ଆଇଏଏସ ପରୀକ୍ଷା ରେ ପଚରା ଗଲା ଏମିତି ଏମିତି ପ୍ରଶ୍ନ, ଯାହା ପଢୀ ଆପଣଙ୍କ ମୁଣ୍ଡ ମଧ୍ୟ ବୁଲି ଜୀବ

ଏହି କଥା ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି, ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ ।
ଆଇଏଏସ ଇନ୍ଟରଭିଉ ରେ ପଚରା ଯାଇଥିବା ପ୍ରଶ୍ନ
ପ୍ରଶ୍ନ : ହିସ୍ଟ୍ରୀଶୀଟର କୁ ଚେକ କରିବା ପାଇଁ ଆପଣ ତାଙ୍କ ଘରେ ଯାଆନ୍ତି ବା ତାଙ୍କୁ ଥାନାରେ ଡାକନ୍ତି ?
ଉତ୍ତର : ସର୍ବ ପ୍ରଥମେ ପୋଲିସ ତାଙ୍କ ଘରେ ଯାଇ ଥାନ୍ତି ଏବଂ ତା ପରେ ସମୟ ଅନୁଯାଇ ସେ ନିଜ ଟିମ ସହ ଧରା ଯାଇ ଥାଏ ।
ପ୍ରଶ୍ନ : ଅବିବାହିତ ଏବଂ ବିବାହିତା ଲୋକଙ୍କ ମଧ୍ୟରେ କଣ ଫରକ ହୋଇ ଥାଏ ?
ଉତ୍ତର : ଏହି ପ୍ରଶ୍ନ ଉତ୍ତର ଝିଅ ଦେଲେ, ସାର ଯେଉଁ ପର୍ଯ୍ୟନ୍ତ ଅବିବାହିତ ଥାନ୍ତି ସେ ପର୍ଜନ୍ତ କୌଣସି ପ୍ରକାର ଦାଇତ୍ଵ ନଥାଏ, ଏମିତି ରେ କୌଣସି କାମ କଲେ ପୂର୍ଣ ହୋଇ ଥାଏ କିନ୍ତୁ ବିବାହ ପରେ କିଛି କରିବା ଆଗରୁ ନିଜ ପରିବାର ବିଷୟରେ ଭାବିବାକୁ ପଡି ଥାଏ ଯେ ଏହାର ପରିବାର ଉପରେ ପ୍ରଭାବ କଣ ପଡିବ ।
ପ୍ରଶ୍ନ : ଜଳବାୟୁ ପରିବର୍ତନ ରୁ ଲଢିବା ପାଇଁ ପର୍ଶନଲ ଲେବଲ ରେ କଣ କରା ଯାଇ ପାରେ ?
ଉତ୍ତର : ଏହା ପାଇଁ ନିଜେ ଗୋଟେ ଦାଇତ୍ଵବାନ କଞ୍ଜୟୁମର ହବା ଦରକାର ଏବଂ ଇନ୍ଧନ ଓ କରେଣ୍ଟ ବରବାଦ ନକରି ସୋଲାର ଏନର୍ଜି ଉପଯୋଗ କରିବା ଉଚିତ ।