ଅନ୍ତିମ ସଂସ୍କାର ପୂର୍ବରୁ ମୃତ ଶରୀରକୁ ନୂଆ ବସ୍ତ୍ର କାହିଁକି ପିନ୍ଧା ଯାଇଥାଏ ?
ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମୃ-ତ୍ୟୁ ପରେ ମଣିଷର ଅନେକ କ୍ରିୟା କର୍ମ ହୋଇଥାଏ ତାର ଆତ୍ମାର ସଦଗତି ନିମନ୍ତେ । ସେହି କ୍ରିୟା ମଧ୍ୟରୁ ଗୋଟେ ହେଉଛି ମୃ-ତ୍ୟୁ ପରେ ମଣିଷକୁ ଶ୍ମଶାନ ନିଆଯାଏ ଓ ନୂଆ ବସ୍ତ୍ର ପରିଧାନ କରାଯାଏ । ଏହି କ୍ରିୟା କୁ ଅନ୍ତିମ ବିଧିର ଜରୁରୀ ଭାଗ ମାନା ଯାଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଯେଉଁ ମଣିଷକୁ ମୃ-ତ୍ୟୁ ପରେ କିଛି ସମୟ ପରେ ଅଗ୍ନିରେ ଜଳାଯିବ ମଣିଷଙ୍କୁ ଏମିତି କଣ ପାଇଁ କରାଯାଏ ଆସନ୍ତୁ ଜାଣିବା ।
ଗରୁଡ ପୁରାଣ ଅନୁଯାୟୀ ମୃତ ବ୍ୟକ୍ତିକୁ ପବିତ୍ର ଜଳରେ ସ୍ନାନ କରିବା କଥା କୁହାଯାଇଛି । ଯଦି କୌଣସି କାରଣ ବଶତ ତୀର୍ଥ ସ୍ଥାରେ ଅ-ନ୍ତି-ମ ସଂ-ସ୍କା-ର ହେଉ ନାହି ତେବେ ମୃ-ତ ଦେହକୁ ପାଣିରେ ଗଙ୍ଗା ଜଳ ମିଶାଇ ସ୍ନାନ କରିବା ଉଚିତ । ଧ୍ୟାନ ରଖିବେ ସେଇ ସମୟରେ ମନ୍ତ୍ର ଜପ କରିବା ଉଚିତ । ଅ-ନ୍ତି-ମ ସଂ-ସ୍କା-ର ପୂର୍ବରୁ ମୃ-ତ ବ୍ୟକ୍ତିକୁ ସ୍ନାନ କରାଇବାର ପ୍ରକୃତ ଅର୍ଥ ହେଉଛି ତାର ଅନ୍ତର ଆ-ତ୍ମା କୁ ଶୁଦ୍ଧି କରାଇବା ।
ସ୍ନାନ କରିବା ପରେ ଗରୁଡ ପୁରାଣ ଅନୁଯାୟୀ ମୃତ ବ୍ୟକ୍ତି କୁ ଚନ୍ଦନ, ତିଳ ଓ ଘିଅ ର ଲେପ ଲଗାଇବା ଉଚିତ । ଏହି କଥା ଟି ଗରୁଡ ପୁରାଣରେ ଲେଖା ଅଛି । ଏହୀ ପୁରାଣକୁ ଆଧାର କରି କୁହା ଯାଇଛି କି ଶ-ବ କୁ ବିନା ବସ୍ତ୍ର ରେ ବା ଉଲଗ୍ନ କରି ଜଳାଇବା ଉଚିତ ନୁହେଁ । ଶବ କୁ ନୂଆ ବସ୍ତ୍ର ରେ ଢାଙ୍କି ଆଗକୁ କ୍ରିୟା କରିବା ଉଚିତ । ଶ-ବ କୁ ନବୀନ ବସ୍ତ୍ର ପିନ୍ଧିବା ଉଚିତ ।
ବିଶେଷ ରୂପରେ ମୃ-ତ-କ ଙ୍କ ପାଇଁ ବ୍ୟବହାର ହେଉଥିବା ବସ୍ତ୍ର ଧଳା ହେବ ଉଚିତ । ଧଳା ରଙ୍ଗକୁ ଶାନ୍ତି ଓ ପବିତ୍ରତା ମାନା ଯାଇଛି । ଭାରତରେ ଧଳା ରଙ୍ଗକୁ ଶୋକ, ମୃ-ତ୍ୟୁ ଓ ମୋକ୍ଷ ର ରଙ୍ଗ ମାନା ଯାଇଛି । ମୋକ୍ଷ ଏକ ଉଦ୍ଦେଶ୍ୟ ହୋଇପାରେ ଯାହା କାରଣରୁ ଧଳା ରଙ୍ଗର ବସ୍ତ୍ର କୁ ଉପୋଯୋଗ କରିବା ପାଇଁ କୁହା ଯାଇଛି । ମୃ-ତ ବ୍ୟକ୍ତିଙ୍କ ପାଇଁ ବ୍ୟବହାର ହେବାକୁ ଥିବା ନୂତନ ବସ୍ତ୍ର ଉପରେ ଗୋ-ମୁତ୍ର, ସୂର୍ଯ୍ୟ କିରଣ ବା ଗଙ୍ଗା ଜଳ ରେ ପବିତ୍ର ହୋଇଥାଏ ।
ଏମିତି କରିଲେ ମୃ-ତ ବ୍ୟକ୍ତିଙ୍କ ଚାରି ପରେ ସୁରକ୍ଷା କବଚ ହୋଇଥାଏ ଯାହା ଖରାପ ଶକ୍ତି ଆଡକୁ ଆକର୍ଷିତ କରିପାରେ ନାହି । ଏହା ଛଡା ଚିତା ପରେ ଶବ କୁ ଶୁଆଇ 5 ପ୍ରକାରର କାଠ, ପୁଷ୍ପ, ଚନ୍ଦନ ରଖିବା ଉଚିତ । ଏହା ସହ ପରିଜନ ଙ୍କ ଦ୍ଵାରା ଦା-ହ ସଂ-ସ୍କା-ର-ର କ୍ରିୟା ଆଗକୁ ବଢାଇବା ଉଚିତ ।