ଦେଶ- ବିଦେଶ

ମଣିଷ ନ ସୋଇ କେତେ ଦିନ ପରେ ମରିଯିବ ? ଏହା ସହ ସାଧାରଣ ଜ୍ଞାନ ପ୍ରଶ୍ନ ଓ ଏହାର ଉତ୍ତର ଜାଣନ୍ତୁ…

ଦୁନିଆରେ ଅନେକ ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇ ବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବ୍ୟ ଜ୍ଞାନ ଆପଣଙ୍କର ନୀତିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ ।

ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥା ମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ ।

ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ତେବେ ଆପଣଙ୍କର ଜ୍ଞାନ ବଢାଇବା ଆଜି ଆମେ ଆପଣଙ୍କ ପାଇଁ କିଛି ନୂଆ ନୂଆ ସାଧାରଣ ଜ୍ଞାନ ପାଇଁ ନେଇ ଆସିଛୁ । ଛୋଟ ବେଳରୁ ହିଁ ଆମର ଜ୍ଞାନ ବୃଦ୍ଧି କରିବା ପାଇଁ ତଥା ନୂଆ ନୂଆ କଥା ବିଷୟରେ ଜାଣିବା ପାଇଁ ଶିକ୍ଷା ଦିଆଯାଇଥାଏ ।

ତେବେ ସେହିଭଳି ସାଧାରଣ ଜ୍ଞାନ ମାଧ୍ୟମରେ ମଧ୍ୟ ଆପଣ ମାନେ ବହୁତ କିଛି ଶିକ୍ଷଣୀୟ କଥା ଜାଣିବାକୁ ପାଇଥାନ୍ତି । ଦେଶ, ବିଦେଶର ଅନେକ ଜ୍ଞାନ ଆପଣ ଏହି ସାଧାରଣ ଜ୍ଞାନରୁ ହିଁ ପାଇ ଯାଇଥାନ୍ତି । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଜାଣି ନେବା ।

1- ଆମ ଶରୀରରେ କେଉଁ ଅଙ୍ଗ ମରିବା ଯାଏଁ ବଢିପାରେ ?

ଉତ୍ତର- ନାକ ।

2- କେଉଁ ଜୀବ ମାତ୍ର 16 ମିନିଟ ଯାଏଁ ସୋଇଥାଏ ?

ଉତ୍ତର- ପିମ୍ପୁଡି ।

3- ଭାରତର ସବୁଠାରୁ ଛୋଟ ରାଜ୍ୟ କେଉଁଠି ଅଛି ?

ଉତ୍ତର- ଗୋଆ ।

4- କେବେ ଓଡିଶା ର ରାଜଧାନୀ କଟକ ରୁ ଭୂବନେଶ୍ବର ହୋଇଥିଲା ?

ଉତ୍ତର- 1948 ମସିହା ରେ ।

5- ଭାରତର କେଉଁ ରାଜ୍ୟ ରେ ସ୍ଵାଧୀନତା ପରେ ଗୋଟିଏ ବି ହତ୍ୟା ହୋଇ ନାହିଁ ?

ଉତ୍ତର- ସିକ୍କିମ ।

6- ଭାରତର 14 ତମ ପ୍ରଧାନମନ୍ତ୍ରୀ କିଏ ?

ଉତ୍ତର- ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ।

7- ମଣିଷ ନ ସୋଇ କେତେ ଦିନ ପରେ ମରିଯିବ ?

ଉତ୍ତର- 11 ଦିନ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button