ରାଜ୍ୟ

ଏସସିବିରେ ୯ ଡେଙ୍ଗୁ ଆକ୍ରାନ୍ତ, ଆବଶ୍ୟକ ହେଲେ ବଢ଼ିବ ଡେଙ୍ଗୁ ବେଡ ସଂଖ୍ୟା : କୁଳ ସଚିବ

ରାଜ୍ୟରେ ବଢ଼ୁଥିବା ଡେଙ୍ଗୁ ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କଟକବଡ଼ ମେହିକାଲରେ ବେଡ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ଏସସିବି ବଡ଼ ମେଡିକାଲ କଲେଜ କୁଳ ସଚିବ । ଏବେ କଟକ scb ବଡ଼ ମେଡିକାଲରେ ଡେଙ୍ଗୁ ଆକ୍ରାନ୍ତଙ୍କ ପାଇଁ ୪୫ ଟି ବେଡ଼ ଥିବା ବେଳେ, ଏବେ ପର୍ଯ୍ୟନ୍ତ ୯ ଡେଙ୍ଗୁ ଆକ୍ରାନ୍ତ ଆଡମିଶନ ହୋଇଛନ୍ତି ।

ପର୍ଯ୍ୟାପ୍ତ ପରିମାଣରେ ରକ୍ତ ରକ୍ତ ଭଣ୍ଡାରରେ ରଖାଯାଇଛି । ସମସ୍ତ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ସୂଚନା ଦେଇଛନ୍ତି ଏସସିବି ବଡ଼ ମେଡିକାଲର କୁଳ ସଚିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button