ଦେଶ- ବିଦେଶ

କୋଚିଂ କ୍ଲାସ ରେ ଛାତ୍ରୀ ସହ ଅନୈତିକ କାମ କଲେ ଶିକ୍ଷକ, ଗର୍ଭବତୀ ହେବାରୁ ସତ ଆସିଲା ସାମ୍ନା କୁ..

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଭାବରେ ଘଟଣା ମାନ ଘଟୁଛି।ଲୋକମାନେ କିଛି କରିବା ଆଗରୁ ନିଜ ସମ୍ପର୍କ କଥା ଟିକେ ବି ଚିନ୍ତା କରୁ ନାହାନ୍ତି।ଏହା ଦ୍ଵାରା ସେମାନେ ସମାଜ ର ଅନେକ ପ୍ରକାର ଖରାପ କରୁଛନ୍ତି।
ସେମାନଙ୍କ ନିକଟ ରେ ନିଜ କାମନା ବସନା ଆଗରେ ସମ୍ପର୍କ ର ମୂଲ୍ୟ ନାହିଁ।ବର୍ତ୍ତମାନ ସମୟ ରେ ଦିଅର ଭାଉଜ ସମ୍ପର୍କ କୁ ନେଇ ଅନେକ କଥା ଶୁଣି ବାକୁ ମିଳୁଛି।ଆମ ସମାଜ୍ ରେ ଭାଉଜ ଙ୍କୁ ମା ସମାନ ଦେଖା ଯାଏ।ହେଲେ ସେଇ ଭାଉଜ ଙ୍କ ସହିତ ଖରାପ କାମ କରିବାକୁ ଦିଅର ମାନେ ଟିକେ ବି ପଛ ଘୁଞ୍ଚା ଦେଉ ନାହାନ୍ତି।
Special Report
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ର ମହରାଜଗଙ୍ଗ ଠାରେ।ସେଠାରେ ଜଣେ ଭାଉଜ ଙ୍କ ସହିତ ଦିଅର ଦୁଷ୍କର୍ମ କରିଛି।ଘରେ କେହି ନ ଥିବା ସମୟ ରେ ଦିଅର ଭାଉଜ ଙ୍କ ସହିତ ଜୋର ଜବରଦସ୍ତ କରିବା ପାଇଁ ଚେଷ୍ଟା କରିଥିଲା।
Special Report
ଏହାକୁ ଭାଉଜ ପ୍ରତିରୋଧ କରିବା ପରେ ଦିଅର ଏକ ଧାରୁଆ ଅସ୍ତ୍ରରେ ଭାଉଜ ଙ୍କୁ ଆଘାତ କରିଥିଲା।ଏଥିରେ ମହିଳା ଜଣକ କ୍ଷତ ବିକ୍ଷତ ହୋଇଥିଲେ।ତା ପରେ ଦିଅର ସେ ଘର ଛାଡି ଚାଲି ଯାଇଥିଲେ।ଏହାକୁ ନେଇ ଭାଉଜ ଜଣକ ଥାନା ରେ ଅଭିଯୋଗ କରିଛନ୍ତି।
ମହିଳା ଜଣକ ଅଭିଯୋଗ କରି କହିଛନ୍ତି କି ତାଙ୍କ ସ୍ଵାମି ସାଉଦି ଆରବ ରେ କାମ କରନ୍ତି।ବହୁତ କମ ଥର ସେ ଘର କୁ ଆସନ୍ତି।ଏବଂ ଅନେକ ଦିନ ରୁ ସେ ଦିଅର ଜଣକ ର ମୋ ଉପରେ ଖରାପ ନଜର ଥିଲା।
Special Report
ମୁ ସବୁ ଜାଣି ଚୁପ ରହିଥିଲି ହଟାତ ଦିନେ ମୁ ଘରେ ଏକୁଟିଆ ଶୋଇ ଥିବା ବେଳେ କେହି ନ ଥିବା ର ସୁଯୋଗ ନେଇ ମୋ ସହ ଜୋର ଜବରଦସ୍ତ କରିଥିଲା।ମୁ ବାରମ୍ବାର ମନା କରିବା ସତ୍ୱେ ଶୁଣି ନ ଥିଲା।
ମୋତେ ଦୁଷ୍କର୍ମ କରି ଚାଲିଲା।ରାତି ୨ ଟା ସମୟ ରେ ସେ ଘର ଭିତରେ ପ୍ରବେଶ କରି ଥିଲା।ମୋତେ ଜୋରେ ଧରି ପକେଇଲା।ସେଥିପାଇଁ ମହିଳା ଜଣକ ମେଡ଼ିକାଲ୍ ରେ ଭର୍ତି ହେବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ।
Special Report  

ପୋଲିସ ତାଙ୍କ ଅଭିଯୋଗ କୁ ଶୁଣି ଛନ୍ତି ଏବଂ ତାହାର ତଦନ୍ତ ମଧ୍ୟ କରିଛନ୍ତି।ଘଟଣା ପର ଠାରୁ ତାଙ୍କ ଦିଅର ସିରାଜଉଦ୍ଦିନ୍ ଘଟଣା ସ୍ଥଳ ରୁ ଫେରାର୍ ଅଛନ୍ତି।ପୋଲିସ ତାଙ୍କୁ ବର୍ତ୍ତମାନ ଖୋଜୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button