ଜ୍ୟୋତିଷ

Vastu Tips – ଲୁଣ ଆପଣଙ୍କୁ କରିବ ଧନୀ, କେବଳ କରନ୍ତୁ ଏହି ଚମତ୍କାର ଉପାୟ

ବନ୍ଧୁଗଣ ଏହି ଥିରେ ଆପଣ 2 ଟି ବିଶେଷ ତଥ୍ୟ ଜାଣିବାକୁ ପାଇବେ । ଯାହାକୁ ଆପଣ ପ୍ରୟୋଗ କରିବା ଦ୍ୱାରା ଗୃହ ର ସର୍ବବିଧ ମଙ୍ଗଳ ହୋଇଥାଏ । ଯଦି ଆପଣ ଙ୍କ ଗୃହ ରେ ବସ୍ତୁ ଦୋଷ ଚାଲିଥାଏ ତାହେଲେ ମଧ୍ୟ ଏହି ଉପାୟ ଦୁର କରିବାରେ ସାହାର୍ଯ୍ୟ କରିବ । ସଦା ସର୍ବଦା ଘରେ କାଲି ଝଗଡ଼ା ଦୁର ହୋଇଯିବ । ତାହାସହ ଆର୍ଥିକ ସମସ୍ୟା ମଧ୍ୟ ଦୁର ହୋଇଯିବ ।

ଘରକୁ ସର୍ବଦା ଧନ ର ଆଗମନ ହେବ । ସପ୍ତାହ ରେ ଥରେ ଲୁଣ ପାଣିରେ ଘରକୁ ପୋଚନ୍ତୁ ଅର୍ଥାତ୍ ଆପଣ ପୋଚୁଥିବ ପାଣି ରେ ଅଳ୍ପ ଟିକେ ଲୁଣ ପକାଇ ପୋଛନ୍ତୁ । କଳି ଝଗଡ଼ା ଦୁର ହେବା ସହ ନକାରାତ୍ମକ ଭାବନା ବା ଶକ୍ତି ଆପଣ ଙ୍କୁ ସ୍ପର୍ଶ କରିପାରିବ ନାହିଁ । ଯେଉଁ ପର୍ଯ୍ୟନ୍ତ ଆପଣ ଙ୍କ ସମସ୍ୟା ଦୁର ନ ହୋଇଚି ସେ ପର୍ଯ୍ୟନ୍ତ ଏହାର ପ୍ରୟୋଗ କରିବେ ।

ଦେଖିବେ ନିଶ୍ଚିତ କାମ କରିବା ସହ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଯିବ । କେବେ ହେଲେ ଧନ ର ଅଭାବ ରହିବ ନାହିଁ । ଖୁସି ରେ ପରିବାର ସହ ଜୀବନ ଅତିବାହିତ କରିବେ । ଗାଈ ର ଗୋବର କୁ ଶୁଖାଇ ରଖି ନୋବନ ଗୁଣ୍ଡ ଯାହାକି ପୂଜା ସାମଗ୍ରୀ ଦୋକାନ ରେ ମିଳିବ । ଏହାକୁ ମାସ ରେ 2 ଥର ଗାଈ ର ଶୁଖି ଯାଇଥିବା ଗୋବର ରେ ପ୍ରୟୋଗ କରି ଧୂଆଁ କରିବେ ଏହାକୁ ଘର ର ସମସ୍ତ ସ୍ଥାନ ରେ ପ୍ରାୟୋଜିତ କରିବେ ।

ଏହାକୁ ଆପଣ ସନ୍ଧ୍ୟା ସମୟ ରେ ଭକ୍ତି ର ସହ ପ୍ରୟୋଗ କରିବେ । ଏହା ଏକ ଛୋଟ ଉପାୟ କିନ୍ତୁ ଏହାର ବୋହୁତ ସୂତ୍ର ରହିଛି । ଏହାକୁ ସେ ପର୍ଯ୍ୟନ୍ତ କରିବେ ଯେପରିକି ଘର ର ଆର୍ଥିକ ସମସ୍ୟା ଦୁର ହୋଇଯିବ । ଘରେ ସୁଖ ଶାନ୍ତି ର ପ୍ରୟୋଚନ ଘଟିବ । ସୁଖ ରେ ରାଜଭୋଗ ସହ ଜୀବନ ଅତିବାହିତ କରିବେ ।  ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button