ଭୂତ ପ୍ରେମରେ ପାଗଳ ଏହି ମହିଳା, ଦେବାକୁ ଚାହୁଁଛି ତାର(ଭୂତ) ସନ୍ତାନ କୁ ଜନ୍ମ

ଇଂଲେଣ୍ଡ ରୁ ଗୋଟେ ଅଦ୍ଭୂତ ପ୍ରେମ କାହାଣୀ ସାମ୍ନା କୁ ଆସିଛି, ଏହି କାହାଣୀ କୁ ଜାଣିଲା ପରେ ଆପଣ ବି କହିବେ ଟ୍ଵିଷ୍ଟ କାହାଣୀ ରେ ନୁହେଁ ପ୍ରେମୀ ରେ ଅଛି । ଖବର ଅନୁଯାଇ ଜଣେ ମହିଳା ଗୋଟେ ଭୂତ ପ୍ରେମ ରେ ଦିବାନି ହୋଇ ଯାଇଛନ୍ତି, ତାଙ୍କ ଇଛା ଅଛି କି ସେ ଗୋଟେ ଭୂତ ବେବି କୁ ଜନ୍ମ ଦେବେ । କୁହାଯାଉଛି କି ଏହି ମହିଳାଙ୍କ ନା ଏମଥିସ୍ତ ଋଲ୍ମ ଅଟେ ।
ମଣିଷ କୁ ଛାଡି ଭୂତ ସହ ସମ୍ବନ୍ଧ :
ବର୍ଷ ବର୍ଷ ଧରି ଭୂତଙ୍କ ସହ ସମ୍ବନ୍ଧ :
ଋଲ୍ମଙ୍କ ଅନୁଯାଇ ସେ ୧୧ବର୍ଷ ରୁ ଭୂତଙ୍କ ସମ୍ପର୍କ ରେ ରହି ସାରିଛନ୍ତି । ତାଙ୍କ କହିବା ଅନୁଯାଇ ସେ ଭୂତଙ୍କ ଉପସ୍ଥିତି ଭଲ ଭାବ ରେ ଜାଣି ପାରନ୍ତି । ଦିନେ ଋଲ୍ମ ବାହାରେ ବଗିଚା ପାଖ ରେ ମୌଷମ ର ମଜା ନେଉଥିଲେ ସେହି ସମୟ ରେ ତାଙ୍କୁ କିଛି ଅନୁଭବ ହେଲା କାହାର ଉପସ୍ଥିତି ଏବଂ ସେ ବୁଝି ଗଲେ କି ତାଙ୍କ ଜୀବନ ରେ ପ୍ରେମ ର ଆଗମନ ହୋଇଯାଇଛି, ଋଲ୍ମ ଏବେ ନିଜ ଭୂତ ପ୍ରେମୀ ସହ ବହୁତ ଖୁସି ରେ ଅଛନ୍ତି ।
ଋଲ୍ମ ଅନୁସାରେ ସେ କେବେ ନିଜ ଭୂତ ପ୍ରେମୀ କୁ ଦେଖି ନାହାନ୍ତି କିନ୍ତୁ ତାଙ୍କୁ ଅନୁଭବ କରନ୍ତି ଏବଂ ବହୁତ ଭଲ ମଧ୍ୟ ପାଆନ୍ତି । ସେ ନିଜ ଭୂତ ପ୍ରେମୀ ସହ ବହୁତ ଇଣ୍ଟିମେଟ ରିଲେସନ ରେ ଅଛନ୍ତି ଏବଂ ନିଜ ଘୋଷ୍ଟ ବେବି କୁ ଜନ୍ମ ଦବାକୁ ଚାହାଁନ୍ତି ।




