ଅପରାଧ

ଝିଅକୁ ‘ଘରେ ଚେନରେ ବାନ୍ଧି ରଖି ଥିଲା ଓ କେତେ ଥର କଲା ରେପ’- ସଂସାରର ସବୁଠୁ ସଇତାନ ବାପା

ଆଜିର ଘଟଣା ବିଷୟରେ ଜାଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ । ଝିଅ ମାମୁଁ ଅନୁଯାଇ ଝିଅ ମାଁ ଝିଅ ବାପାକୁ ୭ବର୍ଷ ତଳେ ଛାଡି ଦେଇଥିଲେ, ଝିଅ ଅଭିଯୋଗ କରିଛନ୍ତି ଯେ ତାଙ୍କ ନିଜ ବାପା ତାଙ୍କୁ ଘର ଭିତରେ ଚେନ ରେ ବାନ୍ଧି ରଖି ଥିଲା ଓ କେତେ ଥର ଦୁଷ୍କର୍ମ ମଧ୍ୟ କରି ଥିଲା । ଏହି ଘଟଣା ଜାଣିଲା ପରେ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଅଲଗା ଲୋକ ଯିଏ ଶୁଣୁଛି ଆଶ୍ଚର୍ଯ୍ୟ ହୋଇ ଯାଉଛି ।

ଏହି ଘଟଣା ରାଜସ୍ଥାନ ରାଜ୍ୟ ର ଅଟେ, ୧୫ ବର୍ଷର ଝିଅ ଏହା ଅଭିଯୋଗ କରିଛନ୍ତି ଯେ ତାଙ୍କ ନିଜ ବାପା ତାଙ୍କୁ ଗମ୍ଭୀର ଭାବରେ ପ୍ରତାଡିତ କଲା, ଝିଅ ଏହି କଥା ପାଇଁ ଥାନା ରେ କେସ କରିଛନ୍ତି ।

ଜାଲୋର ଜିଲ୍ଲା ରେ ରହୁଥିବା ଏହି ନାବାଳିକ ପୀଡିତ ଝିଅ ନିଜ ଅଭିଯୋଗ ପୋଲିସ କୁ କହିଛନ୍ତି ତେବେ ଏହା ଅନୁଯାଇ ଝିଅ ବାପା ନିଜେ ତାକୁ ଚେନରେ ଝିଅ ହାତ ଓ ଗୋଡ ବାନ୍ଧି ରଖୁଥିଲା । ଝିଅ କହିବା ଅନୁଯାଇ ସେ ନିଜ ବାପାକୁ ଅନ୍ୟ ସ୍ତ୍ରୀ ସହ ସମ୍ବନ୍ଧ ରଖୁଥିଲା ବେଳେ ଦେଖି ଥିଲା, ଯାହା ପରେ ତା ବାପା ତାକୁ ଚେନରେ ବାନ୍ଧି ରଖୁଥିଲା । ପୋଲିସ ଅଧିକାରୀମାନଙ୍କ ଅନୁଯାଇ ଝିଅ ନିଜ ମାମୁଁ ସାହାଯ୍ୟ ରେ ଅଭିଯୋଗ କରିଛନ୍ତି ।

 

ପୋଲିସ କଥା ଅନୁଯାଇ ଗୋଟେ ଦିନ ଝିଅ ନିଜ ବାପା କବଳରୁ ଫେରାର ହୋଇ ଗଲା ଓ ନିଜ ମାମୁଁ ପାଖରେ ଯାଇ ସାହାଯ୍ୟ ମାଗିଲା । ପୀଡିତ ଅନୁଯାଇ ତା ବାପା ତାକୁ ଚେନରେ ବାନ୍ଧି ବହୁତ ଦିନ ରଖିଲା ଓ କେତେ ଥର ତା ସହ ଦୁଷ୍କର୍ମ ମଧ୍ୟ କଲା, ଝିଅ ମାମୁଁ ଅନୁଯାଇ ଝିଅ ବାପା ବହୁତ ଝଗଡା କରୁଥିଲା ଯାହା ଫଳରେ ଝିଅ ମାଁ ହଇରାଣ ହୋଇ ଝିଅ ବାପାକୁ ଛାଡି ୭ବର୍ଷ ତଳେ ଝିଅର ମାମୁଁ ଘରୁକୁ ପଳେଇଲେ ।

 

ମାଁ ଗଲା ପରେ ମଧ୍ୟ ଝିଅ ନିଜ ବାପା ସହ ଥିଲା, ଝିଅ ଅନୁଯାଇ ଥରେ ସେ ଗୋଟେ ମହିଳା ସହ ନିଜ ବାପାକୁ ସମ୍ବନ୍ଧ ବନଉଥିବା ଅବସ୍ଥା ରେ ଦେଖିଥିଲା, ଯାହା ପରେ ତା ବାପା ତାକୁ ଲୁହା ଚେନରେ ବାନ୍ଧି ରଖିଲା ଓ ତା ସହ ଲଗାତାର ଦୁଷ୍କର୍ମ କଲା । ଏହି ଘଟଣା ପାଇଁ ପୋଲିସ ବହୁତ ପ୍ରକାର କାରଣ ଦେଇ ବାପା ଉପରେ କେସ କରିଛନ୍ତି, ପୋଲିସ କହିବା ଅନୁଯାଇ ଘଟଣା ଯାଞ୍ଚ ଚାଲିଛି ଏବଂ ବହୁତ ଶୀଘ୍ର ଆରୋପି ଧରା ପଡିବ ଏବଂ ଆଇନ କାର୍ଯ୍ୟ ଆରମ୍ଭ ହେବ । ବର୍ତ୍ତମାନ ସେହି ଲୋକ ଫେରାର ଅଛି ।

Related Articles

Leave a Reply

Your email address will not be published. Required fields are marked *

Back to top button