ଦେଶ- ବିଦେଶ

ଏଣିକି ଜେଲ୍ ରେ ଶାରୀରିକ ଉପୋଭୋଗ ପାଇଁ କଏଦୀ ଙ୍କୁ ମିଳିବେ ଯୁବତୀ

ନମସ୍କାର ବନ୍ଧୁଗଣ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ସରକାର ବିଭିନ୍ନ ସମୟରେ ନୂଆ ନୂଆ ନିୟମ ପ୍ରଣୟନ କରି ଥାଆନ୍ତି।ଲୋକ ଙ୍କ ମଙ୍ଗଳ ପାଇଁ ସେ ତାଙ୍କ ଯୋଜନା ପ୍ରସ୍ତୁତ କରନ୍ତି।ଏଥିରେ ଲୋକ ମାନେ ମଧ୍ୟ ଲାଭ ବାନ ହୁଅନ୍ତି।
Viral  

ଏବେ ଶୁଣା ଯାଉଚି ଯେ ସରକାର ଜେଲ ରେ ରହୁଥିବା କଏଦୀ ମାନଙ୍କ ପାଇଁ ନୂଆ ନିୟମ ପ୍ରଣୟନ କରିବା ପାଇଁ ଯାଉଛନ୍ତି।ଏହା ଦ୍ବାରା ଅନେକ କଏଦୀ ଉପକୃତ ହେବେ।ସେହି ନିୟମ ଟି ହେଉଛି ପ୍ରଥମ ଥର ପାଇଁ କଏଦୀ ମାନଙ୍କୁ ମଧ୍ୟ ଜେଲ ରେ ଶାରିରୀକ ସମ୍ପର୍କ ରଖିବାକୁ ଦିଆ ଯିବ।
ଏହି ନିୟମ ଟି ପ୍ରଣୟନ କରିଛନ୍ତି ପଞ୍ଜାବ ସରକାର।ଭାରତ ରେ ଏହା ପ୍ରଥମ ଥର ପାଇଁ କରା ଯିବ।ଏହା ପୂର୍ବ ରୁ ଅନେକ ବର୍ଷ ଧରି ଆମେରିକା,ଇଂଲଣ୍ଡ ରେ ଏହି ବ୍ୟବସ୍ଥା ଲାଗୁ ହୋଇ ସାରିଛି।ଏହା ଦ୍ବାରା ଯାହାର ସ୍ଵାମୀ କିମ୍ବା ସ୍ତ୍ରୀ ଜେଲ ରେ ଅଛନ୍ତି ସେମାନେ ଜେଲ କୁ ଆସି ସେମାନଙ୍କ ସାଥୀ ଙ୍କ ସହିତ ଶାରିରୀକ ସମ୍ପର୍କ ରଖି ପାରିବେ।
Viral
ଏହା ଦ୍ବାରା ସେମାନଙ୍କ ବଂଶ ବୃଦ୍ଧି ହେବ।ତାହା ସହିତ ସେମାନଙ୍କୁ କିଛି ମାତ୍ରା ରେ ଖୁସୀ ମିଳି ପାରିବ।ଏହା କରିବା ପୂର୍ବ ରୁ ସରକାର ଙ୍କ କିଛି ନିୟମ ରହିଛି।
Viral
ସେହି ନିୟମ ଗୁଡ଼ିକ ହେଲା ଯେଉଁ କଏଦୀ ଙ୍କ ସ୍ତ୍ରୀ ତାଙ୍କ ସ୍ଵାମୀ ଙ୍କ ପାଖକୁ ଆସି ବାକୁ ଚାହିଁବେ।ସେ ସାଙ୍ଗ ରେ ତାଙ୍କ ବିବାହ ର ପ୍ରମାଣ ପତ୍ର ଆଣିବେ। ଏବଂ ତାଙ୍କର ଆଗରୁ କୌଣସି ଯେପରି ଯୌ-ନ ରୋଗ ନ ଥିବ ସେ ପ୍ରମାଣ ପତ୍ର ମଧ୍ୟ ଆଣି ଥିବେ। ପ୍ରତି ଦୁଇ ମାସ ରେ ଦୁଇ ଥର ଶାରିରୀକ ସମ୍ପର୍କ ରଖିବା ପାଇଁ କଏଦୀ ମାନଙ୍କୁ ସୁଯୋଗ ଦିଆ ଯିବ।ଏଥିପାଇଁ କଏଦୀ ମାନଙ୍କ ପାଇଁ ସ୍ବତନ୍ତ୍ର କୋଠରୀ ର ବ୍ୟବସ୍ଥା କରା ଯିବ।ଏହାକୁ ଯେପରି କେହି ଦେଖିବେ ନାହିଁ ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରା ଯିବ।
Viral
ବଡ ବଡ ଅପରାଧ କରିଥିବା କଏଦୀ ମାନଙ୍କୁ ଏହାର ସୁଯୋଗ ଦିଆ ଯିବ ନାହିଁ।ଏହା ଦ୍ବାରା କଏଦୀ ମାନେ ନିଜ ଜୀବନ କୁ କିଛି ସମୟ ପାଇଁ ଉପଭୋଗ କରି ପାରିବେ। ଏବଂ ତାଙ୍କ ସାଥୀ ମାନେ ମଧ୍ୟ କିଛି ସମୟ ତାଙ୍କ ସ୍ଵାମୀ ଙ୍କ ସହିତ ବିତାଇ ପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button