁ ରାତି ଅମିତ ଲାଲିକୁ ଦେଖା କରିବା ପାଇଁ ଘରୁକୁ ଡାକିଲା କିନ୍ତୁ ହଟାତ ଗୋଟେ ଦିନ ଶ୍ଵଶୁର ଓ ଦିଅରକୁ ସନ୍ଦେହ ହେଲା । ଏହା ପରେ ରାତିରେ ଲୋକ ଶବ୍ଦ ଶୁଣି କବାଟ ଖୋଲିଲା ବେଳକୁ ଅନ୍ୟ ଲୋକ ସହ ନିଜ ବୋହୂକୁ ଦେଖି ତାଙ୍କ ମୁଡ ବୁଲି ଗଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button