ଦେଶ- ବିଦେଶ

ପ୍ରେମିକ ସହ ଫେରାର ହେଲେ ମହିଳା ଦେଖନ୍ତୁ କେମିତି ଫେରାର ହେଇ କରୁଛନ୍ତି ଯୁକ୍ତି ତର୍କ

ଆପଣମାନେ ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଅଜବ ପ୍ରକାରର ଘଟଣା ଘଟିଥିବାର ନିଶ୍ଚୟ ଦେଖୁଥିଲେ।ବର୍ତ୍ତମାନ ମଧ୍ୟ ସେହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।

ଆପଣମାନେ ଜାଣିଥିବେ ଯେଉଁମାନେ ପ୍ରେମ କରୁଛନ୍ତି କାହା ଜୀବନରେ କିଛି ବି ସମସ୍ୟା ଦେଖା ଦେଇଛି।କିନ୍ତୁ ଏହି ବିଷୟରେ କେହି କିଛି ଜଣାଇ ନଥାନ୍ତି।ବର୍ତ୍ତମାନ ଏପରି ଏକ ଘଟଣା ଘଟିଛି।

ଯେଉଁ ଭିଡିଓ ଟି ସୋସିଆଲ ମିଡିଆରେ ଭାଇ ରାୁଲ ହେଉଛି ତାହା ଦେଖିବାକୁ ମିଳିଛି ଛତିଶଗଡ଼ ରେ।ସେହି ସ୍ଥାନରେ ଘଟଣାଟି ଯେଉଁଭଳି ଭାବରେ ଘଟିଥିଲା ତାହା ଦେଖି ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।
ଜଣେ ମହିଳା ଏକ ଯୁବକଙ୍କୁ ବହୁତ ଭଲ ପାଉଥିଲେ।କିନ୍ତୁ ମହିଳା ଜଣଙ୍କ ଆଉ କାହାକୁ ଫେରାର ହୋଇ ଯାଉଥିଲେ।ଯୁବକ ଜଣଙ୍କ ମହିଳା ଙ୍କୁ ବହୁତ ଭଲ ପାଉଥିଲେ।
କିନ୍ତୁ ଯୁବକ ଜଣଙ୍କ ଜାଣି ନଥିଲେ ଯେ ମହିଳା ଜଣଙ୍କ ଆଉ କାହାକୁ ଭଲ ପାଉଛନ୍ତି।କାରଣ ମହିଳା ଜଣଙ୍କ ଯୁବକ ଙ୍କୁ କହିଥିଲେ ସେ ତାଙ୍କୁ ବହୁତ ଭଲ ପାଉଛନ୍ତି।ଏହି କଥାକୁ ଯୁବକ ଜଣଙ୍କ ବିଶ୍ୱାସ କରୁଥିଲେ।
ଯୁବକ ଜଣଙ୍କ ମଧ୍ୟ ମହିଳାଙ୍କୁ ବହୁତ ଭଲ ପାଉଥିଲେ।କିନ୍ତୁ ମହିଳା ଜଣଙ୍କ ଅନ୍ୟ ଏକ ପୁରୁଷ କୁ ଭଲ ପାଇଁ ବସିଥିଲେ।ଏବଂ ତାଙ୍କ ସହିତ ଫେରାର ହେବାପାଇଁ ମଧ୍ୟ ସବୁ ଯୋଜନା କରି ଦେଇଥିଲେ।
ଏହି ବିଷୟରେ କିନ୍ତୁ ପୂର୍ବତନ ପ୍ରେମିକ କିଛି ଜାଣି ନଥିଲେ।ଯେତେବେଳେ ମହିଳା ଜଣଙ୍କ ଫେରାର ହେଉଥିଲେ ସେହି ସମୟରେ ଯୁବକ ଜଣଙ୍କ ଦେଖି ଦେଇଥିଲେ।ଏବଂ ଯୁବକ ଜଣଙ୍କ ସେଠାକୁ ଆସି ବହୁତ କଥା କହିଥିଲେ।ଯେଉଁ ବ୍ୟକ୍ତି ଜଣଙ୍କ ଏହି ଭିଡିଓ କରୁଥିଲେ ଯୁବକ ଜଣଙ୍କ ତାଙ୍କୁ ସବୁ କଥା କହିଥିଲେ।
ଏବଂ ଯେଉଁ ବ୍ୟକ୍ତି ଭିଡିଓ କରିଥିଲେ ସେ ଏହି ଘଟଣାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଦେଲେ। ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button