ଦେଶ- ବିଦେଶ

ରାତିରେ ଖଟରେ ନାଟ କଲେ ମହିଳା ଦେଖନ୍ତୁ କେମିତି Exclusive Video

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର, ଅନେକ ଅଞ୍ଚଳର ଆଉ ଅନେକ ଦେଶର ଏବଂ ଅନେକ ଲୋକଙ୍କର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଏମିତି ଅନେକ ଘଟଣା ଘଟୁଛି ଯାହା ଆପଣମାନେ ଜାଣି ପାରୁଛନ୍ତି ।
ଆଉ ଲୋକମାନେ ନିଜକୁ ଫେମୋସ୍ କରିବା ପାଇଁ ଏଭଳି ସବୁ କାମ କରନ୍ତି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।ଏବେ ନିଜକୁ ପ୍ରସିଦ୍ଧ କରିବା ପାଇଁ ମହିଳାମାନେ ଏଭଳି ସବୁ କାମ କରିବା ଠିକ୍ ନୁହେଁ ।
ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ଦେଖିଲେ ଆପଣମାନେ ମନରେ ଅନେକ କଥା ଭାବିବେ । ଲୋକମାନେ ଏମିତି ସବୁ କାମ କରିବା ପୂର୍ବରୁ ଟିକେ ଭାବୁ ନାହାଁନ୍ତି ଆଉ ନିଜ ଇଜ୍ଜତ କଥା ବି ଭାବୁ ନାହାନ୍ତି । ଆଉ ନିଜକୁ ଫେମୋସ୍ କରିବା ପାଇଁ ଏଭଳି ସବୁ କାମ କରିବା ଠିକ୍ ନୁହେଁ ।
ଜଣେ ବିବାହିତା ମହିଳା ହୋଇ ଏଭଳି ଭିଡିଓ କରିବା ଠିକ୍ ନୁହେଁ । ଆଜିକାଲି ବିବାହିତା ମହିଳାମାନେ ଏଭଳି ଅନେକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ମହିଳା ଭ୍ଳଗ ଭିଡିଓ କରିଛନ୍ତି ।
ଏବେ ତ ୟୁଟ୍ୟୁବରେ ଆପଣମାନେ ଅନେକ ଘରର କଥା ଜାଣି ପାରୁଥିବେ । କାରଣ ସେମାନେ ଭ୍ଲଗ ଭିଡିଓ ବନାଇ ତାଙ୍କ ଘରର କାମ, ଆଉ ଘରର ସବୁ କଥା କହିଥାନ୍ତି ଆଉ ଦେଖାଇଥାନ୍ତି । ଏବେ ଏହି ଭିଡିଓରେ ମହିଳା ଜଣକ କହିଛନ୍ତି ରାତିରେ ତାଙ୍କ ସ୍ବାମୀ ଆସିଲେ ଆଉ ଖଟ ଉପରେ ତାଙ୍କ ସହ ଗେଲ ଲାଗିଲେ ।
ଆଉ ଏହାପରେ ସେମାନେ ଶୋଇ ପଡ଼ିଲେ । ତାଙ୍କମାନଙ୍କୁ ସକାଳୁ ଉଠିବା ସମୟରେ ଲେଟ୍ ହୋଇଗଲା । ସେମାନେ ୮ ଟା ସମୟରେ ଉଠିଲେ । ଆଉ ସେ ରାତି ସାରା ଯାହା କରିଥିବେ ତାହା ତ ଆପଣମାନେ ସମସ୍ତେ ଜାଣି ପାରୁଥିବେ ।
ସେହି ମହିଳା ଜଣକ କହିଛନ୍ତି କି ତାଙ୍କ ବିଛଣା ପୁରା ଅସଜଡା ହୋଇ ଯାଇଛି । ଆଉ ସେହି ମହିଳା ଏହାକୁ ସଜାଡୁ ଥିବାର ଭିଡିଓ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଆଉ ସେ ତାଙ୍କ ସ୍ଵାମୀଙ୍କ ପାଇଁ ସକାଳ ଜଳଖିଆ ବନାଇ ଦେଇଛନ୍ତି । ତାଙ୍କ ସ୍ଵାମୀ ଗାଧୋଇବାକୁ ଯାଇଛନ୍ତି
ସେ ଖାଇ କରି ଅଫିସ ଯାଇ ସାରିବା ପରେ ବାକି କାମ ସେ କରିବେ ବୋଲି ଏହି ଭିଡିଓରେ କହିଛନ୍ତି । ମହିଳା ଜଣକ ଖଟ ସଜାଡ଼ିବା ପାଇଁ କହିବା ଏହି ଭିଡ଼ିଓରେ ଏକ ଅଲଗା ପ୍ରକାରର କଥା ସୃଷ୍ଟି କରୁଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏହି ଭିଡିଓ ଏବେ ଭାଇରାଲ ହେଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button