ଝିଅ ନିଜ ପିଠିରେ ଲେଖିଲେ କିଛି ଏମିତି କି ଲୋକ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ- Zoom କରି ଦେଖନ୍ତୁ

ଆମ ଦେଶ ନିଜ ସଂସ୍କୃତି ଓ ସଭ୍ୟତା ପାଇଁ ପ୍ରସିଦ୍ଧ ଅଟେ, ସେଥିପାଇଁ ତ କେତେ ବି ଆମ ଦେଶ ବିକାସ ହେଉନା କାହିଁକି କିନ୍ତୁ ଆମ ସଂସ୍କୃତି କେବେ ଲୋକ ଭୁଲନ୍ତି ନାହିଁ । ସମସ୍ତେ ଏହା ଜାଣନ୍ତି କି ଆମ ଭାରତ ରେ ନାନା ପ୍ରକାରର ଲୋକ ଏବଂ ସଂସ୍କୃତି ଅଛି, ଭାରତୀୟ ପରମ୍ପରା ବିଶ୍ଵ ର ସବୁଠୁ ପ୍ରାଚୀନ ଏବଂ ସମୃଦ୍ଧ ସଂସ୍କୃତି ଅଟେ । ତେବେ ଆଜି ଆମେ ଏକ ଝିଅ ବିଷୟରେ କହିବୁ ଯିଏ ନିଜ ପିଠିରେ କରିଛି ଏକ ଏଭଳି ଟାଟ୍ଟୁ ଯାହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ।
ଅନ୍ୟ ଦେଶମାନଙ୍କ ସଂସ୍କୃତି ସମୟ ଧାରା ସହ ନଷ୍ଟ ହୋଇଯାଇଛି, କିନ୍ତୁ ଭାରତ ସଂସ୍କୃତି ଆଦିମ କାଳରୁ ଚାଲି ଆସିଛି ଏବଂ ଏହାକୁ ସମ୍ଭାଳି ଓ ସଜାଇ ରଖାଯାଇଛି ।
ଅଲଗା ଅଲଗା କଲେଜ ର ଛାତ୍ରାମାନେ ଏହି ଇଭେଣ୍ଟ ରେ ଭାଗ ନିୟନ୍ତି । ଏହି ଇଭେଣ୍ଟ ସମୟ ରେ କିଛି ଏମିତି ହେଲା ଯାହା ଆକର୍ଷଣ ର କେନ୍ଦ୍ର ହୋଇଥିଲା ଏବଂ ଏହାର ଚର୍ଚ୍ଚା ସବୁଆଡେ ହୋଇଥିଲା । ଏହି କାର୍ଜ୍ୟକ୍ରମ ରେ ସନବୀମ କଲେଜ ର ଏକ ବିକମ ଛାତ୍ରୀ ସୃଷ୍ଟି ଦୃଷ୍ଟି ଆକର୍ଷଣ ର କେନ୍ଦ୍ର ହୋଇଥିଲେ । ସୃଷ୍ଟି ଏହି ପ୍ରୋଗ୍ରାମ ରେ ନିଜ ପିଠି ଉପରେ ମାହାଦେବ ଟାଟ୍ଟୁ କରି ଆସିଥିଲେ ଯାହା ପରେ ସେ ଚର୍ଚ୍ଚା ରେ ଆସିଲେ ।
ସୃଷ୍ଟି କୁ ଯେତେବେଳେ ପଚରା ହେଲା ଏହି ବିଷୟ ରେ ସେ କହିଲେ “ମୁଁ କାଶୀ କୁ ରିପ୍ରେଜେଣ୍ଟ କରୁଅଛି ଏବଂ ଏହି ନଗରି ମାହାଦେବଙ୍କର ଅଟେ । ସମସ୍ତେ ମାହାଦେବଙ୍କୁ ନିଜ ଆତ୍ମା ଭାବନ୍ତି ସେଥିପାଇଁ ପିଠି ଉପରେ ମାହାଦେବ ଲେଖେଈଲି । ”
ଶିବଙ୍କୁ ଅର୍ଦ୍ଧନାରୀଶ୍ଵର ବି କୁହା ଯାଏ ସେଥିପାଇଁ ତାଙ୍କ ପରି ସୃଷ୍ଟି ତିଳକ ବି ଲଗାଇଥିଲେ । କେବଳ ଏତିକି ନୁହେଁ ଜଣେ 10ମ ଶ୍ରେଣୀ ଝିଅ ନିଜ ଲେହଙ୍ଗା ଉପରେ ରାମ ନାମ ଲେଖେଇଥିଲେ, ସେହି ଝିଅ କହିଲେ କି ବନାରସ ଖେଳଣା ପାଇଁ ପ୍ରସିଦ୍ଧ କିନ୍ତୁ ଏବେ ସେହି ରାମ ନାମ ଲୁପ୍ତ ହେଉଛି ସେଥିପାଇଁ ଏହି ଲେହଙ୍ଗା ରେ ଭଗବାନ ଶ୍ରୀ ରାମଙ୍କ ନାମ ଅଛି କାହିଁକିନା କାଶୀ ଏକ ଧାର୍ମିକ ନଗର ।