ଦେଶ- ବିଦେଶ

ଘୋଡା ପାଖରେ ବସି ଥିବା ଏହି ଝିଅ ଏବଂ ଘୋଡା ମଧ୍ୟ ରେ କିଛି ଏମିତି ହେଲା ଯାହା ଦେଖି ଆପଣ ଚକିତ ରହି ଯିବେ-

କୁହା ଯାଏ ଯେ ଜନ୍ତୁ ଏବଂ ମଣିଷ ମଧ୍ୟରେ ପ୍ରେମ ସମ୍ପର୍କ ହୋଇ ଥାଏ ଦୁହେଁ ଦୁହିଙ୍କ ଭାଷା ବୁଝି ପାରନ୍ତି ନାହିଁ କିନ୍ତୁ ଦୁହେଁ ପ୍ରେମ ସମ୍ପର୍କ ଖୁବ ଭଲ ଭାବରେ ବୁଝି ପାରନ୍ତି । କୁହା ଯାଏ ଯେ ପ୍ରେମ ଦ୍ଵାରା ପୁରା ସଂସାର ଜିତ ହବ, ଜୀବ ଜନ୍ତୁ ଏବଂ ମଣିଷ ମଧ୍ୟରେ ଆଗରୁ ବହୁତ ଘନିଷ୍ଠ ପ୍ରେମ ଚାଲି ଆସିଛି । ଏହି କାରଣ ପାଇଁ କେତେକ ଜୀବ ଜନ୍ତୁ ମଣିଷ ପାଖରେ ଏବଂ ମଣିଷ ଘରେ ରହିବା ପସନ୍ଦ କରନ୍ତି ।

ଆପଣ ମଣିଷ ମଣିଷକୁ ଭଲ ପାଇବାର ଦେଖିଛନ୍ତି କିନ୍ତୁ ଦୁନିଆରେ ଏମିତି ମଧ୍ୟ ଲୋକ ଅଛନ୍ତି ଯିଏ ଜୀବ ଜନ୍ତୁକୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଇ ଥାନ୍ତି ।

ଆଜି ସୋଶିଅଲ ମିଡିଆ ରେ ଏହି ପରି ଗୋଟେ ଭିଡିଓ ଭାଇରାଲ ହୋଇଛି ଯାହା ଆପଣଙ୍କୁ ମଣିଷ ଏବଂ ଜନ୍ତୁ ମଧ୍ୟରେ ଅଦ୍ଭୁତ ପ୍ରେମ ଦେଖା ଯାଇଛି । କିନ୍ତୁ ଏହି ଭିଡିଓ ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦବ କାହିଁକିନା ଏହି ଭିଡିଓ ରେ ଗୋଟେ ଝିଅ ଏବଂ ଘୋଡା ମଧ୍ୟରେ ପ୍ରେମ ଦ୍ରୁଶ୍ଯ ଦେଖା ଯାଇଛି ।

 

ଏହି ଭିଡିଓ ସୋଶିଅଲ ମିଡିଆ ରେ ବହୁତ ଶୀଘ୍ର ଭାଇରାଲ ହେଉଛି କେତେକ ଲୋକ ଦେଖି ସାଇଲେଣି ଏବଂ ଏବେ ମଧ୍ୟ ଲୋକ ଏହାକୁ ଦେଖୁଛନ୍ତି । ଏହି ଭିଡିଓ ରେ ଆପଣ ଦେଖିବାକୁ ପାଇବେ ଯେ ଝିଅ ଘୋଡା ଅସ୍ତବ୍ଲ ରେ ବସି ଅଛି କିନ୍ତୁ ଝିଅ ଯେମିତି ଘୋଡା ଉପରେ ପ୍ରେମ ସହ ହାତ ରଖୁଛି ଘୋଡା ତା ପ୍ରେମ ପାଇ ବେକାବୁ ହୋଇ ଯାଉଛି ।ଝିଅ ଏବଂ ଘୋଡା ମଧ୍ୟରେ ଏହି ପରି ଭଲ ପାଇବା ଦେଖି ଆପଣ ମଧ୍ୟ ଚକିତ ରହି ଯାଇ ଥିବେ, କିନ୍ତୁ ଏହା ସତ ଅଟେ ସେହି ଝିଅ ଘୋଡାକୁ ଜନ୍ତୁ ପରି ନୁହ ପ୍ରେମୀ ଭଳି ଅନୁଭବ କରୁଛି ଏବଂ ଘୋଡା କୁ ଦେଖିଲେ ମଧ୍ୟ ଏହା ଲାଗୁଛି ଯେ ସେ ଝିଅକୁ ମାଲିକ ଭଳି ନୁହେ ପ୍ରେମୀ ଭଳି ଭଲ ପାଉଛି । ଏହି ଭିଡିଓ ଦେଖି ଆପଣ ମଧ୍ୟ ଜାଣି ପାରିବେ ଯେ ଜନ୍ତୁମାନଙ୍କ ମଧ୍ୟରେ ଅନୁଭବ ହୋଇ ଥାଏ, ଲୋକ ବହୁତ କଥା କୁହନ୍ତି କିନ୍ତୁ ଯିଏ ଜନ୍ତୁମାନଙ୍କୁ ଭଲ ପାଇ ଥିବେ କେବଳ ସେହି ଲୋକ ଏମାନଙ୍କ ଅଣୁଭା ବୁଝି ପାରିବେ । ଏହି ଭିଡିଓ କିଏ କେଉଁଠାରୁ ଅପଲୋଡ କଲା କେହି ଜାଣି ନାହାନ୍ତି, ତେବେ ଆସନ୍ତୁ ଭିଡିଓ ଦେଖିବା ।

Related Articles

Leave a Reply

Your email address will not be published. Required fields are marked *

Back to top button