ଭଉଣୀ ସହ ହେଲା ଏମିତି କିଛି କି, ଶେଷରେ ଭାଇକୁ ବାହା ହେବାକୁ ପଡିଲା ଭଉଣୀକୁ-

କଳିଯୁଗରେ କଣ ବା ଅସମ୍ଭବ । ଆଜିକାଲି ସମଯରେ ସବୁ କିଛି ହେଉଛି । ଏମିତି କି ଭାଇ ଭଉଣୀ ବି ବିବାହ କଲେଣି । କିନ୍ତୁ ଏହା ତ ଆମ ହିନ୍ଦୁ ଧର୍ମରେ ନାହିଁ । ହେଲେ ଆଜି ଆମେ ଯେଉଁ ଘଟଣା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ସେଥିରେ ଏମିତି ହିଁ କିଛି ଘଟିଛି । ଯେଉଁଠି ଏକ ଭାଇ ତା ଭଉଣୀ ସହ ବିବାହ କରିଛି । ତେବେ କଣ ପାଇଁ ଗୋଟେ ଭାଇ ତା ଭଉଣୀକୁ ବିବାହ କରିଛି ସେ ବିଷୟରେ ସଂପୂର୍ଣ୍ଣ ଜାଣିବାକୁ ଏହି ଖବରଟି ଶେଷ ପର୍ଯ୍ୟନ୍ତ ପଢନ୍ତୁ । ତେବେ ଏହି ଘଟଣା ଟି ହେଉଛି ଉତ୍ତର ପ୍ରଦେଶର ଭୋଜପୂର ଜିଲ୍ଲାର । ଯେଉଁଠି ଜଣେ ଭାଇ ତା ଭଉଣୀ କୁ ବିବାହ କରିଛି ।
ତେବେ ସେହି ଭାଇ ଓ ଭଉଣୀ ଶାରୀରିକ ସମ୍ପର୍କ ରଖୁଥିଲେ ଓ ହଠାତ ଦିନେ ଝିଅଟି ଜାଣିବାକୁ ପାଇଲା କି ସେ ମା ହେବାକୁ ଯାଉଛି, ଆଉ କାହାରି ନୁହେଁ ବରଂ ତା ଭାଇର ପିଲାର ମା ହେବାକୁ ଯାଉଛି । ଏହା ଜାଣିବା ପରେ ସେ ତାର ଭାଇକୁ ଏ ବିଷୟରେ କହି ଥିଲା । ସେମାନେ ଏହି ଲଜ୍ଜାଜନକ କଥା କାହୁକୁ ବି ନ କହି ଚୁପ ଚାପ ମନ୍ଦିରରେ ବିବାହ କରି ନେଇଥିଲେ । ସେମାନେ ସେ ଗାଁ ଛାଡି ଅନ୍ୟ ଜାଗାରେ ଯାଇ ଏକ ମଦିରରେ ଚୁପ ଚାପ ବିବାହ କରି ନିଜର ସଂସାର ବସାଇ ରହୁଛନ୍ତି । ତେବେ ଏଭଳି ଏକ ଘଟଣା ଆମକୁ ଏହା ପ୍ରାମ୍ନ କରାଉଛି ଯେ ଆଜିକାଲିର ଯୁବ ପିଢୀ କିଛି ଖରାପ କାମ କରିବା ଆଗରୁ ନିଜ ସଂପର୍କକୁ ମଧ୍ୟ ଗୁରୁତ୍ଵ ଦେଉନାହାନ୍ତି ।




