ଦେଶ- ବିଦେଶ

ଗଙ୍ଗା ଜଳ ପରି ପବିତ୍ର ହୋଇଥାନ୍ତି ଏହି 5 ଟି ନାମର ଝିଅ, ଏମାନଙ୍କୁ ବିବାହ କଲେ ଜୀବନ ହେଇଯାଏ ସ୍ଵର୍ଗ ପରି ସୁନ୍ଦର

ସୂଚନା ଅନୁସାରେ ଝିଅମାନେ ମା ଲକ୍ଷ୍ମୀଙ୍କର ଅଂଶ ହୋଇଥାନ୍ତି । ଏହି ଝିଅମାନଙ୍କର ମନର କଥାକୁ ଜାଣିବା ଏତେ ସହଜ ହୋଇନଥାଏ । ଆପଣମାନେ ଗୋଟିଏ କଥା ନିହାତି ଭାବରେ ଜାଣିଥିବେ । ଭଗବାନ ମଧ୍ୟ ନାରୀମାନଙ୍କର ମାୟା ବୁଝିପାରିଲେ ନାହିଁ । ତେବେ ଏହି ଦୁନିଆର ସାଧାରଣ ମନୁଷ୍ୟ କିଭଳି ଭାବରେ ନାରୀକୁ ବୁଝିପାରିବ । ଆଜି ଆପଣମାନେ ୫ଟି ଅକ୍ଷରରୁ ଆରମ୍ଭ ଝିଅର ନାମ ବିଷୟରେ ଜାଣିବେ । ଯେଉଁମାନଙ୍କର ଚରିତ୍ର ଗଙ୍ଗା ଭଳି ପବିତ୍ର ହୋଇଥାଏ ।

 

ଯେଉଁମାନଙ୍କର ନାମର ପ୍ରଥମ ଅକ୍ଷର B ରୁ ଆରମ୍ଭ ହୋଇଥାଏ । ସେହି ଝିଅମାନେ ବହୁତ ଶାନ୍ତ ଓ ଧୀର ସ୍ଵଭାବର ହୋଇଥାନ୍ତି । ଏହି ଝିଅମାନେ ତାଙ୍କର ଜୀବନସାଥିକୁ ବହୁତ ହିଁ ଅଧିକ ଜୀବନସାଥିର ହାତ ଛାଡି ଅନ୍ୟର ହାତ ଧରିନଥାନ୍ତି । ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର N ରୁ ଆରମ୍ଭ ହୋଇଥାଏ । ସେହି ଝିଅମାନେ ବହୁତ ବୁଦ୍ଧିମତୀ ହୋଇଥାନ୍ତି । ସେମାନେ ତାଙ୍କ ଘର ପରିବାରକୁ ଭଲ ପାଇବା ସହିତ ଏଭଳି କିଛି କାମ କରିନଥାନ୍ତି । ଯେଉଁଥି ପାଇଁ ତାଙ୍କ ସ୍ଵାମୀ ତଥା ପରିବାରର ନାମ ତଳେ ପଡିବ ।

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର P ହୋଇଥାଏ । ସେହି ଝିଅମାନେ ସମସ୍ତଙ୍କ ଭାବନାକୁ ବହୁତ ଅଧିକ ସମ୍ମାନ ଦେଇଥାନ୍ତି । ସେହି ଅକ୍ଷରରୁ ଆରମ୍ଭ ଝିଅମାନେ ସମସ୍ତଙ୍କୁ ସ୍ନେହର ସମ୍ପର୍କ ଡୋରୀରେ ବାନ୍ଧି ରଖିବାକୁ ଭଲ ପାଇଥାନ୍ତି । କାହା ମନକୁ କୌଣସି କଥା କହି ଆଘାତ ଦେବା ପାଇଁ ଏହି ଝିଅମାନେ ପସନ୍ଦ କରିନଥାନ୍ତି । ଏମାନଙ୍କର ଚରିତ୍ର ବହୁତ ସଫା ହୋଇଥାଏ ।

 

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର V ରୁ ଆରମ୍ଭ ହୋଇଥାଏ । ସେମାନଙ୍କର ସ୍ବଭାବରେ କିଛି ମଧ୍ୟ ଖରାପ ନଥାଏ । ଏମାନେ ସାଧରଣତଃ ଲାଜକୁରୀ ପ୍ରକୃତିର ହୋଇଥାନ୍ତି । ଏହି ଝିଅମାନେ ନିଜ ଘର ପରିବାରଙ୍କର ସବୁ ଇଚ୍ଛାକୁ ପୂରଣ କରିବା ପାଇଁ ବହୁତ ପସନ୍ଦ କରିଥାନ୍ତି ।

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର Y ରୁ ଆରମ୍ଭ ହୋଇଥାଏ ।ସେମାନେ ତାଙ୍କର କଥା ଓ ବ୍ୟବହାର ଦ୍ଵାରା କାହାର ମନକୁ କଷ୍ଟ ଦେଇନଥାନ୍ତି । ଏହି ଅକ୍ଷରର ନାମର ଝିଅ ବହୁତ କମ୍ ଥାନ୍ତି କିନ୍ତୁ ଯେତିକି ମଧ୍ୟ ଥାନ୍ତି ସେମାନଙ୍କ ଗୁଣ ତୁଳସୀ ଭଳି ପବିତ୍ର ହୋଇଥାଏ । ଏହି ଝିଅମାନେ ନିଜର ସ୍ଵାମୀକୁ ବହୁତ ଭଲ ପାଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button