ଦେଶ- ବିଦେଶ

ଗୋଟେ ଝିଅ ଶୌଚାଳୟରୁ ଶେୟାର କଲା ଏମିତି କିଛି ଫୋଟୋ, ଯାହା ସାରା ଦେଶରେ କରିଦେଲା ଚହଳ

ଆମେରିକାର ନ୍ୟୁୟର୍କ ସ୍ତିତ ଏକ ପବରେ ହିନ୍ଦୁ ଦେବୀ ଦେବତାଙ୍କ ଅପମାନର ଖବର ଆସୁଛି ! ହାଉସ ଅଫ ଏସ ପବର ଥିବା ଭିଆଇପି ଶୌଚାଳୟରେ ଦେବୀ ଦେବତାଙ୍କ ଫୋଟୋ ଲଗାଇକି ହିନ୍ଦୁ ଧର୍ମର ମଜାକ ଉଡା ଯାଇଛି ! ଭାରତୀୟ ମହିଳା ଅଙ୍କିତା ମିଶ୍ର ପବରେ ଯେତେବେଳେ ଏହିଭଳି ଅପ୍ପତିଜନକ କରୁ କାର୍ଯ୍ୟ ଦେଖିଲେ, ସେ ଏକ୍ସନ ନେଇ ପବକୁ ଏକ ଇମେଲ ଦେଲେ ! ମେଲ ର ଜବାବ ଆସିଲା ଆଉ ପବ ଵାଲା କ୍ଷମା ମାଗିଲେ ! ଏହା ସହ ଦେବୀ ଦେବତାଙ୍କ ଫୋଟୋ କାଢ଼ିବାକୁ କଥା ଦେଇଥିଲେ !

ବିଭିନ୍ନ ମିଡ଼ିଆ ରିପୋର୍ଟ ଅନୁସାରେ ପବ କାନ୍ଥରେ ଭଗବାନ ଗଣେଶ, ସରସ୍ବତୀ, କାଳୀ, ଏବଂ ଶିବଙ୍କ ଫୋଟୋ ଲାଗିଥିଲା ! ଦେବୀ ଦେବତାଙ୍କ ଫୋଟୋ ଦେଖିବାପରେ ଏହି ମହିଳା ଜଣଙ୍କ ଇମେଲ ଜରିଆରେ ପବ ସହ ନିଜ ଆପତ୍ତି ଅଭିଯୋଗ କରିଥିଲେ ! ମହିଳାଙ୍କ ଇମେଲ ମିଳିବ ପରେ ପବ ରେ ହଂଗାମା ହୋଇଗଲା ! ପବ ପ୍ରଶାସନ ନିଜ ଭୁଲ ସ୍ୱୀକାର କରି ନିଜ ବୟାନ ରଖିଥିଲେ ଆଉ କହିଥିଲେ ଭାରତୀୟ ସଂସ୍କୃତିକୁ ବୁଝିବାରେ ଭୁଲ ହୋଇଯାଇଛି !

 

ଅଙ୍କିତା କହିଲେ ଏହା ସବୁ ତାଙ୍କୁ ବହୁତ ଦୁଖାଦେଲା ! ସେ ପବ କୁ ଇମେଲ ଲେଖିକି ଏହାକୁ ତୀବ୍ର ନିନ୍ଦା କରିଥିଲେ ! ଅଙ୍କିତା କହିଲେ କି ଯେତେବେଳେ ସେ ଟଏଲେଟ ପହଁଚିଲେ ତାପରେ ଚାରିଆଡେ କାନ୍ଥରେ ହିନ୍ଦୁ ଦେବା ଦେବୀ ଦେବତାଙ୍କ ଚିତ୍ର ଅଂକାହୋଇଥିଲା ଯାହା ବହୁତ ଦୁଃଖ ଦେଇଥିଲା ! ଅଙ୍କିତା କହିଥିଲେ ଏହା କୌଣସି ମନ୍ଦିର ନୁହେ ! ଏଠାରେ ମଣିଷ ଜୋତା ପିଂଧିକି ଆସନ୍ତି ଆଉ ପରିସ୍ରା କରନ୍ତି !

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button