ଦେଶ- ବିଦେଶ

ହଷ୍ଟେଲ ଭିତରେ ଝିଅମାନଙ୍କ ରାସଲୀଳା ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହେଇଯିବେ ଦେଖନ୍ତୁ ଏହି ଭିଡିଓ

ବର୍ତ୍ତମାନ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇ ରାଲ ହୋଇଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା ମଧ୍ୟ କରିବେ।ହଷ୍ଟେଲ ଭିତରେ ସାର୍ ନଥିବା ସମୟରେ ଯୁବତୀ ମାନେ ଏପରି ନାଚିଛନ୍ତୀ ଯାହାକୁ ଦେଖି ସମସ୍ତେ ବହୁତ ନିନ୍ଦା କରିଛନ୍ତି।

୪ ଜଣ ଯୁବତୀ ଗୋଟିଏ ରୁମ୍ ରେ ଡିଜେ ଲଗାଇ ଏମିତି ଡାନ୍ସ କରୁଛନ୍ତି ଯେ ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଭାଇ ରାଲ ହେବାରେ ଲାଗିଛି।

ଆପଣମାନେ ଦେଖିଥିବେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଝିଅମାନେ ଅଛନ୍ତି ସେମାନଙ୍କର ହରକତ ଦେଖିଲେ ବହୁତ ରାଗ ଲାଗିଥାଏ।ଏତେ ଖରାପ ହୋଇଥାଏ ଅନେକ ଲୋକ ବହୁତ ଖରାପ କମେନ୍ଟ ଦେଇଥାନ୍ତି।
ତଥାପି ଝିଅମାନେ ସୁଧୁରିବା ପାଇଁ ନାରାଜ।ବର୍ତ୍ତମାନ କିଛି ଝିଅ ମାନଙ୍କ ଭିଡିଓ ଦେଖିବାକୁ ମିଳିଛି।ଭିଡିଓ ରେ ଦେଖିବାକୁ ମିଳିଛି ଯେ ଗୋଟିଏ ରୁମ୍ ଭିତରେ ଚାରି ଜଣ ଝିଅ ଅଛନ୍ତି।ଏବଂ ବହୁତ ଖୁସି ଥିବାର ମଧ୍ୟ ଜଣା ପଡ଼ୁଛନ୍ତି।
ସାର୍ ନଥିବା ସମୟରେ ଚାରି ଜଣ ଝିଅ ଏକାଠି ନାଚୁଛନ୍ତୀ।ସେହି ସମୟରେ ଜଣେ ଯୁବତୀ ଏମିତି ନାଚିଲେ ଯେ ତାଙ୍କ ସାଙ୍ଗମାନେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।ଏବଂ ପୁଣିଥରେ ନାଚିବାକୁ ଲାଗିଲେ।
ବର୍ତ୍ତମାନ ଏହି ଭିଡିଓ ରୁ ଆପଣମାନେ ଜାଣି ପାରୁଥିବେ ଯେ ଏହି ଚାରି ଜଣ ଝିଅ କେତେ ଅଭଦ୍ର।
ବାପା ମା ପଇସା କିଭଳି ବହୁତ କଷ୍ଟରେ ଦେଉଛନ୍ତି ଛୁଆ ମାନଙ୍କୁ ପାଠ ପଢ଼ାଉଛନ୍ତି ସେହି କଥା କେବଳ ନିଜ ବାପା ମା ହିଁ ଜାଣିବେ।
ତାଙ୍କ ଦୁଃଖ କେହି ବୁଝି ପାରିବେ ନାହିଁ।କିନ୍ତୁ ଏଠାରେ ପିଲାମାନେ ଗୀତ ଲଗାଇ ଗୋଟିଏ ରୁମ୍ ରେ ନାଚୁଛନ୍ତୀ।ଅନ୍ୟ ପିଲାଙ୍କୁ ମଧ୍ୟ ପଢ଼ାଇ ଦେଉ ନାହାନ୍ତି।ଏମିତି ଦୃଶ୍ୟ ଯଦି ବାପା ମା ଦେଖିବେ ତାହେଲେ ସେମାନେ କଣ ଭାବୁଥିବେ।
ଝିଅଙ୍କୁ ହଷ୍ଟେଲ ରେ ରଖିଥିଲୁ ଏଥିପାଇଁ।ଚାରି ଜଣ ଯୁବତୀ ନାଚ ରେ ପୁରା ମଜି ଯାଇଛନ୍ତି। ବର୍ତ୍ତମାନ ଏହି ଘଟଣା ଦେଖି ଦର୍ଶକ ମାନେ ଅନେକ ମନ୍ତବ୍ୟ ଦେଇଛନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button