ସ୍ୱାସ୍ଥ୍ୟ

ନାଡି ଗୁଡିକରୁ ଅପରିଷ୍କାର ପଦାର୍ଥ ବାହାର କରିଥାଏ ଏହି ପ୍ରଭାବଶାଳି ଉପାୟ- ନିଶ୍ଚୟ ଦେଖନ୍ତୁ

ଆମେ ସମସ୍ତେ ଏହି କଥା ଜାଣିଛୁ ଯେ ପେଟ ଆମ ଶରୀର ବହୁତ ମହତ୍ଵପୂର୍ଣ ଅଙ୍ଗ ଅଟେ, ପେଟ ଯଦି କୌଣସି ପ୍ରକାର ଖରାପ ହୋଇ ଥାଏ ତେବେ ଏହା ଆମ ଶରୀର ଉପରେ ପ୍ରଭାବ ପକାଇ ଥାଏ । ଆଜି ପେଟ ସମସ୍ଯା ବହୁତ ସାମାନ୍ୟ ହୋଇ ଯାଇଛି, ଲୋକ ନିଜ ଭୁଲ ଲାଇଫଷ୍ଟାଇଲ ଓ ଖରାପ ଖାଦ୍ୟ ପାଇଁ ନିଜ ଦେହ ଖରାପ କରୁଛନ୍ତି । ପେଟ ସମସ୍ୟା ଦ୍ଵାରା ଅଲଗା ରୋଗ ହେଉ ଅଛି, ଆସନ୍ତୁ ଆଜି ଆମେ ଏମିତି ଗୋଟେ ଉପାୟ ବିଷୟରେ ଜାଣିବା ଯାହା ଦ୍ଵାରା ନାଡି ଓ ପେଟ ସବୁ ପ୍ରକାର ଅପରିଷ୍କାର ପଦାର୍ଥ ବାହାର ହୋଇ ଥାଏ ।

ଏହି ଉପାୟ ଗୁଡିକ ଦ୍ଵାରା ଆପଣ ନିଜ ପେଟ ଓ ନାଡି ସଫା ରଖି ପାରିବେ :

 

–      ନାଡି ଆମ ପାଚନ ତନ୍ତ୍ର ଏମିତି ଗୋଟେ ମହତ୍ଵପୂର୍ଣ ଭାଗ ଯାହା ଦ୍ଵାରା ଶରୀର ବିଷାକ୍ତ ପଦାର୍ଥ ବାହାର ହୋଇଥାଏ, ନାଡି ଅପରିଷ୍କାର ପଦାର୍ଥ ବାହାର କରିବା ପାଇଁ ଦିନକୁ ୮-୧୦ଗ୍ଳାସ ପାଣି ନିଶ୍ଚିନ୍ତ ପିୟନ୍ତୁ । ପାଣି ନାଡି ସଫା ପାଇଁ ଔଷଧ ପରି କାମ କରି ଥାଏ ଏବଂ ଶରୀର ଅପରିଷ୍କାର ପଦାର୍ଥ ବାହାର କରି ସବୁ ପ୍ରକାର ରୋଗରୁ ମୁକ୍ତ କରିଥାନ୍ତି ।

 

–      ଶରୀର ଅପରିଷ୍କାର ପଦାର୍ଥ ଦୂର କରିବା ପାଇଁ ମହୁ ରାମବାଣ ପରି କାମ କରିଥାଏ, ସବୁ ଦିନ ସକାଳେ ଉଷୁମ ପାଣିରେ ଗୋଟେ ଚାମଚ ମହୁ ମିସେଇ ପିଇଲେ ଶରୀର ବିଷାକ୍ତ ପଦାର୍ଥ ବାହାର ହୋଇ ଥାଏ, ଏହା ନାଡି ଅପରିଷ୍କାର ଦୂର କରିବା ପାଇଁ ସବୁ ଠାରୁ ଭଲ କାମ କରିଥାଏ ।

 

–      ନାଡି ଓ ପେଟ ସଫା କରିବା ପାଇଁ ସବୁ ଦିନ ଗୋଟେ ଗ୍ଲାସ ସେଉ ରସ ଓ ଗୋଟେ ଚାମଚ୍ଚ ଲେମ୍ବୁ ରସ ପକାଇ ପିଅନ୍ତୁ, ଏହା ଦ୍ଵାରା ଆପଣଙ୍କ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ । ଏହା ଦ୍ଵାରା ଶରୀର ସୁସ୍ଥ ହୋଇଥାଏ, ଦିନ ଆରମ୍ଭ ଯଦି ସେଉ ରସ ଠାରୁ ହୁଏ ତେବେ ଦେହ ସୁସ୍ଥ ହୋଇଥାଏ ।

 

–      ଗୋଟେ ଗ୍ଲାସ ପାଣିରେ ଏଲୋବେରା ଜୁଷ ପିଇଲେ ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭକାରୀ ଅଟେ । ଶରୀର ଫ୍ୟାଟ ମଧ୍ୟ ଏଲୋବେରା କମ କରିଥାଏ, ସବୁ ଦିନ ସକାଳେ ଏହା ପିଇଲେ ପେଟ ଓ ନାଡି ରୋଗରୁ ମୁକ୍ତି ମିଳି ଥାଏ ।

–      ଯଦି କୌଣସି ଲୋକ ସବୁବେଳେ ପେଟ ସମସ୍ୟାରୁ ଗ୍ରସ୍ତ ଅଛି ତେବେ ସବୁବେଳେ ନିଜ ଖାଦ୍ୟ ସହ ଦହି ଖାଇବା ଉଚିତ ଅଟେ, ଏହା ସେବନ ଦ୍ଵାରା ଆପଣ ବହୁତ ପ୍ରକାର ପେଟ ସମସ୍ୟା ଠାରୁ ଦୂରେଇ ରହି ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button