ଦେଶ- ବିଦେଶ

ମାତ୍ର 2 ମିନିଟ ଏହାକୁ ଲଗାଇଲେ କଳା ବେକ ଏମିତି ଗୋରା ହେବ ଯେ ଦେଖିଲେ ବିଶ୍ବାସ ହେବ ନାହିଁସ୍ୱାସ୍ଥ୍ୟ

ନମସ୍କାର ବନ୍ଧୁମାନେ, ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଉପାୟ ନେଇ ଆସିଛୁ ଯାହା ଦ୍ଵାରା ଆପଣ ନିଜର କଳା ବେକ ଗୋରା କରି ପାରିବେ ମାତ୍ର 2 ମିନିଟ ରେ । ସବୁଠୁ ପ୍ରଥମେ ଏଥି ପାଇଁ ଆପଣଙ୍କୁ ଦରକାର କଫିର, କଫିରୁ ଆମକୁ କ୍ୟାଫେନ ମିଳେ ଓ ଏହା ସହ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ମିଳିଥାଏ, ଯାହା ଆମ ତ୍ଵଚାରେ ଗ୍ଲୋ ଆଣିଥାଏ । ଏହା ପରେ ଆମକୁ ଦ୍ଵିତୀୟ ସାମଗ୍ରୀ ଦରକାର ଯାହା ହେଉଛି ହଳଦୀ । ହଲଦିରେ ମଧ୍ୟ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ, ଯାହା ଆମ ତ୍ଵଚାକୁ ଗୋରା କରିଥାଏ । ଏହା ପରେ ଆମକୁ ଦରକାର ଗୋଟେ ଲେମ୍ବୁ । ଲେମ୍ବୁ ରେ ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ ସି ଥାଏ । ଯାହାକୁ ଲାଗଇଲେ ଏହା ଆମ ଶରୀର ଭିତରକୁ ଯାଇ ସମସ୍ତ ମଇଳାକୁ ବାହାର କରିଥାଏ ।

ପେଷ୍ଟ ବନେଇବେ କିପରି

ଗୋଟେ ଚାମଚ କଫି ସହ ଗୋଟେ ଚାମଚ ହଳଦୀ ନେଇ ସେଥିରେ ଫାଳେ ଲେମ୍ବୁର ରସ ଚୁପୁଡି ଦିଅନ୍ତୁ । ଏହାକୁ ଭଲ ଭାବେ ଏକତ୍ର ଫେଣ୍ଟି ଦିଅନ୍ତୁ ।

ଏହାର ବ୍ୟବହାର

ଏହା ପରେ ଆପଣ ସେହି ଲେମ୍ବୁକୁ ନିଅନ୍ତୁ ଯାହାର ରସ ଆପଣ ସେଥିରେ ଚୁପୁଡି ଥିଲେ । ତାକୁ ସେହି ବନେଇଥିବା ପେଷ୍ଟରେ ବୁଡାଇ ବା ପରେ ସେହି ଲେମ୍ବୁକୁ ନିଜ ବେକରେ 5 ରୁ 10 ମିନିଟ ପର୍ଯ୍ୟନ୍ତ ଧୀରେ ଧୀରେ ଘସନ୍ତୁ । ଘଷିବା ସମୟରେ ସେହି ରସରେ ଲେମ୍ବୁକୁ ବୁଡିବା କୁ ଭୁଲି ବେନି ।

ଏହାର ପରିଣାମ

ଏହାକୁ ଆପଣ ମାତ୍ର 2 ମିନିଟ ଘଷିବା ପରେ ଏହାର ପରିଣାମ ଦେଖିପାରିବେ । କିନ୍ତୁ ବେଶି ଭଲ ରେଜଲ୍ଟ ପାଇଁ ଏହାକୁ 5 ରୁ 10 ମିନିଟ ଘସନ୍ତୁ । 10 ମିନିଟ ଘଷିବା ପରେ ସ୍ବଚ୍ଛ ପାଣିରେ ଧୋଇଦିଅନ୍ତୁ । ଢୋଇବା ପରେ ଏହାକୁ କପଡାରେ ପୋଛି ଦିଅନ୍ତୁ । ଏହା କରିବା ପରେ ଆପଣ ନିଜେ ଜାଣି ପାରିବେ ଏଥିରେ ଦେଖା ଯାଉଥିବା ଅନ୍ତର । ସପ୍ତାହକୁ 3 ରୁ 4 ଥର ଏହାକୁ ବାରମ୍ବାର କରିବା ପରେ ଆପଣଙ୍କର କଳା ବେକ ପୁରା ଗୋରା ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button