ବିବାହର ପ୍ରଥମ ରାତିରେ ସ୍ତ୍ରୀର ଏହି ଅବସ୍ତା ଦେଖିକି ସ୍ଵାମୀର ଉଡିଗଲା ହୋସ-
ବାହାଘରରେ ସ୍ତ୍ରୀ ଠାରୁ ବେସି ସ୍ଵାମୀ ଖୁସିରେ ଥାଏ । କିନ୍ତୁ ଥରେ ଭାବନ୍ତୁ ଯଦି ବାହାଘର ରାତିରେ ବରକୁ ଏମିତି କିଛି ଜାଣିବାକୁ ମିଳିବ ଯାହା ଶୁଣି ତାର ହୋସ ଉଡିଯିବ । ଠଠିଆ ଥାନାର ସୁଖୀ ଗାଁ ଝିଅର ବାହାଘର କାନପୁରରେ ରହୁଥିବା ଏକ ପୁଅ ସହିତ ଠିକ ହୋଇଥିଲା । ୧୩ ମଇରେ ସେ ଦୁହିଁଙ୍କ ବାହାଘର ହୋଇଥିଲା । ଆପଣ ଏହି କଥା ଶୁଣିକି ଆଶ୍ଚର୍ଯ୍ୟ ହୋଇଯିବେ କି ଯେବେ ପ୍ରଥମ ଥର ପାଇଁ ବର ତା ସ୍ତ୍ରୀକୁ ଦେଖିବାକୁ ଗଲା ତାର ହୋସ ଉଡିଯାଇଥିଲା । ବାହାଘର ସରିବା ପରେ କନ୍ୟା ବର ଘରକୁ ଯିବା ପରେ, ବର ବାହାଘରର ପ୍ରଥମ ରାତି ପାଇଁ ବହୁତ ଖୁସିଥିଲା କିନ୍ତୁ ସେ ଯେତେବେଳେ ତା ରୁମକୁ ଯାଇକି ତା ସ୍ତ୍ରୀର ଓଢଣା ଉଠେଇକି ଦେଖିଲା ତାର ହୋସ ଉଡିଗଲା ।
ତାର ବାହାଘର ଗୋଟେ କିନ୍ନର ସହ ଠିକ ହେଇଥିଲା । ସେ ଏହି କଥା ପ୍ରଥମେ ତା ଭାଉଜକୁ ଯାଇକି କହିଥିଲା । କନ୍ୟାଟି ଏହି କଥା ଟି ଜାଣିଥିଲା କି ସେ ଗୋଟେ କିନ୍ନର ଅଟେ, ଯେବେ ସେ ପୁଅଟି ସମସ୍ତଙ୍କୁ ଏହି କଥାଟି ଜଣାଇଲା, ସବୁ ସେହି ଘଟଣାର ସମାଧାନ କରିବାରେ ଲାଗିଲେ, ଝିଅ ବାଲା କହିଥିଲେ କି ପୁଅ ସହିତ ତାଙ୍କ ଛୋଟ ଝିଅର ବାହାଘର କରିଥାନ୍ତେ । କିନ୍ତୁ ଝିଅଘର ବାଲା ଏହି କଥାରୁ ବାହାରି ଯାଇଥିଲେ ।
ଏହି ମାମଲାକୁ ନେଇକି ଥରେ ୨ ଥର ଶନିବାରକୁ ପଞ୍ଚାୟତ ବସେ । ଏହି ମାମଲା ପଞ୍ଚାୟତରେ ପୁଅ ପକ୍ଷଙ୍କ କଥାକୁ ଝିଅ ପକ୍ଷ ବାଲା ମାନୁଛନ୍ତି କି ନାହିଁ । ପୋଲିସ ଏହି ମାମଲାକୁ ନେଇକି ଯାଞ୍ଚ ଆରମ୍ଭ କରିଦେଇଛି ଓ ଦୁଇ ପକ୍ଷର କଥାକୁ ସମାଧାନ କରିବାକୁ ଲାଗିଛି । ଆଶା କରୁଛୁ ଆମ ଦ୍ଵାରା ମିଳୁଥିବା ଖବର ଗୁଡିକ ଆପଣଙ୍କୁ ପସନ୍ଦ ଆସୁଥିବା । ଏହି ଘଟଣାକୁ ନେଇ ଆପଣଙ୍କ ମତ ନିଶ୍ଚୟ କମେଣ୍ଟ କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।