୩ ବର୍ଷ ପାଇଁ ବ୍ୟାନ୍ ହୋଇଥିଲେ ଏହି ଅଭିନେତ୍ରୀ- ବିବାହିତ ଅଭିନେତାଙ୍କ ସହ ସମ୍ବନ୍ଧ ରଖିବା ଅଭିଯୋଗରେ, ଦେଖନ୍ତୁ ସେ କିଏ

ବଲୀଉଡ ଅଭିନେତା ଓ ଅଭିନେତ୍ରୀ ମାନେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି କେତେ ବେଳେ ସେମାନଙ୍କ ଫିଲ୍ମ ପାଇଁ ତ କେତେବେଳେ ସେମାନଙ୍କ ସମ୍ପର୍କ ପାଇଁ । ତେବେ ଆଜି ଆମେ ଆପଣଙ୍କୁ ଏକ ଏଭଳି ଅଭିନେତ୍ରୀ ବିଷୟରେ କହିଉ ଯିଏ ଜଣେ ବିବାହିତ ଅଭିନେତା ସହ ସମ୍ପର୍କ ରଖିବାରୁ ତାଙ୍କ କ୍ୟାରିୟର ଉପରେ ଖରାପ ପ୍ରଭାବ ପଡିଥିଲା । ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରୀ ୩ ବର୍ଷ ପାଇଁ ବ୍ୟାନ କରିଥିଲେ ।
ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ କିଏ –
ତେବେ ଆଜି ଆମେ ତାଙ୍କ ନିଜି ଜୀବନ ବିଷୟରେ କିଛି ଖାସ କଥା କହିବୁ ଯାହା ପ୍ରାଏ ଖୁବ କମ ଲୋକ ଜାଣିଛନ୍ତି । ସେ ଜଣେ ସାଉଥ ର ନାମୀ ଦାମୀ ଅଭିନେତାଙ୍କ ସହ ସମ୍ପର୍କ ରଖିଥିଲେ ଏବଂ ସେଥିପାଇଁ ତାଙ୍କ ଉପରେ କେସ ମଧ୍ୟ ହୋଇଥିଲା ଓ ତାଙ୍କୁ ୩ ବର୍ଷ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀ ବ୍ୟାନ କରିଥିଲା ।
ସେହି ଅଭିନେତା ଔ କେହି ନୁହେଁ ସେ ହେଉଛନ୍ତି ସାଉଥ ର ଏକ ଲୋକପ୍ରିୟ ଅଭିନେତା ଦର୍ଶନ । ଦର୍ଶନ ଆଗରୁ ବିବାହିତ ଥିଲେ । ସେମାନକ ଅଫେୟାର ବିଷୟରେ ଯେବେ ଦର୍ଶନ ଙ୍କ ପତ୍ନୀ ଜଣାଇଲେ ସେ ନିକିତାଙ୍କ ନାଁ ରେ ଅଭିଯୋଗ କରିଥିଲେ । ଏହା ପରେ ତାଙ୍କୁ ୩ ବର୍ଷ ପାଇଁ ଫିଲ୍ମ ଆସୋସିଏଶନ ବ୍ୟାନ କରିଥିଲେ ।
କିନ୍ତୁ ଏହା ବେସୀ ଦିନ ଗଲା ନାହିଁ ତାଙ୍କୁ ତାଙ୍କ ଅନ୍ୟ ସାଥି ମାନଙ୍କର ସହଯୋଗ ମିଳିଲା ଓ ସମର୍ଥନ ମଧ୍ୟ ମିଳିଲା । ଯାହା ଫଳରେ ବ୍ୟାନ ଲାଗିବାର କେବଳ ୪ଦିନ ପରେ ହିଁ ଏହା ଉଠାଇ ଦିଆଗଲା ।