ଦେଶ- ବିଦେଶ

ବାଥରୂମ ରେ ଗାଧଉ ଥିବା ସ୍ତ୍ରୀର ଭିଡିଓ ବନଉଥିଲେ ସ୍ଵାମୀ, ସେତେବେଳେ କ୍ୟାମେରା ରେ ଦେଖା ଗଲା କିଛି ଏମିତି ଯେ –

କୁହା ଯାଏ ଯେ ଯଦି ଆପଣ ଠାକୁରଙ୍କୁ ବିଶ୍ଵାସ କରନ୍ତି ତେବେ ଆପଣଙ୍କୁ ଭୁତ, ପ୍ରେତ ଏବଂ ଆତ୍ମ ରେ ମଧ୍ୟ ବିଶ୍ଵାସ କରିବାକୁ ହବ । ଯଦି ଦୁନିଆରେ ଭଲ ଅଛି ତେବେ ଖରାପ ମଧ୍ୟ ହୋଇ ଥାଏ, ଦୁନିଆ ସାରା ଭୁତ ପ୍ରେତ ଉପରେ ବହୁତ ପ୍ରକାର କାହାଣୀ ପ୍ରସିଦ୍ଧ ଅଛି । କେତେକ ଲୋକ ଏହି କଥା ଉପରେ ଜୋର ଦିଅନ୍ତି ଯେ ତାଙ୍କର ସତେରେ ଆତ୍ମା ସହ ସାକ୍ଷାତ ହୋଇଛି ।

କେତେକ ଥର ଭୂତଙ୍କ କରାମାତି କ୍ୟାମେରା ରେ କଇଦ ହୋଇ ଥାଏ ।ଯଦି ଆପଣ ଇଣ୍ଟର୍ନେଟ ଖୋଲି ଦେଖିବେ ତେବେ ଆପଣ ଜାଣି ପାରିବେ ଯେ ବହୁତ ପ୍ରକାର ଏମିତି ଭିଡିଓ ଅଛି ଯାହା ସତରେ ଭୁତ ଅଛି ବୋଲି ଦେଖେଇ ଥାଏ ବାଥରୁମ ରେ ଗାଧଉଥିବା ସ୍ତ୍ରୀ ଭିଡିଓ ବନଉଥିଲା ସ୍ଵାମୀ :

 

ଏହି ଭାଇରାଲ ଭିଡିଓ ରେ ସ୍ଵାମୀ ବାଥରୁମ ରେ ମୋବାଇଲ କ୍ୟାମେରା ନେଇ ପସିଲେ, ବାଥରୁମ ରେ ସ୍ତ୍ରୀ ମଜା ରେ ଗାଧଉଥିଲେ । ସ୍ଵାମୀ ଗାଧଉଥିବା ସ୍ତ୍ରୀ ଭିଡିଓ କରିବା ପାଇଁ ଆଗକୁ ବଢିଲେ, ସେତିକି ବେଳେ ସ୍ତ୍ରୀକୁ ସନ୍ଦେହ ହେଲା ଏବଂ ସ୍ତ୍ରୀ ଟାବେଲ ଗୁଡାଇ ବାହାରକୁ

ସ୍ତ୍ରୀ ବାଥରୁମ ରୁ ଗଲା ପରେ ମଣିଷ ଉଦାସ ହୋଇ ବାହାରୁକୁ ବାହାରିବା ପାଇଁ ବୁଲିଲା କିନ୍ତୁ ହଟାତ କିଛି ଆବାଜ ଶୁଣି ରହି ଗଲା । ହଟାତ ବାଥରୁମ ଶାବର ଆପେ ଖୋଲି ଗଲା ଏହା ଦେଖି ଯୁବକ କ୍ୟାମେରା ନେଇ ଆଗକୁ ବଢିଲେ ଏବଂ କ୍ୟାମେରା ରେ ପର୍ଦା ପଛ ରେ ଗୋଟେ ଝିଅ ଆକୃତି ଦେଖିବାକୁ ପାଇଲେ । ଭିଡିଓ କରୁ ଥିବା ଲୋକ ଡରିକି ପଛେଇ ଗଲା, କିନ୍ତୁ ସାହସ କରି ଆଗକୁ ବଢିଲା ଏବଂ ପର୍ଦା ଉଠାଇ ଦେଖିଲା କିନ୍ତୁ ଶେଠୀ କେହି ନଥିଲେ ।

 

ଯୁବକଙ୍କ କହିବା ଅନୁଯାଇ ସେ ସତେରେ ଆତ୍ମା ଦେଖିବାକୁ ପାଇଲେ ଯାହା ଗୋଟେ ଝିଅ ଆତ୍ମା ଥିଲା, ବହୁତ ଶୀଘ୍ର ଏହି ଭିଡିଓ ମିଡିଆ ରେ ନିୟା ଭଳି ବ୍ୟାପ୍ତ ହୋଇ ଯାଇଛି । ଏହି ଭିଡିଓ ଦେଖି ଲୋକ ଅଲଗା ଅଲଗା କମେଣ୍ଟ କରୁଛନ୍ତି, କେତେକ ଲୋକ ଏହାକୁ ମିଛ ମଧ୍ୟ କହିଲେ କିନ୍ତୁ ଭିଡିଓ ବନେଇ ଥିବା ଲୋକ ଏହାକୁ ସତ ବୋଲି କହିଛନ୍ତି ଏବଂ ତାଙ୍କ ଅନୁଯାଇ ସତେରେ ସେଠି ଗୋଟେ ନକାରାତ୍ମକ ଶକ୍ତି ଥିଲା ଯାହା ଭିଡିଓ ରେ ରେକୋର୍ଡ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button