ଣ ଆପଣ କହିପାରିବେ କେତେ ବୟସ ଏହି ମହିଳାଙ୍କର? ସତ ଜାଣିଲେ ଏହାର ଦିବାନା ହୋଇଯିବେ

ଆମର ପୂର୍ବପୁରୁଷ ମାନେ ଶୁଦ୍ଧ ଓ ତଟକା ଖାଦ୍ୟ ଖାଉଥିଲେ, ସେଥିପାଇଁ ସେମାନଙ୍କର ସ୍ୱାସ୍ଥ୍ୟ ସବୁବେଳେ ସୁସ୍ଥ ରହୁଥିଲା । କିନ୍ତୁ ଏବେର ସମୟରେ ଆମେ ରସାୟନ ଭରା ଖାଦ୍ୟ ଖାଉଛୁ ଯାହାଫଳରେ ଆମେ ସ୍ୱଳ୍ପ ବୟସରେ ମଧ୍ୟ ବୟସ୍କଙ୍କ ପରି ଦେଖାଯାଉଛୁ । କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି ଯାହାଙ୍କୁ ଆମେ ଦେଖିଲେ ତାଙ୍କ ବୟସ ଅନୁମାନ କରିପାରିବା ନାହିଁ ।
ତାଙ୍କର ପ୍ରକୃତ ବୟସ ଜାଣିଲେ ଆମେ ନିଜ ଚକ୍ଷୁକୁ ବିଶ୍ଵାସ କରିପାରିବା ନାହିଁ । ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।
ତାଙ୍କର କହିବା ମୁତାବକ ତାଙ୍କ ସୁନ୍ଦରତାର ରହସ୍ୟ ହେଉଛି ତାଙ୍କର ନିୟମିତ ପହଁରିବା ଏବଂ ବ୍ୟାୟମ କରିବା । ତାଙ୍କ ମତରେ ନିୟମିତ ବ୍ୟାୟମ କରିବାଦ୍ବାରା ସେ ୮୦ବର୍ଷ ବୟସରେ ମଧ୍ୟ ଯୁବତୀଙ୍କ ପରି ଦେଖାଯିବେ । ତାଙ୍କର ଏହି ଫୋଟୋ କୁ ନେଇ ତାଙ୍କୁ ବହୁତ ପ୍ରଶଂସା ମିଳିବା ସହ କିଛି ଲୋକ ତାଙ୍କ ଭଳି ସୁନ୍ଦର ହେବାକୁ ଚାହୁଁଛନ୍ତି ବୋଲି ମଧ୍ୟ କହିଛନ୍ତି ।
ସେ ଏ ବୟସରେ ବି ଏତେ ଫିଟ ଏବଂ ସୁନ୍ଦର ଅଛନ୍ତି ଯେ ଯିଏ ତାଙ୍କୁ ତାଙ୍କ ପୁଅ ସହ ଦେଖୁଛି ସେ ତାଙ୍କୁ ତାଙ୍କର ବୟଫ୍ରେଣ୍ଡ ବୋଲି ଭାବୁଛନ୍ତି । ତାଙ୍କ ପୁଅ ମଧ୍ୟ ୨୨ ବର୍ଷର ଅଟନ୍ତି ଓ ସେ ଜଣେ ଆସିଷ୍ଟାନ୍ଟ ଭାବେ ଫିଲ୍ମ ଇନଡସ୍ଟ୍ରି ରେ କାମ କରୁଛନ୍ତି ।