ଶାଢୀ ପିନ୍ଧିଲେ ଝିଅ ମାନଙ୍କ ସୁନ୍ଦରତା ଦୁଇଗୁଣ ବଢିଯାଏ କାହିଁକି ? କାରଣ ଜାଣି ଆଶ୍ଚର୍ଯ୍ୟ ହେବେ…

ଆମ ଭାରତୀୟ ସଂସ୍କୃତିରେ ସମସ୍ତ ପ୍ରକାର ବସ୍ତ୍ର ମଧ୍ୟରୁ ଶାଢୀକୁ ପ୍ରଥମ ପ୍ରାଧ୍ୟାନ୍ୟ ଦିଆ ଯାଇଛି । ଏହା ଧୀରେ ଧୀରେ ଅନ୍ୟ ଦେଶକୁ ବ୍ୟାପୀ ଏବେ ବିଦେଶରେ ମଧ୍ୟ ଲୋକମାନେ ଶାଢୀ ପିନ୍ଧିବାକୁ ପସନ୍ଦ କଲେଣି । ଯଦି ଆପଣ କେବେ ଧ୍ୟାନ ଦେଇଥିବେ ତେବେ ଦେଖିଥିବେ ଶାଢୀ ପିନ୍ଧିବା ପରେ ଝିଅ ମାନେ ଅଧିକ ସୁନ୍ଦର ଦେଖା ଯାଆନ୍ତି । ଯଦି କୌଣସି ଝିଅ ଦେଖିବାକୁ ଏତେ ସୁନ୍ଦର ହେଇ ନଥିବ ତେବେ ଶାଢୀ ପିନ୍ଧିବା ପରେ ସେମାନେ ଅଧିକ ଆକର୍ଷିତ ନଜର ଆସିଥାନ୍ତି ।
ଏହି କଥାର ପ୍ରାକ୍ଟିକାଲ ଆପଣ ନିଜେ କରି ପାରିବେ । ଆପଣ କୌଣସି ଠିକ ଠାକ ଦେଖା ଯାଉଥିବା ଝିଅକୁ ଶାଢୀ ପିନ୍ଧାଇ ଦିଅନ୍ତୁ ଦେଖିବେ ସେ କିପରି ସୁନ୍ଦର ଦେଖା ଯାଉଛି ।
କିନ୍ତୁ ଆପଣଙ୍କୁ ଶାଢୀ ପିନ୍ଧିବାର ପ୍ରକୃତ ପଦ୍ଧତି ଜଣା ଥିବା ଆବଶ୍ୟକ । ଏବେ ଆମେ ଜାଣିଗଲେ ଯେ ଝିଅମାନେ ଶାଢୀ ପିନ୍ଧିବା ଦ୍ଵାରା ଅଧିକ ସୁନ୍ଦର ଦେଖା ଯାନ୍ତି । କିନ୍ତୁ କଣ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଏପରି କାହିଁକି ହୁଏ ? ଏହା ପଛର ରହସ୍ୟ କଣ ? ତେବେ ଆସନ୍ତୁ ଆମେ ଏହା ପଛର ରହସ୍ୟ ବିଷୟରେ ଜାଣିବା । ଯେତେବେଳେ କୌଣସି ଝିଅ ଶାଢୀ ପରିଧାନ କରେ ତେବେ ତାର ଶରୀରର ଅଣ୍ଟା ବାହାରକୁ ଦେଖାଯାଏ, ଯାହା ଆକର୍ଷଣର ମୁଖ୍ୟ କେନ୍ଦ୍ର ହେଇଥାଏ । ଶାଢୀ ପିନ୍ଧା ଝିଅମାନେ ସୁନ୍ଦର, ଏବଂ ଯବାନ ଦେଖା ଯାଆନ୍ତି ।
ଏମାନଙ୍କ ମଧ୍ୟରେ ଶାଳୀନତା ଆସି ଯାଇଥାଏ । ଶାଢୀ ଉପରେ ଖୋଲା ଚୁଟି ଶୋଭା ପାଇଥାଏ । ଶାଢୀ ସହ ସେମାନେ ହାତରେ ଚୁଡି ଓ ବେକରେ ଅଳଙ୍କାର ପିନ୍ଧିବାରୁ ସେମାନେ ଆହୁରି ଅଧିକ ସୁନ୍ଦର ଦେଖା ଯାଆନ୍ତି । ପୁରୁଷ ମାନେ ଶାଢୀ ପିନ୍ଧିଥିବା ଝିଅଙ୍କୁ ଅଧିକ ପସନ୍ଦ କରିଥାନ୍ତି । ଅଧିକତଃ ସେମାନେ ଯେତେବେଳେ କୌଣସି ଝିଅକୁ ଅଧିକ ସମୟ ଧରି ଜୀନ୍ସ ବା ସଲ୍ୱାରରେ ଦେଖିଥିବେ ଏବଂ ଅଚାନକ ଶାଢୀରେ ଦେଖିବେ ତେବେ ସେମାନେ ଅଧିକ ଆକର୍ଷିତ ହେଇଥାନ୍ତି । ଏଥିପାଇଁ ଆମେ ଆମର ଏହି ଭାରତୀୟ ସଂସ୍କୃତି ଉପରେ ଗର୍ବ କରିବା ଉଚିତ ।




