ରାଜ୍ୟ

ସାପ ଗିଳିଦେଲା କଫ ସିରପ ବଟଲ – Kalinga News

[ad_1]

ଭୁବନେଶ୍ୱର: କଫ ସିରପ ବଟଲ ଗିଳି ଫସିଗଲା ସାପ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରରେ । ଏକ ନାଗ ସାପ କଫ ସିରପ ବଟଲ ଗିଳିଦେଇ ଫସି ଯାଇଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ଧରି ବଟଲଟିକୁ ବାହାର କରିବାକୁ ସଂଘର୍ଷ କରି ବିଫଳ ହେବା ପରେ ସାପଟିର ଜୀବନ ବଞ୍ଚାଇଥିଲେ କିଛି ସ୍ୱେଚ୍ଛାସେବୀ । ସ୍ୱେଚ୍ଛାସେବୀମାନେ ସାପ ପାଟିରୁ କଫ ସିରପ ବଟଲ ବାହାର କରି ସାପଟିର ଜୀବନ ବଞ୍ଚାଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button